ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଆପଣଙ୍କ ପାଇଁ ଆସିଛି ବୋହୁତ ବଡ଼ ଖୁସି ଖବର ଆପଣମାନଙ୍କ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଆପଣମାନଙ୍କ ପ୍ରିୟ ମୁନ୍ନା ଭାଇ ପ୍ରଥମ ଥର ପାଇଁ ନିଜ ପୁଅ ସହ ଗୋଟିଏ ପରଦାରେ ନଜର ଆସିବାକୁ ଯାଉଛନ୍ତି ଯେଉଁ ଚଳଚ୍ଚିତ୍ରର ଟାଇଟେଲ ରହିଛି ବାପା ସୁପରମ୍ୟାନ । ତେବେ ଏହି ଚଳଚ୍ଚିତ୍ର ବିଷୟରେ କଣ କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ଏହି ଚଳଚ୍ଚିତ୍ର କେଉଁ ପର୍ଯ୍ୟାୟରେ ପହଞ୍ଚିଛି ଆସନ୍ତୁ ଜାଣିବା ।
ଦର୍ଶକ ବନ୍ଧୁ ଆପଣମାନଙ୍କ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ତଥା ମୁନ୍ନା ଭାଇ ନିଜର ପୁଅ ସହିତ ଖୁବ୍ ଶୀଘ୍ର ଗୋଟିଏ ପରଦାରେ ନଜର ଆସିବାକୁ ଯାଉଛନ୍ତି ଯେଉଁ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଆରମ୍ଭ ହୋଇ ଯାଇଛି ଏହି ଚଳଚ୍ଚିତ୍ରର ଟାଇଟେଲ ରହିଛି ବାପା ସୁପରମ୍ୟାନ । ତେବେ ଏହି ଚଳଚ୍ଚିତ୍ର ଟି ଭୁବନେଶ୍ୱର ସ୍ଥିତ ଅନେକ ଜାଗାରେ ଏହା ସହିତ ଓଡ଼ିଶା ବାହାରେ ବି ସୁଟିଂ ଚାଲିଛି ଯାହା ସହିତ ଜଡିତ କିଛି ସୁଟିଂ ସେଟ୍ ର ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଚଳଚ୍ଚିତ୍ରର ପୋଷ୍ଟର ମଧ୍ୟ ଖୁବ୍ ଶୀଘ୍ର ରିଲିଜ୍ ହୋଇଯିବ ପୋଷ୍ଟରଟି ଆଉଟ୍ ହୋଇ ସାରିଛି ଯେଉଁ ଗୁଡ଼ିକୁ ଆପଣମାନେ ଏଠାରେ ଦେଖିବା ପାଇଁ ପାଉଥିବେ ବାପା ସୁପରମ୍ୟାନ ଟାଇଟେଲଟି ଯେମିତି ଶୁଣିବାକୁ ଲାଗୁଛି ସେମିତି ଇଣ୍ଟ୍ରେଷ୍ଟିଂ ନିଶ୍ଚିତ ଭାବରେ ହୋଇଥିବ । ତେବେ ବାପ ପୁଅଙ୍କ ମଧ୍ୟରେ ଏହି ସମ୍ପର୍କ କେତେ ନିବିଡ ସେଗୁଡିକ ଆପଣମାନେ ଏହି ଚଳଚ୍ଚିତ୍ରରେ ଜରିଆରେ ଦେଖିବା ପାଇଁ ଯାଉଛନ୍ତି ।
ପ୍ରଥମ ଥର ପାଇଁ ବାପ ପୁଅଙ୍କୁ ଆପଣମାନେ ଗୋଟିଏ ଚଳଚ୍ଚିତ୍ରରେ ଦେଖିବେ ଏଥିପାଇଁ ଆପଣମାନେ ତ ନିଶ୍ଚିତ ଭାବରେ ଉତ୍ସାହିତ ଥିବେ । ବହୁତ ଦିନ ହେବ କରୋନା କାରଣରୁ ସିନେମା ହଲ୍ ଗୁଡିକରେ ଦର୍ଶକମାନଙ୍କର ଏତେଟା ରେସ୍ପଣ୍ଡ ମିଳୁନଥିଲା କିନ୍ତୁ ଯାହା ଜଣା ପଡ଼ୁଛି ସିଦ୍ଧାନ୍ତ ମହାପାତ୍ର ଏକାଠି ନିଜ ପୁଅ ସହିତ ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ ଯାହାକୁ ଦେଖିବା ପାଇଁ ଦର୍ଶକମାନେ ବୋହୁତ ଦିନ ହେବ ଅପେକ୍ଷା କରି ରହିଛନ୍ତି ଏବଂ ଅପେକ୍ଷାର ଅନ୍ତ ଘଟିଛି ।
ତେବେ ସିଦ୍ଧାନ୍ତ ନିଜର ଇନ୍ଟର୍ଭିୟୁ ରେ କହିଥିଲେ କି ତାଙ୍କ ଘରେ ତାଙ୍କ ଝିଅ ଟି ସବୁଠାରୁ ଗେଲ୍ହା ତାଙ୍କ ଘରେ ଚାରି ଚାରି ଟି ଛୁଆ କିନ୍ତୁ ଝିଅ ସବୁଠାରୁ ଗେଲ୍ହା । ଏବଂ ସେ ଏହା ମଧ୍ୟ କ୍ଲିୟର କରିଛନ୍ତି କି ସେ ଫିଲ୍ମ ରେ କାମ କରୁଥିବା ପୁଅ ଟି ତାଙ୍କ ନିଜର ନୁହେଁ କିନ୍ତୁ ତାଙ୍କ ସମ୍ପର୍କ ରକ୍ତ ସମ୍ପର୍କ ଠାରୁ ଅଧିକ ମଧ୍ୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।