‘ମୋ ପ୍ରଥମ ପ୍ରେମିକ ଯାହାଙ୍କୁ ମୁଁ ବହୁତ ଭଲ ପାଉଥିଲି ତାଙ୍କର ଡେଥ୍ ହେଇଗଲା ଓ ତା’ପରେ ମୋ କ୍ରସ ବାହା ହେଇଗଲା, ମୋ ଜୀବନ ମତେ ଏତେ…’

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୋନାକ୍ଷୀ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଦର୍ଶକ ବନ୍ଧୁ ସୋନାକ୍ଷୀଙ୍କ ସୁନ୍ଦରତା ଆଉ ଅଭିନୟକୁ ସାରା ଓଡିଶା ବାସୀ ବେସ ଅଧିକ ପସନ୍ଦ କରନ୍ତି । ଆମ ଓଡିଶାରେ ସୋନାକ୍ଷୀଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି ।

ଏମିତିରେ ସୋନାକ୍ଷୀ ନିଜ ପର୍ଶନାଲ ଲାଇଫ ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ସୋନାକ୍ଷୀ ଏକ ସାକ୍ଷାତ୍କାର ପାଇଁ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । ଏହି ସାକ୍ଷାତ୍କାରରେ ସୋନାକ୍ଷୀ ନିଜର ଲଭ ଲାଇଫ ବିଷୟରେ କହୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ସାକ୍ଷାତ୍କାରରେ ସୋନାକ୍ଷୀ କହିଛନ୍ତି-‘ମୋ ଲାଇଫରେ ପ୍ରେମ ହେଇଛି ଆପଣ ମାନେ ଭାବୁଥିବେ ମୋର ବୟସ କେତେ । ମୋର ବୟସ ଏବେ 22 ଚାଲିଛି ମୋତେ ଦୁଇ ଥର ପ୍ରେମ ହେଇଛି ହେଲେ ଏହି ପ୍ରେମରେ ମୁଁ ବିଫଳ ହୋଇଛି । ବିଫଳ ହେବାର କାରଣ ହେଉଛି ମୋର ଭୁଲ ନା ଭଗବାନଙ୍କର ମୁଁ ଜାଣିନି । ହେଲେ ମୋ କାରିୟର ଏବେ ଆରମ୍ଭ ହେଲା ମୁଁ ଆଗକୁ ଲାଇଫ ତ ପଡିଛି ଦେଖିବା ।

ସତ କଥା ହେଉଛି ମୋର ପ୍ରଥମ ପ୍ରେମିକ ଯିଏ ଥିଲେ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି ତାଙ୍କର ଡେଥ ହେଇଗଲା । ମୁଁ ତାଙ୍କ ସହ ଥରେ ଫିଲ୍ମ ଦେଖିବାକୁ ଯାଇଥିଲି ଆଉ ହଲରେ ତାଙ୍କର ମୋର ଭିତରେ ଟିକେ ଝଗଡା ହେଇଯାଇଥିଲା । ସେଦିନ କଣ ଭାଗ୍ୟରେ ଥିଲା ମୁଁ ଜାଣିନି ସେଦିନ ସେ ବୁଲେଟରେ ଆସୁଥିଲେ । ମୋର ଦୁର୍ଭାଗ୍ୟ ସେ ମରିବା ପୂର୍ବରୁ ମୋତେ ତିନି ଚାରି ଥର ଫୋନ କରିଛନ୍ତି ।

ମୁଁ ମୋ ନିଜକୁ ଭୁଲ ଦେଉଛି କାରଣ ମୁଁ ସେତେବେଳେ ଶୋଇ ପଡିଥିଲି । ଯଦି ମୁଁ ତାଙ୍କ ଫୋନ ଉଠେଇ ଦେଇଥାନ୍ତି ତା ହେଲେ ବୋଧ ହୁଏ ସେ ଛିଡା ହୋଇ ମୋ ସହ କଥା ହେଇଥାନ୍ତେ ଶୀତ ଦିନ ଥିଲା । ମୁଁ 2019 କଥା କହୁଛି ସେ ବଞ୍ଚି ଯାଇଥାନ୍ତେ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *