“ଯଦି ବାହାଘର ପରେ ଗୋଟେ ସ୍ତ୍ରୀ ତା ସ୍ୱାମୀକୁ ୮ ବର୍ଷ କାଳ ଛୁଇଁବାକୁ ଦେବନି…’ Anubhav ଙ୍କ ଦୁଃଖ ସହି ପାରିଲେନି ଓକିଲ ମହାଶୟା, କୋହଭରା କଣ୍ଠରେ ଯାହା କହିଲେ ଆପଣ ବି କରିବେ ପ୍ରଶଂସା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଇନଜୀବି କହିଛନ୍ତି ଯେ ଜଣେ ସ୍ତ୍ରୀ ତାଙ୍କ ସ୍ଵାମୀ ଙ୍କୁ ୮ ବର୍ଷ କାଳ ଛୁଇଁବାକୁ ଦେଇନାହିଁ ତେବେ ଏହା କେଉଁ ଅତ୍ୟାଚାର ରେ ଯିବ ? ବର୍ଷା କହିଲେ ଯେ ମତେ ଛୁଅଁନାହିଁ ତେବେ ଏହାପାଇଁ ଅନୁଭବ ମେଡିକାଲ ଟ୍ରିଟମେଣ୍ଟ ସବୁ ପ୍ରକାର କରାଇଲେ । ହେଲେ ମଧ୍ୟ ବର୍ଷା ପ୍ରିୟଦର୍ଶନୀ ନିଜ ମାଇଣ୍ଡ ସେଟେଲ କରି ପାରିଲେ ନାହିଁ । ଆଜିଭଳି ଦିନରେ ଅନୁଭବ ଙ୍କ ର ବିଜୟ ହେଇଛି ଏବଂ ଆଗକୁ ମଧ୍ୟ ତାଙ୍କର ବିଜୟ ସୁନିଶ୍ଚିତ ।

କାରଣ ଯିଏ ସମସ୍ତ ପ୍ରମାଣ ପତ୍ର ନେଇ କୋର୍ଟ କୁ ଦେଖାଇ ପାରିଲେ ଯେ ସେ ଏହିଭଳି ପୀଡିତ ହୋଇଛି । ଜଜ ମଧ୍ୟ ଶୁଣିବାକୁ ବାଧ୍ୟ ହେବେ ଯେ ଏ ମଧ୍ୟ କେଉଁଠି ନା କେଉଁଠି ନ୍ୟାୟ ପାଇବାର ଅଧିକାରୀ ଅଛି । ଆଇନ ବିଭାଗରେ ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ତାରା ବଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ନ୍ୟାୟ ମଧ୍ୟ ବଞ୍ଚି ରହିଥିବ ।

ମାତ୍ର ଅନୁଭବ ଙ୍କ କେସ ଭଳି ଯେତେ ସବୁ ପୀଡିତ ଅଛନ୍ତି ସେମାନେ ଭାବୁଛନ୍ତି ଯେ ଯଦି ଆମ୍ଭ ଉପରେ ଗୋଟିଏ କେସ କରିଦେବ ତେବେ କ’ଣ ହେବ ? ମାତ୍ର ଆପଣ ମାନଙ୍କୁ ମଧ୍ୟ କେସ ରେ ଲଢିବାକୁ ହେବ । ଆଇନ ଅନୁଯାୟୀ କୌଣସି ଲୋକ ବାପା ମା ଙ୍କୁ ହଇରାଣ କରି ପାରିବେ ନାହିଁ । ଯେତେବେଳେ ଅଧିକାର କଥା କୁହାଯାଏ ତେବେ ସେତେବେଳେ କେବଳ ସ୍ଵାମୀ ର ପ୍ରୋପୋଟି ଉପରେ ଅଧିକାର ଥାଏ ।

ତାଙ୍କ ବାପା ମା’ ଙ୍କ ସମ୍ପତ୍ତି ଉପରେ କୌଣସି ଅଧିକାର ନଥାଏ । ମାତ୍ର ଆଜିର ସବୁଠାରୁ ବଡ କଥା ହେଲା ଅନୁଭବ ଙ୍କ ସପକ୍ଷରେ ଜଜମେଣ୍ଟ ଆସିଛି । ତେବେ ଆଗକୁ ଅପେକ୍ଷା ର ବିଷୟ ଯେ କୋର୍ଟ ପୁଣି କେଉଁ ସିଦ୍ଧାନ୍ତ ନେଉଛନ୍ତି । ଆଇନଜୀବି କହିଛନ୍ତି ଯେ ଲୋକମାନେ ନିଶ୍ଚିତ ଭାବରେ ଠିକ କ’ଣ ଭୁଲ କ’ଣ ଜାଣି ପାରୁଥିବେ ।

ଯେଉଁ ସ୍ତ୍ରୀ ଅର୍ଥାତ ବର୍ଷା ପ୍ରିୟଦର୍ଶନୀ ବିବାହ ର ୮ ବର୍ଷ ପର୍ଯ୍ୟନ୍ତ ସ୍ଵାମୀ ଙ୍କୁ ଛୁଇଁବାକୁ ଦେଲାନାହିଁ । ସବୁ ସୁଖ ସୁବିଧା ନେବ କିନ୍ତୁ ସ୍ଵାମୀ ଛୁଇଁବ ନାହିଁ ତେବେ ଏହିଭଳି କେତେଦୂରେ ଉଚିତ ? ଅନୁଭବ ଙ୍କୁ ଷପୋର୍ଟ କରିବା କଥା ବୋଲି ଆଇନଜୀବୀ କହିଛନ୍ତି । ବର୍ଷା ପ୍ରିୟଦର୍ଶାନୀ ଙ୍କ ମ୍ୟାରେଜ ସଂପୂର୍ଣ୍ଣ ଭାବରେ ଦୁର୍ବଳ ଅଟେ ବୋଲି ସେ କହିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *