ଭାରତୀୟ ଦଳକୁ ମିଳିଗଲା ଦ୍ଵିତୀୟ Jubaraj Singh I ଯାହାଙ୍କ ପ୍ରଦର୍ଶନ ଦେଖି ଏବେ ଚିନ୍ତାରେ ପାଣ୍ଡ୍ୟା Hardhik Pandya

ଭାରତୀୟ ଇଣ୍ଡିଆନ ଟିମକୁ ମିଳିଗଲା ଦିତୀୟ ଯୁବରଜସିଂହ ! ତେବେ ନିକଟରେ ହେଇଥିବା ମ୍ଯାଚ ଦେଖିଲା ପରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କର କଥା ମନେ ପକାଇ ଦେଇଛି । ଏମିତି ଜଣେ ଖେଳାଳୀ ନିଜର ଖେଳ ପଦର୍ଶନ କରିଛନ୍ତି ଯାହାଙ୍କୁ ଦେଖି ସମସ୍ତେ ଖୁସି ହୋଇଯିବ ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି । କାରଣ ପ୍ରତ୍ଯେକଟି ବ୍ୟାଟିଂରେ ଧମାକାଦାର ପଦର୍ଶନ କରୁଥିଲେ । ଯାହାଙ୍କ ପାଇଁ ଭାରତ ଆଫଗାନିସ୍ତାନକୁ ପ୍ରଥମ ମ୍ଯାଚରେ ପରାସ୍ତ କରିପାରିଛି ।

ତେବେ ସେହି ଖେଳାଳୀଙ୍କର ମ୍ଯାଚ ଦେଖିଲ ପରେ ଯୁବରାଜ ସିଂହଙ୍କର କଥା ଅନେକଙ୍କ ମନକୁ ଚାଲି ଆସିଛି । କାରଣ ଯେତେବେଳେ ଯୁବରାଜ ସିଂହ ଖେଳୁଥିଲେ । ସେ ମଧ୍ୟ କୋଣ ଅନୁକୋଣକୁ ବଡ ବଡ ଛକା ମାରୁଥିଲେ । ଆଉ ତାଙ୍କ ଭଳି ଏକ ଭଲ ବ୍ୟାଟ୍ସମ୍ୟାନଙ୍କୁ ଫେରିପାଇଛି ଟିମ୍ ଇଣ୍ଡିଆ । ତେବେ ସେହି କ୍ରିକେଟର ଜଣଙ୍କ ହେଉଛନ୍ତି ଶିଭମ ଦୁବେ । ନିକଟ ଅତୀତରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି20 ମ୍ଯାଚ ଖେଳାଯାଇଥିଲା ।

ସେଥିରେ ଭାରତୀୟ ଟିମ ପାଇଁ ନାୟକ ସାଜିଥିଲେ ଶିଭମ ଦୁବେ । ପ୍ରଥମେ ମ୍ଯାଚରେ ଭଲ ବୋଲିଂ କରିଥିଲେ । ପରେ ଜବରଦସ୍ତ ବ୍ୟାଟିଙ୍ଗ ମଧ୍ୟ କାରୀ ଚାଲିଥିଲେ । ଶେଷରେ ଶିଭମଙ୍କର ଦମଦାର ପଦର୍ଶନ ପାଇଁ ଆଫଗାନିସ୍ତାନ ବିପକ୍ଷରେ ଭାରତ ଟିମ ଜିତିଯାଇଥିଲା । ଏହି ମ୍ଯାଚରେ ଶିଭମ 7 ଟି ବାଉଣ୍ଡରୀ ମାରିଥିଲେ । ଯେଉଁଥିରେ 2 ଟି ଛକା ଓ 5 ଟି ଚଉକା ସାମିଲ ଥିଲା । ଯେତେବେଳେ ଯୁବରାଜ ସିଂହ ମଇଦାନରେ ମ୍ଯାଚ ଖେଳୁଥିଲେ ।

ସେତେବେଳେ ତାଙ୍କ ବ୍ୟାଟିଙ୍ଗ ଦେଖିବା ପାଇଁ କ୍ରିକେଟ ପ୍ରେମୀ ମାନେ ଚାତକ ଭଳି ଚାହିଁ ବସଥିଲେ । ତେବେ ଯୁବରାଜ ସିଂ ଅବସର ନେବା ପରେ ସେହି ପରି ଦମଦାର ବାମହାତୀ ବ୍ୟାଟ୍ସମ୍ୟାନ ଭାରତୀୟ କ୍ରିକେଟକୁ ମିଳିପାରିନଥିଲା । ଶିଭମଙ୍କର ନିକଟରେ ଆଫଗାନିସ୍ତାନ ବିପକ୍ଷରେ ମ୍ଯାଚ ଦେଖିବା ପରେ ସମସ୍ତେ କହିବାରେ ଲାଗିଛନ୍ତି । ଇଣ୍ଡିଆନ ଟିମକୁ ଯୁବରାଜ ସିଂ ପୁଣି ଥରେ ଫେରିଛନ୍ତି ।

ତେବେ ଶିଭମ ଦୁବେଙ୍କର ପଦର୍ଶନ ଦେଖି ବର୍ତ୍ତମାନ ପାଣ୍ଡ୍ୟାଙ୍କ ଟେନସନ ବଢିବ ବୋଲି ସାଧାରଣରେ ଚର୍ଚା ହେବାକୁ ଲାଗିଛି । ତେବେ କ୍ରିକେଟ ଜଗତର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ       

Leave a Reply

Your email address will not be published. Required fields are marked *