ଯୋନିରେ ଇନଫେକ୍ସନ, (Vaginal Infection), ଜଳାପୋଡା, କୁଣ୍ଡାଇ ହେବା କାହିଁକି ହୋଇଥାଏ ? କିପରି ଏଥିରୁ ପାଇବେ ମୁକ୍ତି

ବନ୍ଧୁଗଣ ଶୀତ ଋତୁ ଆରମ୍ଭ ହେଲେ ହନିମୁନ ସିଜନ ଆରମ୍ଭ ହେଇଯାଏ । ସାଧାରଣତଃ ନବ ବିବାହିତା ଦମ୍ପତ୍ତି ମାନେ ହନିମୁନ କରିବା ପାଇଁ ଅନେକ ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ଯାଇଥାନ୍ତି । ହନିମୁନରେ ସେମାନେ ବହୁତ ମଜା କରନ୍ତି ହେଲେ ତାଙ୍କର ଏହି ମଜା ସେତେବେଳେ ସଜାରେ ପରିଣତ ହେଇଯାଏ ଯେତେବେଳେ କନ୍ୟାକୁ ଭଜାଇନାଲ ଇନଫେକ୍ସନ ହୋଇଯାଏ ।

ଡାକ୍ତର ଏହାକୁ ହନିମୁନ ଶିଷ୍ଟାଟିଟ କୁହନ୍ତି କାରଣ ଏହା ଅଧିକାଂଶ ହନିମୁନ ସମୟରେ ହୋଇଥାଏ । ସେକ୍ସ କରିବାର ତୁରନ୍ତ ପରେ ୟୁରିନିଟ କରିକି ଏହା ଠାରୁ ବଞ୍ଚି ହେବ । ଯଦି ଏହାକୁ ଆପଣ ଅଣ ଦେଖା କରିବେ ତା ହେଲେ ଆପଣଙ୍କ ବ୍ଳାଡର ଏବଂ କିଡ୍ନି ବି ଖରାପ ହେଇପାରେ । ଏହା ପରେ ନା ଗରମ ପାଣି ପିଇଲେ କୌଣସି ଫାଇଦା ହେବ ନା ପେଟକୁ ସେକ ଦେଲେ କୌଣସି ଫାଇଦା ହେବ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ପୁରୁଷଙ୍କ ଅପେକ୍ଷା ମହିଳା ମାନଙ୍କ ଦେହରେ ୟୂରେଥ୍ରା ଛୋଟ ହୋଇଥାଏ । ୟୂରେଥ୍ରା ହେଉଛି ଏକ ପାଇପ ଯେଉଁ ଥିରୁ ୟୁରିନ ବାହାରି ଥାଏ । ଏହି କାରଣରୁ ବ୍ୟାକ୍ଟେରିଆ ଅଧିକ ସହଜରେ ମହିଳା ମାନଙ୍କ ବ୍ଳାଡରରେ ପହଞ୍ଚି ପାରେ ।

ଯଦି ଆପଣଙ୍କ ଭଜାଇନାରେ ଇନଫେକ୍ସନ ହେଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତୁ ଆଉ ନିଜ ସମସ୍ୟା ବିଷୟରେ କୁହନ୍ତୁ । ଅନେକ ମହିଳା ଇନଫେକ୍ସନ ହେବା ଦ୍ଵାରା ଟାଲକମ ପାଉଡର ଲଗାଇ ଥାନ୍ତି । ସେମାନଙ୍କୁ ଲାଗେ ବେବି ପାଉଡର ଲଗାଇଲେ ତାକୁ ଆରମ ମିଳିବ । ହେଲେ ଏହି ପାଉଡରର ବ୍ୟବହାରରେ ମହିଳା ମାନଙ୍କୁ ଓଭରିୟାଲ କ୍ୟାନ୍ସର ହୋଇଥାଏ ।

ବନ୍ଧୁଗଣ ଆମ ମାନଙ୍କର କିଡ୍ନି ଦିନକୁ 1800 ଲିଟର ରକ୍ତକୁ ଫିଲ୍ଟର କରିଥାଏ । ଏମିତିରେ ମଣିଷ ଶରୀରରେ କେବଳ 5 ଲିଟର ରକ୍ତ ଥାଏ ତେଣୁ କିଡ୍ନି ବାରମ୍ବାର ରକ୍ତକୁ ଫିଲ୍ଟର କରିଥାଏ । କିଡ୍ନି ଖରାପ ଦ୍ରବ୍ୟକୁ ବ୍ଳାଡରରେ ପଠାଇ ଥାଏ ସବୁ ଦିନ କିଡ୍ନି 1 ରୁ 2 ଲିଟର ଯାଏଁ ୟୁରିନ ବନେଇ ଥାଏ । ତେଣୁ ଅଧିକାଂଶ ମହିଳା ଭଜାଇନା ଇନଫେକ୍ସନ ପରେ କିଡ୍ନି ଇନଫେକ୍ସନର ସମ୍ମୁଖୀନ ବି ହୋଇଥାନ୍ତି ।

ତେଣୁ ଆପଣ ମାନଙ୍କୁ ସବୁବେଳେ ଏହା ଉପରେ ଧ୍ୟାନ ଦେବା ଉଚିତ । ଯଦି ଆପଣଙ୍କର ଭଜାଇନାଲ ଇନଫେକ୍ସନ ହେଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *