ମୋ ଜୀବନର ଗୋଟେ ଇତିହାସ ହୋଇ ରହିଯିବ ଏହି ଗୀତ, ଯେତେବେଳେ ହକି ବିଶ୍ୱ କପ ଗୀତ ଗାଇବା ପାଇଁ ମୋ ପାଖକୁ ଅଫର ଆସିଥିଲା…

ବନ୍ଧୁଗଣ ଆମ ଓଡିଆ ଝିଅ ଜଣେ ହକି ବିଶ୍ଵ କପରେ ଯୋଗଦାନ କରିଛନ୍ତି । ସେ ଚଳିତ ବର୍ଷ ହକି ବିଶ୍ଵ କପରେ ଯୋଗ ଦେଇ ଗୀତ ଗାଇ ଛନ୍ତି । ବିଶ୍ଵ କପରେ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା ତେଣୁ ସେ ବିଦେଶ ଯାଇ ଗୀତ ଗାଇଛନ୍ତି । ଆଉ ଏବେ ତାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ସାକ୍ଷାତ୍କାରରେ ଯୁବତୀ ଜଣକ କହିଛନ୍ତି-‘ମୋର ଏ ଯାତ୍ରା ବହୁତ ଥିଲା ଯିବା ଆସିବା ମୁଁ ମୋ ଲାଇଫରେ କେବେ ଫ୍ଲାଇଟ ଚଢି ନଥିଲି ପ୍ରଥମ ଥର ପାଇଁ ଫ୍ଲାଇଟ ଚଢିଲି । ଆଉ ମୁଁ ତ ନିଜକୁ ବହୁତ ଭାଗ୍ଯବାନ ମନେ କରୁଛି ଯାହା ମୁଁ ମୋ ସ୍ଵପ୍ନରେ ଭାବି ନଥିଲି ତାହା ମୋ ଜୀବନରେ ଘଟୁଛି । ଏଥିପାଇଁ ମୁଁ ଆଗେ ଭଗବାନଙ୍କୁ ଧନ୍ୟବାଦ ଦେବି ।

ତା ସହିତ ଯେଉଁ ମାନେ ମୋତେ ଏ ପ୍ଲାଟଫର୍ମରେ ଆଣି ଛିଡା କରିଛନ୍ତି ଯେଉଁ ମାନେ ମୋତେ ହକି ବିଶ୍ଵ କପରେ ଗୀତ ଗାଇବାକୁ ମଉକା ଦେଇଛନ୍ତି ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣେଇବି । ମୁଁ ଯେତିକି ଶୁଣିଛି ଏହି ଅଫର ମତେ ଦିଲୀପ ତିରିକ ସାର ଦେଇଛନ୍ତି ତ ମୁଁ ସାରଙ୍କୁ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ଏ ଗୀତ ଗାଇଲେ ବହୁତ ଖୁସି ପାଏ । ମୋତେ ବହୁତ ଖୁସି ଲାଗିଲା ଫ୍ଲାଇଟରେ ଯିବା ଆସିବା ସବୁ କିଛି ।

ଆଉ ସେଇଠି ଜାଗା ବି ଏଞ୍ଜୋଏ ହେଲା ମୋତେ ବହୁତ ଖୁସି ଲାଗିଲା । ହେଲେ ସେଇଠି ମୁଁ ଘରର କଥା ବହୁତ ମନେ ପଡିଲା । କାରଣ ଘରେ ଯେମିତି ସମସ୍ତେ ମିସିକି ରୁହନ୍ତି ସେମିତି ସେଇଠି ମଧ୍ୟ ସବୁ ପରିବାର ଭଳି ମିସିକି ରହୁଛନ୍ତି । ମୁଁ ନିଜକୁ ଲକି ଫିଲ୍ମ କରୁଛି ଏଥିପାଇଁ କାରଣ ମୋତେ ଏତେ ବଡ ଏକ ସୁଯୋଗ ମିଳିଛି ।

କାରଣ ହକି ଭଳି ଏତେ ଭଲ ଖେଳର ଉଦ୍ଘାଟନ ପାଇଁ ମୋତେ ସୁଯୋଗ ମିଳିଛି ଆଉ ସେଥିପାଇଁ ମୁଁ ନିଜକୁ ବହୁତ ଲକି ଫିଲ କରୁଛି । ଗୀତଟି ବହୁତ ଭଲ ହେଇଛି ଆପଣ ମନେ ଶୁଣିଲେ ବି ଆପଣ ମାନଙ୍କୁ ବହୁତ ଭଲ ଲାଗିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *