ମ୍ଯାଚ ହାରିବା ପରେ Live ଆସି ଫ୍ୟାନ୍ସଙ୍କ ଆଗରେ କାଣ୍ଡିଳେ Virat Kohli, ଫ୍ୟାନ୍ସଙ୍କୁ କ୍ଷମା ମାଗି କହିଲେ ଏମିତି କଥା…

ଦର୍ଶକ ବନ୍ଧୁ ଟି20 ବିଶ୍ଵ କପ 2022ରେ ଟିମ ଇଣ୍ଡିଆ ବାହାରିବା ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଦର୍ଶକ ବନ୍ଧୁ ଚଳିତ ବର୍ଷ ଟି20 ବିଶ୍ଵ କପର ସୁପର 12 ମୁକବାଲାରେ ଭାରତ ମାତ୍ର ଗୋଟିଏ ମ୍ୟାଚ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା ନହଲେ ଭାରତର ପଏଣ୍ଟ ଗ୍ରୁପ Bର ଶୀର୍ଷରେ ଥିଲା । କେହି ବିଶ୍ଵାସ ବି କରି ନଥିଲେ ଭାରତ ଏହି ମୁକବାଲାରୁ ବାଦ ପଡିଯିବ । ହେଲେ ଗତ କାଲି ଟି20 ବିଶ୍ଵ କପର ଦ୍ଵିତୀୟ ସେମି ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡ ସହ ଖେଳିଥିଲା । ଉଭୟ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ ଥିଲା କାରଣ ଏହି ମ୍ୟାଚ ଟିକେଟ ଟୁ ଫାଇନାଲର ଥିଲା ।

ଟିମ ଇଣ୍ଡିଆ ଟସ ହାରିବା ହେତୁ ପ୍ରଥମେ ବ୍ୟାଟିଂ କରିଥିଲା ହେଲେ । ମୁକବଳ ଆରମ୍ଭରୁ ଟିମ ଅଧିନାୟକ ରୋହିତ ଶର୍ମା ଆଉ ଓପନର କେ.ଏଲ ରାହୁଲ ଆଉଟ ହେଇଯାଇଥିଲେ । ସମସ୍ତଙ୍କ ଆଶା ଭରସା ଥିଲା ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ହେଲେ ସୂର୍ଯ୍ୟ ସେମି ଫାଇନାଲ ଚାପ ସମ୍ଭାଳି ପାରିଲେ ନାହିଁ ତେଣୁ ସେ ମାତ୍ର 16 ରନ୍ କରି ଆଉଟ ହେଲେ ।

ବିରାଟ କୋହିଲି 50 ରନ୍ କରି ଆଉଟ ହେଲେ ଆଉ ପାଣ୍ଡିଆ ନିଜ ଦମଦାର ଖେଳ ପଦର୍ଶନ କରି ଟିମ ସ୍କୋର 168 କରିଥିଲେ । ହେଲେ ଇଂଲଣ୍ଡର ଦୁଇଟି ବ୍ୟାଟ୍ସ ମ୍ୟାନ ଏହି ମୁକବାଲା ତାଙ୍କ ନାମରେ କରିଦେଲେ । ଅତି ସହଜରେ ହେଲ୍ସ ଆଉ ବଟ୍ଳର ଏହି ମ୍ୟାଚକୁ ନିଜ ନାମରେ କରିଦେଲେ । ଟିମ ଇଣ୍ଡିଆର ଦୁର୍ବଳ ପଦର୍ଶନକୁ ଦେଖି ସମସ୍ତ ଭାରତୀୟ ସମର୍ଥକ ନିରାଶ ହୋଇଛନ୍ତି ।

ଆଉ ଏଥିପାଇଁ ଟିମ ଇଣ୍ଡିଆର ପୂର୍ବତ୍ତମ ଅଧିନାୟକ ବିରାଟ କୋହିଲି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ବିରାଟ ସମସ୍ତ ଭାରତୀୟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଆଉ ଖୁବ ଶୀଘ୍ର ସେ ମଝବୁତ ହୋଇ ଫେରିବେ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ଏହି ଭ୍ଦିୟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *