Exclusive: ସାମ୍ନାକୁ ଆସିଲା ଭୟଙ୍କର ସତ ! ଗୁମର ଖୋଲିଲା ସୌମ୍ୟଜିତ ଆଉ ଶ୍ଵେତାଙ୍କ ଶେଷ ଅଡିଓ କଲ୍ .. ଶୁଣନ୍ତୁ…

ବନ୍ଧୁଗଣ ୨୬ ବର୍ଷୀୟ ଶ୍ଵେତାଙ୍କ ଆତ୍ମହତୟଆ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଶ୍ଵେତାଙ୍କ ଅତମହତୟଆ ମାମଲାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ପଚରା ଉଚରା କରାଯିବ । ୨୬ ବର୍ଷୀୟ ଶ୍ଵେତା କଣ ପାଇଁ ଆତ୍ମହତୟଆ କରିଲେ ଆଉ ତାମହତୟଆ ପଛରେ କେଉଁ କାରଣ ଥାଇ ପାରେ ଏନେଇ ଅନୁସନ୍ଧାନ କରାଯିବ । ପରିବାର ଲୋକେ ଆତ୍ମହତୟଆ ପଛରେ ବ୍ଲଆକମେ-ଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆଉ ସନ୍ଦେହ ଘେରରୁ ତାଙ୍କ ପୁରୁଷ ବନ୍ଧୁ ଆସୁଛନ୍ତି । ଶ୍ଵେତାଙ୍କ ମୃତ ଶରୀର ପାଖରୁ ଏକ ଡାଏରୀ ଜବତ ହୋଇଥିଲା ସେହି ଡାଏରୀରେ ସୋମ୍ୟଜିତ ନାମକ ତାଙ୍କ ପୁରୁଷ ବନ୍ଧୁ ବିଷୟରେ ସେ ଉଲ୍ଲେଖ କରିଥିଲେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ସୋମ୍ୟଜିତ ଓ ଶ୍ଵେତା ଗତ କିଛି ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ ।

ଆଉ ପରିବାର ଲୋକଙ୍କ ଅଭିଯୋଗ କ୍ରମେ 2020 ମସିହାରୁ ସୋମ୍ୟ ଶ୍ଵେତାଙ୍କୁ ବ୍ଲଆକମେ-ଲ କରିବା ଆରମ୍ଭ କରିଦେଲେ । ତେବେ ବନ୍ଧୁଗଣ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ସୋମ୍ୟ ଓ ଶ୍ଵେତାଙ୍କର ଶେଷ ଅଡିଓ କଲ୍ ଟି ଏବେ ଗଣମାଧ୍ୟମ ହାତରେ ଲାଗିଛି । ଏହି ଶେଷ ଅଡିଓ କଲ୍ ରେ ଉଭୟ ସୋମ୍ୟ ଆଉ ଶ୍ଵେତା ଯେଉଁ ସବୁ କଥା ହେଉଛନ୍ତି ତାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଅଡିଓ କଲ୍ ବିଷୟରେ । ବନ୍ଧୁଗଣ ଅଡିଓ କଲ୍ ରେ ସୋମ୍ୟ ଓ ଶ୍ଵେତା କୌଣସି କାରଣକୁ ନେଇ ଝଗଡା କରୁଛନ୍ତି । ଉଭୟ ପରସ୍ପରକୁ ବହୁତ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି । ସୋମ୍ୟ କହୁଛନ୍ତି ଯଦି ମୋ ମାଆ-ବାପାଙ୍କୁ କଲ୍ କରିବୁ ତା ହେଲେ ବହୁତ ଖରାପ ହେବ ।

ଏହା ପରେ ସେ ଭାଷା କହୁଛନ୍ତି ଆଉ ଏହାର ଉତ୍ତରରେ ଶ୍ଵେତା ବି ଭାଷା କହୁଛନ୍ତି । ଶ୍ଵେତା କହୁଛନ୍ତି ତୁ ମୋ ସହ ଖରାପ ଗେମ ଖେଳୁଛୁ ମୁଁ ସବୁ ବୁଝି ପାରୁଛି । ସୋମ୍ୟ କହୁଛନ୍ତି ମୁଁ ଅଲଗା ଝିଅ ସହ ରହିବି ଆଉ ଏହା ପରେ ଶ୍ଵେତା ରାଗି ଯାଉଛନ୍ତି । ବନ୍ଧୁଗଣ ଏଭଳି ଭାବରେ ଉଭୟଙ୍କ ମଧ୍ୟରେ ବହୁତ ଯୁକ୍ତି ତରକ ହେଉଛି । ତେବେ ଏହି ଅଡିଓ କଲ୍ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *