ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ Odia film ହିରୋ ମାନେ କେତେ ଟଙ୍କା ନିଅନ୍ତି ? ଦେଖନ୍ତୁ କିଏ ନିଏଣ୍ଟି କେତେ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର କିଛି ଲୋକପ୍ରିୟ ଅଭିନେତା ଙ୍କ ସମ୍ବନ୍ଧରେ । ସେମାନେ ଗୋଟିଏ ଫିଲ୍ମ ରେ ଅଭିନୟ କରିବାକୁ କେତେ ଟଙ୍କା ନିଅନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ଜ୍ୟୋତି- ଆପଣ ମାନେ ଏହି ଅଭିନେତା ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୪ଲକ୍ଷ ଟଙ୍କା ନେଇଥାନ୍ତି ।

୨. ସ୍ୱରାଜ ବାରିକ- ଏହି ଅଭିନେତା ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଚାଇଲଡ଼ ଆର୍ଟିଷ୍ଟ୍ ଭାବରେ ଦେଖିଥିବେ । ବର୍ତ୍ତମାନ ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୮ ଲକ୍ଷ ଟଙ୍କା ନେଉଛନ୍ତି ।

୩. ସମ୍ବିତ- ଏହି ଅଭିନେତା ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୦ ଲକ୍ଷ ଟଙ୍କା ନେଉଛନ୍ତି ।


୪. ଆକାଶ- ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଆଲବମ୍ ରୁ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଏଣ୍ଟ୍ରି ମାରିଥିଲେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୦ ଲକ୍ଷ ଟଙ୍କା ନିଅନ୍ତି ।

୫. ଅମ୍ଳାନ- ଏହି ଅଭିନେତା ଅନେକ ଫିଲ୍ମ ରେ କାମ କରିଛନ୍ତି । ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୨ ଲକ୍ଷ ଟଙ୍କା ନିଅନ୍ତି ।

୬. ସବ୍ୟସାଚୀ- ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ ର ଚକଲେଟ ହିରୋ ଭାବରେ ପରିଚିତ । ସବ୍ୟସାଚୀ ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୮ ଲକ୍ଷ ଟଙ୍କା ନେଉଛନ୍ତି ।


୭. ଅରିନ୍ଦମ- ଆପଣ ମାନେ ଏହି ଅଭିନେତା ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୮ ଲକ୍ଷ ଟଙ୍କା ନେଉଛନ୍ତି ।

୮. ସିଦ୍ଧାନ୍ତ ମହାପାତ୍ର- ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୮ ଲକ୍ଷ ଟଙ୍କା ନେଉଛନ୍ତି ।


୯. ବାବୁସାନ ମହାନ୍ତି- ଏହି ଅଭିନେତା ଙ୍କୁ ଆପଣ ମାନେ ଅନେକ ବ୍ଲକବଷ୍ଟର ଫିଲ୍ମ ରେ ହିରୋ ଭୂମିକା ରେ ଦେଖିଥିବେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୩୦ ଲକ୍ଷ ଟଙ୍କା ନେଉଛନ୍ତି ।

୧୦. ଅନୁଭବ ମହାନ୍ତି- ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରତିଷ୍ଠିତ କଳାକାର ଅଟନ୍ତି । ସେ ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୩୦ ଲକ୍ଷ ଟଙ୍କା ନେଉଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *