ନମସ୍କାର ବନ୍ଧୁଗଣ ତେବେ ଭାରତ ରେ ସବୁ ବିବାହିତ ମହିଳା ଙ୍କ ମନରେ ଏହି ଇଚ୍ଛା ଥାଏ କି ସେମାନଙ୍କ ପିଲା ଗୋରା ହେଉ ବୋଲି । ସେ କଳା ହେଉ କିମ୍ବା ଗୋରା ଛୋଟା ହେଉ କିମ୍ବା କାଲା ହେଲେ ପିଲା ସେମାଙ୍କର ଗୋରା ହେଉ ବୋଲି ସେମାନେ ଆଶା ରହିଥାଏ ଏବଂ ସେମାନଙ୍କ ପିଲା ସେମାନଙ୍କ ଠାରୁ ସୁସ୍ଥ ହେଉ ବୋଲି ସେମାନେ ଚାହାଁନ୍ତି । ତେବେ ଆପଣ ମାନଙ୍କୁ କହିଦେବୁ କି ଛୁଆ ଗୋରା ହେବା, ଲମ୍ବା ହେବା, ଆଖିର ରଙ୍ଗ, କେସର ରଙ୍ଗ, ଏହି ସବୁ ଆପଣ ମାନଙ୍କର ଜିନ୍ସ ଉପରେ ନିର୍ଭର କରେ ।
ଅନ୍ୟ ପଟେ ଗୋରା ରଙ୍ଗ ପାଇବା ପାଇଁ ସବୁ ଚେଷ୍ଟା କରିଥାଉ । ଯେବେ ଆମେ ଅଧିକ ଗୋରା ହୋଇଥାଉ ତେବେ ଆମ ଚର୍ମରେ ମେଲାନିନ ନାମକ ପିଗମେଣ୍ଟବହୁତ କମ ମାତ୍ରାରେ ମିଳିଥାଏ । ଯେତେବେଳ ଆମର ରଙ୍ଗ କଳାଥାଏ ତେବେ ଆମ ଶରୀରରେ ମେଲାଲିନ ର ମାତ୍ରା ସଠିକ ପରିମାଣରେ ଥାଏ ।
ତେବେ ମେଲାଲିନ ର ମାତ୍ରା ଆମ ଶରୀର କୁ ସୂର୍ଯ୍ୟ କିରଣ ରୁ ରକ୍ଷା କରେ । ସେହିଥି ପାଇଁ ଆମ ଚର୍ମ ର ରଙ୍ଗ କଳାଥାଏ । ଏମିତି ହେଲେ ଆମକୁ ଚର୍ମ କ୍ୟନସର ହେବାର ଭୟ ବହୁତ କମ୍ ରହିଥାଏ ।ତେବେ ଯେଉଁ ମାନେ ଅଧିକ ଗୋରାରଙ୍ଗ ହୋଇଥାନ୍ତି ସେମାନଙ୍କ ଶରୀର ରେ ମେଲାନିନ୍ ର ମାତ୍ରା କମ୍ ଥାଏ । ସେମାନଙ୍କ ଉପରେ ସୂର୍ଯ୍ୟ ଙ୍କର ପ୍ରଭାବ ଅଧିକ ଥାଏ ।
ତେବେ ଟର୍ମ କ୍ୟାନସର ପ୍ରଭାବ ଅଧିକ ବଢିଯାଏ । ମେଲାନିନ ନାମକ ପିଗମେଣ୍ଟ ଆମକୁ କଳା କରିଥାଏ । ହେଲେ ସବୁ ମାଆ ମାନଙ୍କର ଇଚ୍ଛା ଥାଏ କି ସେମାନଙ୍କ ପିଲା ଗୋରା ହେଉ।ଯେତେ ବେଳେ କୈଣସି ମହିଳା ଗର୍ଭବତୀ ଥାଏ । ସେହି ସମୟ ରେ ଗୁରୁଜନ ମାନେ କୁହନ୍ତି କି ସେମାନଙ୍କୁ କେସର, ଘିଅ, କ୍ଷୀର, ଫଳ ଓ ନଡିଆ ପାଣି ଇତ୍ୟାଦିର ସେବନ କରିବା ପାଇଁ ।
କାରଣ ସେମାନଙ୍କ ମାନିବା କଥା କି ଏହା ସ୍ୱାସ୍ଥ ପାଇଁ ବହୁତ ଆବଶ୍ୟକ ଅଟେ । କିନ୍ତୁ କେତେକ ଲୋକ ମାନେ ଏହି ସବୁ ଜିନିଷ ଖାଇବା ପାଇଁ ପ୍ରେରିତ କରିବା ପାଇଁ କୁହନ୍ତି । କି ଏହି ସବୁ ଖାଦ୍ୟ ଦ୍ୱାରା ଆପଣଙ୍କ ପିଲା ଗୋରା ହୋଇଯିବ ।ତେବେ ଏହା ଶୁଣିବା ପରେ ଆପଣ ମାନେ ବି ଏହି ସବୁ ଜିନିଷ ସେବନ କରି ଦିଅନ୍ତି । ହେଲେ ବି ପିଲା ଜନ୍ମ ହେଲା ପରେ ଗୋରା ହୁଏ ନାହିଁ । କିନ୍ତୁ ଏହି ସବୁ ଜିନିଷ ସ୍ୱାସ୍ଥ ପାଇଁ ଭଲ ହୋଇଥାଏ ।
ଆପଣ ଏହି କଥା ମନେ ରଖନ୍ତୁ କି କିଛି ଖାଇବା ଦ୍ୱାରା କିମ୍ବା ପିଇବା ଦ୍ୱାରା ଆମର ଆଖିର ରଙ୍ଗ, ଆମର କେସର ରଙ୍ଗ, ଆମର ହାଇଟ ଓ ଆମର ଚର୍ମର ରଙ୍ଗରେ କିଛି ବି ପରିବର୍ତ୍ତନ ଆସିବ ନାହିଁ।ତେବେ କେଶର ଯୁକ୍ତ କ୍ଷୀର ଶରୀରକୁ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ।ଶରୀରରେ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ।ଏହା ସହ ପଇଡ଼ ପାଣି ମାନସିକ ଚାପ ରୁ ମଧ୍ୟ ଦୂରରେ ରୁହନ୍ତି ଏବଂ ଭଲ ନିଦ ହୋଇଥାଏ।
ପଇଡ଼ ପାଣି ପିଇବା ଦ୍ଵାରା ଏହା ଗର୍ଭବତୀ ମହିଳା ଙ୍କ ମର୍ନିଙ୍ଗ ସିକନେସ କୁ ମଧ୍ୟ ଦୂର କରିଥାଏ।ଏବଂ କ୍ଷୀରରେ କ୍ୟାଲସିୟମ ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। ଏହାସହିତ କ୍ଷୀର ପିଇବା ଦ୍ୱାରା ଅସ୍ଥି ମଧ୍ୟ ମଜବୁତ ହୋଇଥାଏ। ତେଣୁ ସୁସ୍ଥ ଛୁଆ ନିମନ୍ତେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ରାତିରେ ଗୋଟିଏ ଗ୍ଲାସ କ୍ଷୀର ପିଇବା ନିହାତି ଆବଶ୍ୟକ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।