ଗୀତର ତାଳେ ତାଳେ ନାଚିଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ Mamata Banerjee…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମମତା ବାନାର୍ଜୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ମମତା ହେଉଛନ୍ତି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ । ମମତା ଅଧିକାଂଶ ସମୟ କୌଣସି ନା କୌଣସି ବିବାଦ କାରଣରୁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ମମତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମମତା ଦିଦି କିଛି ଆଦିବାସୀ ଲୋକଙ୍କ ସହ ନାଚୁ ଥିବାର ନଜର ଆସୁଛନ୍ତି ।

ଭିଡିଓରେ କିଛି ଆଦିବାସୀ ମହିଳା ମାନେ ମୁଣ୍ଡ ଉପରେ ମାଠିଆ ରଖି ହାତ ଧରା ଧରି ହୋଇ ନାଚୁ ଥିବାର ନଜର ଆସୁଛନ୍ତି ଆଉ ହଠାତ ସେହି ସମୟରେ ମମତା ଦିଦି ସେମାନଙ୍କ ପାଖକୁ ଯାଇ ସେମାନଙ୍କ ହାତ ଧରି ସେମାନଙ୍କ ତାଳେ ତାଳେ ନାଚୁ ଥିବାର ନଜର ଆସୁଛନ୍ତି । ତେବେ ଏହି ଭିଡିଓଟି ହେଉଛି ସ୍ଵାଧୀନତା ଦିବସ ଦିନର । ସ୍ଵାଧୀନତା ଦିବସରେ ପାରମ୍ପାରିକ ଗୀତର ତାଳେ ତାଳେ ନାଚି ଛନ୍ତି ମମତା ଦିଦି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଚଳିତ ବର୍ଷ ଅଧିକ ଉତ୍ସାହର ସହ ସାରା ଭାରତ ବାସୀ ସ୍ଵାଧୀନତା ଦିବସ ପାଳନ କରିଛନ୍ତି ଆଉ ମମତା ମଧ୍ୟ ଏଭଳି ଭାବରେ ପାରମ୍ପରିକ ଗୀତର ତାଳେ ତାଳେ ନାଚି ସ୍ଵାଧୀନତା ଦିବସ ପାଳନ କରିଛନ୍ତି । ତେବେ ମମତା ଦିଦିଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମମତା ଦିଦିଙ୍କ ନାଚ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *