ଗରାଖ ମାନଙ୍କୁ ଉପଭୋଗ କରାଇ ୧୦ ହଜାର ଟଙ୍କା ରୋଜଗାର କରୁଥିଲା ଶୁଭଲକ୍ଷ୍ମୀ..ସେଥିପାଇଁ ବାର ଡ୍ୟାନ୍ସ ହୋଇଗଲା କାଳ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାରରେ ଡାନ୍ସ କରି ଗୋଟିଏ ରାତିକୁ ପାଉଥିଲେ ୧୦ ହଜାର ଟଙ୍କା । ଚର୍ଚିତ ବାର ଗାର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାକୁ ନେଇ ଗୋଟିଏ ପରେ ଗୋଟିଏ ସତ କଥା ସାମ୍ନାକୁ ଆସିବାରେ ଲାଗିଛି । ଯେମିତି ଶୁଭଙ୍କ ଘର ଲୋକ ଜାଣିଥିଲେ । ଯେ ତାଙ୍କ ଝିଅ ଭୁବନେଶ୍ବରରେ ରହି ପାଠ ପଢୁଛି । ହେଲେ ଘର ଲୋକଙ୍କ ଅଜାଣତରେ ଶୁଭ ଭୁବନେଶ୍ବରର ବଡ ବଡ ହୋଟେଲ ମାନଙ୍କରେ ବାର ଡାନ୍ସ କରୁଥିଲେ ।

ତେଣୁ ସେ ଭୁବନେଶ୍ବରରେ ଜଣେ ବାରଗାର୍ଲ ରୂପରେ ପରିଚିତ ଅଛନ୍ତି । ରାତିରେ ଗରାଖ ମାନଙ୍କୁ ଉପଭୋଗ କରାଇ ହଜାର ହଜାର ଟଙ୍କା ଇନକମ ମଧ୍ୟ ଶୁଭଲକ୍ଷ୍ମୀ କରୁଥିଲେ । ଆଉ ଯେତେବେଳେ ଏହି ଟଙ୍କାର ଲୋଭ ଶୁଭଙ୍କ ମନକୁ ଲାଗିଯାଇଥିଲା । ସେ ଘର ଲୋକଙ୍କ ବିନା ଅନୁମତିରେ ଏଭଳି ପାଠ ପଢା ନାଁ କହି ଭୁବନେଶ୍ବର ଆସି ବାରରେ କାମ କରୁଥିଲେ । ହେଲେ ରଙ୍ଗୀନ ଦୁନିଆକୁ ଆପଣାଇ ନେଇଥିବା ସୁନ୍ଦରୀ ଶୁଭଲକ୍ଷ୍ମୀଙ୍କ ସହିତ ହଟାତ ଏପରି କ’ ଣ ଘଟି ଯାଇଥିଲା ।

ଯେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ନିଜର ଜୀବନ ହରାଇଥିଲେ । ହେଲେ ଖବର ଅନୁଯାଇ ଶୁଭଙ୍କୁ ଆଗରୁ ବାର କାମ ଯୋଗାଉଥିବା ଲୋକଟି କାଳେ ଶୁଭଙ୍କ ସହ ଏପରି କିଛି କରିଛି ବୋଲି ସୂଚନା ମିଳିଛି । ହେଲେ ଏହି ସବୁ ବିଷୟରେ କିଛି ସ୍ପଷ୍ଠତା ମିଳିପାରିନାହିଁ । ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ତେବେ ଏହା ଶୁଭଲକ୍ଷ୍ମୀଙ୍କର ନିଜସ୍ୱ ଆତ୍ମହତ୍ୟା ନା ଶୁଭଙ୍କୁ ମାରିବା ପାଇଁ ଆଗରୁ କରଯାଇଥିଲା ପ୍ରିପ୍ଳାନ ମର୍ଡର ଯୋଜନା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?

ଯାହାକୁ ନେଇ ଭୁବନେଶ୍ବର ପୋଲିସ କଡା ତନାଘନା ଆରମ୍ଭ କରିବାରେ ଲାଗି ପଡିଛି । ତେବେ ତଦନ୍ତ ପରେ ଗୋଟିଏ ପରେ ଗୋଟିଏ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଶୁଭଲକ୍ଷ୍ମୀଙ୍କ ର ବାପା ନିଜ ଝିଅର ମୃତ୍ୟୁ ପଛରେ କାହାର ହାତ ରହିଛି । ତାହା ଜାଣିବା ପାଇଁ ଏହି ମାମଲାରେ ପୋଲିସ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି  ମଧ୍ୟ କହିଛନ୍ତି । ତେବେ ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *