ଦର୍ଶକ ବନ୍ଧୁ 90 ଦଶକର ଶିଶୁ କଳାକାର ଶ୍ଵେତା ମିଶ୍ରଙ୍କୁ ତ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଶୋଇଯା ମାମା ଗୀତରେ ସେ ବହୁତ ଫେମସ ହୋଇଥିଲେ । ସୁନା ପଞ୍ଜୁରୀ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳି ଥିଲା । ଆଉ ଏହା ସହିତ 90 ଦଶକରେ ସେ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି । ମାତ୍ର 4 ବର୍ଷ ବୟସରୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ।
ତା ହେଲେ ଛୋଟ ବେଳୁ ହିଁ ତାଙ୍କୁ ଅଭିନୟ ଆଉ ଗୀତ ଗାଇବାକୁ ବହୁତ ସଉକ ଥିଲା । ତା ହେଲେ ଛୋଟ ବେଳୁ ସେ ଅଭିନୟ ଛାଡିବା ପରେ ସେ ଗୀତ ଗାଉ ଥିବାର ନଜର ଆସିଥିଲେ । ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ସେ ଅନେକ ସାରା ଗୀତ ଗାଇ ଛନ୍ତି ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରଯୋଜକ ହୋଇ ସାରି ଛନ୍ତି । ବହୁତ ସାରା ସିନେମା ଏବଂ ସିରିଏଲରେ ସେ ପ୍ରଯୋଜକ ଭାବରେ କାମ କରି ଆସିଛନ୍ତି । ଆଉ ଏହା ସହିତ ସେ ବହୁତ ସାରା ଆଲବମ ଏବଂ ସିନେମାରେ ଗୀତ ଗାଉଥିବାର ନଜର ଆସିଛନ୍ତି । ଗତ ଦିନ ମାନଙ୍କରେ ଶ୍ଵେତା ମିଶ୍ରଙ୍କର ବାହାଘର ହୋଇ ଯାଇଛି ।
ବନ୍ଧୁଗଣ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଶ୍ଵେତା ମିଶ୍ର ଏବେ ହାଉସ ୱାଇଫ ହୋଇ ଯାଇ ଛନ୍ତି । ସେ ବର୍ତ୍ତମାନ ନିଜ ସ୍ଵାମୀଙ୍କ ସହ ଭୁବନେଶ୍ଵରରେ ରହୁଛନ୍ତି । 90 ଦଶକରେ ସେ ବହୁତ ସାରା ସିନେମାରେ ଅଭିନୟ କରିଥିଲେ । ଖାସ କରି ବିଜୟ ମହାନ୍ତିଙ୍କ ସହ ଶୋଇଯା ମାମା ଗୀତରେ ସେ ବହୁତ ଫେମସ ହୋଇ ଥିଲେ । ଏହି ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳି ଥିଲା ।
ବନ୍ଧୁଗଣ ପିଲା ଦିନରୁ ଶ୍ଵେତା ମିଶ୍ର ଅଭିନୟ ପ୍ରତି ରୁଚି ରଖିଥିଲେ । ହେଲେ ଅଧାରୁ ସେ ନିଜ ଅଭିନୟ କାରିୟରକୁ ବନ୍ଦ କରି ଦେଇଥିଲେ । ହେଲେ ଏହା ପରେ ତାଙ୍କୁ ଗୀତ ଗାଇବାକୁ ଇଛା ହୋଇଥିଲା ତେଣୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତିକାର ହୋଇ ଥିଲେ । ଶ୍ଵେତା ମିଶ୍ର ସାରା ଓଡିଶାରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶ୍ଵେତା ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।