ପ୍ରତ୍ଯକ୍ଷଦର୍ଶୀ ଫ୍ୟାନ୍ସଙ୍କ ଦାବି ! ‘ସେ ବାହାଘର ସତ, ସେ ଝିଅ ବି ସତ, ଅନୁଭବ ଶଳା ବିଧା ମାରି ବାହା ହେଇଛନ୍ତି, ନୂଆବର୍ଷରେ ସେ ସମସ୍ତଙ୍କୁ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଜଣେ ବରିଷ୍ଠ ଅଭିନେତା ହେବା ସହ କେନ୍ଦ୍ରପଡା ଜିଲ୍ଲାର ସାଂସଦ ଅଟନ୍ତି । ବନ୍ଧୁଗଣ ଏମିତିରେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କାଲି ଠାରୁ ଅନୁଭବ ନିଜ ଦ୍ଵିତୀୟ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ସୋସିଆଲ ମିଡିଆରେ ରାକେଶ ରୋଷନ ମହାନ୍ତି ନାମକ ଜଣେ ଯୁବକ ଅନୁଭବଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ତାଙ୍କୁ ବିବାହ ନିମନ୍ତେ ଅଭିନନ୍ଦନ ଜଣାଇ ଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଛି । କେହି କେହି ଏହାକୁ ମିଛ କହୁ ଥିବା ବେଳେ ଅନେକ ଲୋକ ଏହାକୁ ସତ ବୋଲି କହିଛନ୍ତି । ବନ୍ଧୁଗଣ ଏହାରି ମଧ୍ୟ ରାକେଶ ନିଜେ ଗଣମାଧ୍ୟମ ସାମ୍ନାରେ ଏକ ସାକ୍ଷାତ୍କାର ଦେଇଛନ୍ତି ।

ତେବେ ରାକେଶ ଏହି ସାକ୍ଷାତ୍କାରରେ କଣ ସବୁ କହିଛନ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା । ରାକେଶ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ଅନୁଭବଙ୍କ ସହ ବିବାହ ମଣ୍ଡପରେ ଦେଖା ହେଇଥିଲି ସେ ରିସେପ୍ସନ ପାଇଁ ଡାକି ଥିଲେ ମୋତେ । ମୁଁ ଦେଖା ହେଲି ୱିସ କଲି ଫଟୋ ଉଠେଇଲି ମଣ୍ଡପରେ ଭୋଜି ଖାଇଲି ଆସିଲି । ଏହା ହେଉଛି ସତ ବାହାଘର ଅନୁଭବ ସତରେ ବାହା ହେଇଛନ୍ତି ।

ବାହାଘର ସତ, ଅନୁଭବ ସତ ଆଉ ଅନୁଭବଙ୍କ ସହ ଯିଏ ବାହା ହୋଇଛନ୍ତି ସେ ବି ସତ ସମସ୍ତେ ସତ । ମୁଁ ଅନୁଭବ ମହାନ୍ତିଙ୍କର ଫ୍ୟାନ ହିସାବରେ ମୋତେ ଡାକି ଥିଲେ ବାହାଘରକୁ ମୁଁ ଫ୍ୟାନ ହିସାବରେ ଯାଇଥିଲି ୱିସ କଲି ଭୋଜି ଖାଇଲି ଆସିଲି । ଆଉ ସେଠାରେ କଣ ହେଇଛି କଣ ନାହିଁ ମୁଁ ସେଠାରେ କେମିତି ଜାଣିବି । ମୁଁ ମୋ ଆଖିରେ ଦେଖିଛି କଲ୍ୟାଣ ମଣ୍ଡପରେ ବାହାଘର ହେଇଛି ମଣ୍ଡପ ସଜା ହେଇଥିଲା ।

ଯେମିତି ବାହାଘର ହୁଏ ସେମିତି ବାହାଘର ହେଇଛି । ବର ପକ୍ଷ କନ୍ୟା ପକ୍ଷ ଲୋକ ଥିଲେ ବେଦି ସଜା ହେଇଥିଲା ଆଉ ମନ୍ତ୍ର ଉଚାରଣ ହେଉଥିଲା ହାତ ଗଣ୍ଠି ପଡିଲା । ମୁଁ ସତ ବାହାଘରକୁ ଦେଖିଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାକେଶ ନିଜର ମତ ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *