ପୁଣି ଭିଡ଼ିଓ ଛାଡିଲେ Anubhav Mohanty, ଏଥର ବର୍ଷା ନୁହେଁ ଟାର୍ଗେଟରେ ଅଛନ୍ତି ସେକ୍ସି ବିଲ୍ଲି ! ସେ କହିଲେ ଦେଖନ୍ତୁ ଏହି Video

ଓଡିଆ ଆକ୍ଟର ଅନୁଭବ ସବୁ ବେଳେ କିଛି ନା କିଛି କଥାକୁ ନେଇ ଚର୍ଚା ରେ ରୁହନ୍ତି । ଏହା ଏକ ସାଧାରଣ କଥା ସେ ଓଡିଆ ଜଗତର ଏକ ଭଲ କଳାକାର ତେବେ ତାଙ୍କ ଆଗରେ କିଛି ଲୋକମାନେ କହିବେ ଓ ତାଙ୍କ ପଛରେ କିଛି ଲୋକମାନେ କହିବେ । ତେବେ ଆମେ ଆଜି କହିବା କି ଏହା କେତେଦୂର ସତ ଅଟେ କି ଜଣଙ୍କୁ ଆମେ ପସନ୍ଦ କରିବାର ମାନେ କି ତାଙ୍କୁ ସବୁ ବେଳେ  କିଛି ନା କିଛି କହିକି ସାମନାକୁ ଆଣିବା ।

ଆଜ୍ଞା ହଁ ଆମେ ଆଜି କହିବା ପାଇଁ ଯାଉଛୁ କି ଅନୁବହବ ଯିଏ ଇ ନିଜ ଜୀବନର ଅଭିନୟ ଆରମ୍ଭ କରି ଥିଲେ । ଆଲବମ ମାଧ୍ୟମରେ ସେ ନିଜକୁ ପ୍ରମାଣିତ କରିବା ପାଇଁ ଅଭୁତ କଷ୍ଟ କରିଛନ୍ତି । ତାଙ୍କ ମତ ଅନୁସାରେ ସେ ବହୁତ କିଛି କରିଛନ୍ତି ଯାହା  ଦ୍ଵାରା ତାଙ୍କୁ ଆଜି ଏକ ସଫଳ ଅଭିନେତା ବୋଲି କୁହା ଯାଉଛି । ତେବେ ଏବେ କିଛି ଦିନ ତଳେ ତାଙ୍କର ବିବାହ କୁ ନେଇକି କିଛି ଝଡ ଉଠିଥିଲା ଯାହା ଦ୍ଵାରା ସେ ବହୁତ ଚିନ୍ତାରେ ଥିଲେ ।

ଅନୁଭବ  ବର୍ଷା ଙ୍କୁ ପ୍ରେମ ବିବାହ କରିଥିଲେ । ଏହା ମଧ୍ୟ ସତ୍ୟ ଅଟେ କି ବର୍ଷା ମଧ୍ୟ କାହା ଠାରୁ କମ ନୁହଁନ୍ତି ସେ ମଧ୍ୟ ଖୁବ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ସେ ମଧ୍ୟ ନିଜ କ୍ଯାରିୟର ର ଆରମ୍ବ କିଛି ବେଙ୍ଗୋଲି ଓ ଓଡିଆ ଚଳଚିତ୍ର ରୁ ଆରମ୍ଭ କରି ଥିଲେ । ମାତ୍ର ତାଙ୍କୁ ଅଧିକା ସଫଳତା ଅନୁଭବ ଙ୍କ ସହ ମିଳିଥିବାର ଆମେ ଦେଖିଛେ ।

ଦର୍ଶକ ମାନେ ଏହି ଦୁଇ ଯୋଡ଼ିଙ୍କ ତାରିଫ ନ କରିକି ରହି ପାରୁ ନଥିଲେ । ଉଭୟ ଏହାକୁ ନେଇ ଖୁଶି ଥିଲେ । ମାତ୍ର ଏବେ କିଛି ଦିନ ତଳେ ହୋଇଥିବା ମନ ମାଳିନ୍ୟ ପାଇଁ ଉଭୟ ପରସ୍ପର ଠାରୁ ଖୁବ ଦୂରେଇ ଯାଇ ଛନ୍ତି ଏହା ସହ ପରସ୍ପର ଙ୍କ ପାଇଁ ଅସୁବିଧା ମଧ୍ୟ ଆଣି ଦେଉଛନ୍ତି । ଏହାଙ୍କ କଥା ଆମେ ଯଦି କହିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ପ୍ରାୟ କିଛି ଦିନ ତଳେ ଏକ ଭିଡିଓ ଦେଖିବା ପାଇଁ ପାଇ ଥିଲେ ।

ଯେଉଁ ଥିରେ ଅନୁଭବ ବର୍ଷା ଙ୍କ ବିରୁଦ୍ଧରେ କିଛି କହୁଥିଲେ ମାତ୍ର ଆଉ ଏକ ଭିଡିଓ ଏବେ ଆସୁଛି ଯେଉଁ ଥିରେ ସେ ଆଉ ଏକ ମହିଳାଙ୍କ କଥା କହୁଛନ୍ତି । ଯିଏ କି ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ସେ କହୁଛନ୍ତି କି ମହିଳା ହେଇକି ସେ ଏହି ଭଳି ଅଭଦ୍ର ମୁ ଜାଣି ନଥିଲି ସେ ମିଛ କଥା କହୁଛନ୍ତି ମୋର ତାଙ୍କର ମନମାଳିନ୍ୟ କୁ ନେଇକି ସେ ଏହି ଭଳି କହୁଛନ୍ତି ।

ଯାଜପୁର ଜିଲାର କତରା ଗାଁ ରେ ହେଉ ଥିବା ପୂଜା ମା କାଲୀ ଙ୍କ ପୂଜା ରେ ଅନୁଭବ ଯାଇ ଥିଲେ । ସେହି ଜାଗାରେ ଏକ ଘଟଣା ହୋଇଥିଲା ଯାହା ପାଇଁ ସେ ଅନୁଭବ ଙ୍କୁ ଦାଇ କରୁଛନ୍ତି ମାତ୍ର ଏହା ସଂପୂର୍ଣ୍ଣ ମିଛ ଅଟେ । ଏହା ପାଇଁ ସେ ସେହି ଜାଗାରେ ଥିବା ଏକ ବ୍ୟକ୍ତି ଙ୍କୁ ଡାକି ମଧ୍ୟ ପଚାରି ଥିଲେ ଯିଏ କି ସେହି ଜାଗାରେ ଉପସ୍ଥିତ ଥିଲେ । ସେ ମଧ୍ୟ କହିଥିଲେ କି ହଁ ମହିଳା ଜଣଙ୍କ ମିଛ କହୁଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *