ଏମାନଙ୍କ ମଧ୍ୟରୁ ବଧୂ ବେଶରେ ସବୁଠାରୁ ଅଧିକ ସୁନ୍ଦର କିଏ ? 4 ନଂ ହିରୋଇନ ଲାଗନ୍ତି ପୁରା ପରୀ !

ବିବାହ ସମସ୍ତେ ଝିଅମାନଙ୍କ ପାଇଁ ଏକ ବଡ ସ୍ଵପ୍ନ ଥାଏ । ସେମାନେ ବିବାହକୁ ବିଭିନ୍ନ ପ୍ରକାରର ସ୍ଵପ୍ନ ଦେଖିଥାନ୍ତି । ଯାହାକୁ ପୁରା କରିବା ପାଇଁ ସେମାନେ ଚେଷ୍ଟା ମଧ୍ୟ କରନ୍ତି । ଯଦି ଓଲିଉଡ ଟିଭି ଦୁନିଆ ବିଷୟରେ କହିବା ତେବେ ଓଲିଉଡ ଟିଭି ଇଣ୍ଡଷ୍ଟ୍ରିର ପ୍ରାୟତଃ ହିରୋଇନ ଅସଲ ଜୀବନରେ ବିବାହ କରିସାରିଛନ୍ତି । ଲେହେଙ୍ଗା ଓ ଗହଣାରେ ଏହି ହିରୋଇନମାନେ ବାହାଘର ଦିନ ବହୁତ ସୁନ୍ଦର ଦେଖାଯାଉ ଥିଲେ । ଆଜି ଆମେ ଆପଣଙ୍କ ପାଇଁ ସେହି ଅଭିନେତ୍ରୀମାନଙ୍କ ବାହାଘର ସମୟ କିଛି ଫଟୋ ନେଇ ଆସିଛୁ ।

ସୁଶ୍ରୀ ସୁଭାସିନୀ- ସୁଶ୍ରୀ ସୁଭାସିନୀ ମଙ୍ଗଳା ଚରଣ ସିରିଏଲରେ ମଙ୍ଗଳା ଭୂମିକାରେ ନଜର ଆସନ୍ତି । ସେ ଏହି ସିରିଏଲ ମାଧ୍ୟମରେ ବର୍ତ୍ତମାନ ଲୋକପ୍ରିୟ ଅଭିନେତ୍ରୀ ହୋଇ ଯାଇଛନ୍ତି । କହିଦେଉଛୁ କି ସୁଶ୍ରୀ ଅସଲ ଜୀବନରେ ବିବାହ କରିସାରିଛନ୍ତି । ଆପଣ ତାଙ୍କର ବାହାଘର ସମୟ ଫ୍ଯଟୋ ଦେଖି ପାରିବେ । ଯେଉଁଥିରେ ସେ ନେକଲେସ ପିନ୍ଧିବା ସହ ନାଲି ରଙ୍ଗର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉ ଥିଲେ ।

ଅନନ୍ୟା ଦାସ

ଅନନ୍ୟା ଦାସ ଦିବ୍ୟ ଦ୍ରୁଷ୍ଟି ସିରିଏଲରେ ଦ୍ରୁଷ୍ଟି କ୍ୟାରେକ୍ଟରରେ ନଜର ଆସନ୍ତି । ଅନନ୍ୟା ଅସଲ ଜୀବନରେ ବିବାହ କରି ନାହାନ୍ତି । ସେ ସିରିଏଲର ଶୁଟିଙ୍ଗ ପାଇଁ ବିବାହିତା କନ୍ୟା ରୂପରେ ସାଜିଥିଲେ । ଯେଉଁଥିରେ ସେ ନାଲି ରଙ୍ଗର ଶାଢୀ ସହ ସୁନାର ଗହଣା ପିନ୍ଧିଥିଲେ । ଯେଉଁଥିରେ କି ସେ ବହୁତ ସୁନ୍ଦର ଦେଖା ଯାଉଥିଲେ ।

ସୁମନ ପଟ୍ଟନାୟକ

ତାରିଣୀ ଆଖିର ତାରା ସିରିଏଲରେ ସୁମନ ପଟ୍ଟନାୟକ ତାରିଣୀ ଭୂମିକାରେ ଅଭିନୟ କରୁଥିବାର ଆପଣ ଦେଖିଥିବେ । ଏହା ବହୁତ ପୁରୁଣା ସିରିଏଲ ଅଟେ । ସୁମନ ଅସଲ ଜୀବନରେ ବିବାହ କରିସାରିଛନ୍ତି । ସେ ତାଙ୍କର ବାହାଘର ସମୟରେ ମଥାର ଟୀକା ସହିତ ବହୁତ ଗହଣା ପିନ୍ଧି ଥିଲେ । ନାଲି ରଙ୍ଗର ଲେହେଙ୍ଗା ସହିତ ସୁମନ ବହୁତ ସୁନ୍ଦର ଦେଖା ଯାଉ ଥିଲେ ।

ମାନଶୀ ପାଲ

ତୋ ପାଇଁ ମୁଁ ମୋ ପାଇଁ ତୁ ସିରିଏଲରେ ମାନଶୀ ପାଲ ନଜର ଆସନ୍ତି । ମାନଶୀ ପାଲଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥାଏ । ଆପଣ ମାନଶୀ ପାଲଙ୍କ ବାହାଘର ସମୟର ଲୁକ ଦେଖି ପାରିବେ । ଯେଉଁଥିରେ କି ସେ ବହୁତ ଗହଣା ପିନ୍ଧି ଥିଲେ ।

ଲିପ୍ସା ମିଶ୍ର

ଆପଣ ସମସ୍ତେ ଲିପ୍ସା ମିଶ୍ରଙ୍କୁ ହେ ପ୍ରଭୁ ସିରିଏଲରେ ଦେଖିଥିବେ । ତାଙ୍କର ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଲିପ୍ସା ମିଶ୍ର ଅନ ସ୍କ୍ରିନରେ ବିବାହ କରିସାରିଛନ୍ତି । ଆପଣ ଲିପ୍ସାଙ୍କ ବିବାହ ସମୟର ଲୁକ ଦେଖି ପାରିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *