‘ଏଡିକି ଏଡିକି ପିଲା ଏଠି ପ୍ରେଗନାଣ୍ଟ ..ବଡ଼ ବଡ଼ ଲୋକ ତାଙ୍କ ପଛରେ ଅଛନ୍ତି ..କେହି କିଛି କରୁନାହାନ୍ତି…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମାଜରେ ହତୟଆ, ଅ-ପହରଣ ଏବଂ ଧମକ ଦେବା ଏକ ପ୍ରକାରର ସାଧାରଣ କଥା ହୋଇ ଗଲାଣି । ତେବେ ରାଜରାସ୍ତା ରେ କିଏ ବି ଯେଉଁଠି ପାରୁଛି ସେଠାରେ ହତୟଆ କରିବାକୁ ଡ଼ରୁ ନାହାନ୍ତି । ତେବେ ଏଥିପ୍ରତି କାହାର ଧ୍ୟାନ ମଧ୍ୟ ଯାଉ ନାହିଁ ନା ପ୍ରଶାସନ ନା ପୋଲିସ ଵାଲା ଙ୍କର । ତେବେ ସାଧାରଣ ଲୋକ ମାନେ ବର୍ତ୍ତମାନ ବାହାରକୁ ଯିବା ପାଇଁ ଭୟବିତ ହେଉଛନ୍ତି କାରଣ କେତେବେଳେ ବି ତାଙ୍କ ଉପରେ ଆକ୍ରମଣ ହୋଇ ପାରେ ।

ତେବେ ବର୍ତ୍ତମାନ ମଧ୍ୟ ଏହିଭଳି ଜଣେ ଯୁବକ କୁ ଷଡ଼ଯନ୍ତ୍ର କରି ହତୟଆ କରା ଯାଇଛି । ତେବେ ବର୍ତ୍ତମାନ ସେହି ଯୁବକ ର ଭଉଣୀ ସୋସିଆଲ ମିଡ଼ିଆ ରେ କହିଛନ୍ତି କି ତାଙ୍କ ଭାଇକୁ ଷଡ଼ଯନ୍ତ୍ର କରି ହତୟଆ କରି ଦିଆଯାଇଛି । ତେବେ ସେହି ଯୁବକ ର ନାମ ହେଉଛି ରାମା ତେବେ ଇଂଷ୍ଟାଗ୍ରାମ ରୁ ମିଳୁଥିଲା ଧ-ମକ ।

ତେବେ କେ ଲକ୍ଷ୍ମୀ, କେ ସୁ, କେ ପାପା ଏବଂ କେ ବୁଲି ଏବଂ କେ ଶିବାନୀ । ତେବେ ଏମାନେ ଖରାପ କାର୍ଯ୍ୟ ରେ ନିବୃତ ଥିଲେ । ଛୋଟ ଛୋଟ ପିଲା ପ୍ରେଗନେଣ୍ଟ ହୋଇ ବୁଲୁଛନ୍ତି । ତେବେ ସେହି ମାନେ ମିଶି କି ମୋ ଭାଇ କୁ ମା-ରି ଦେଇଛନ୍ତି । ତେବେ ସେହି ଯୁବକ ର ସ୍ତ୍ରୀ ଙ୍କ କହିବା କଥା କି ତାଙ୍କ ସ୍ୱାମୀ ଆଗରୁ କ୍ରାଇମ ସବୁ କରୁଥିଲେ କିନ୍ତୁ ଯେବେଠୁ ସେ ବିବାହ କରିଛନ୍ତି ସେବେଠୁ ସେ ସବୁ କ୍ରାଇମ ଛାଡି ଦେଇଥିଲେ ଏବଂ ଭଲ କାମ କରୁଥିଲେ ।

ତାଙ୍କର ଗୋଟିଏ ଦୋକାନ ମଧ୍ୟ ରହିଛି ଯେଉଁ ଥିରେ ସେମାନେ ସବୁ ଚଳୁଥିଲେ । ତେବେ କୌଣସି କାରଣ ଯୋଗୁଁ ରାମା ଏବଂ ସେହି ଝିଅ ମାନଙ୍କ ସହ ଝଗଡା ହୋଇଥିଲା ଏବଂ ସେହି ସବୁ ଘଟଣା ସୋସିଆଲ ମିଡ଼ିଆ ରେ ନିୟୁଜ ରେ ମଧ୍ୟ ଦେଖା ଦେଇଥିଲା ।

ତେବେ ମୋ ଫୋନ କୁ କଲ କରି ମୋତେ ଧମକ ଦେଉଥିଲେ ତୋ ସ୍ଵାମୀ କୁ ଆମେ ମାରିଦେବୁ ତୋ ପିଲା ଅନାଥ ହୋଇଯିବେ । ତେବେ କାଲି ହିଁ ସେମାନେ ସବୁ ଷଡ଼ଯନ୍ତ୍ର କରି ମୋ ସ୍ୱାମୀ ଙ୍କୁ ମାରି ଦେଇଛନ୍ତି । ତେବେ ପୋଲିସ ଏବଂ ପ୍ରଶାସନ ଙ୍କୁ ନିବେଦନ କରୁଛନ୍ତି କି ତାଙ୍କୁ ନ୍ୟାୟ ମିଳୁ ଏବଂ ଦୋଷୀ କୁ ଦଣ୍ଡ ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *