Big Breaking: ଦ୍ଵିତୀୟ ବିବାହ କଲେ Anubhav ? ସୋସିଆଲ ମିଡିଆରେ ଛୁଟୁଛି ଶୁଭେଶ୍ଚା ର ସୁଅ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅନୁଭବ କୁଆଡେ ବିବାହ କରି ସାରିଛନ୍ତି । ଏହିଭଳି କିଛି ଚର୍ଚ୍ଚା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି କୁଆଡେ ବର୍ତ୍ତମାନ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ଯେତେବେଳେ ସାଂସଦ ଅନୁଭବ ମହାନ୍ତି ଙ୍କ ପାରିବାରିକ ବିବାଦ ବିଚାରଧୀନ ରହିଅଛି ଠିକ ସେତିକି ବେଳେ ଅନୁଭବ ମହାନ୍ତି ହାତକୁ ଦୁଇହାତ ହୋଇଛନ୍ତି ।

ଏହାର ଫଟୋ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ସମ୍ପର୍କରେ ଅନୁଭବ ମହାନ୍ତି ଙ୍କ ସହିତ ଯୋଗାଯୋଗ ମଧ୍ୟ ହୋଇପାରିନାହିଁ । ଏହି ଦୃଶ୍ୟରେ ସ୍ଵାମୀ ସ୍ତ୍ରୀ ଭାବରେ ଛିଡା ହୋଇଛନ୍ତି ଅନୁଭବ ମହାନ୍ତି ଏବଂ ତାଙ୍କର ଧର୍ମପତ୍ନୀ । ଅପର ପାର୍ଶ୍ଵରେ ତାଙ୍କର କିଛି ପ୍ରଶଂସକ ମଧ୍ୟ ଫଟୋ ଉଠାଉଛନ୍ତି । ଏହା ସହିତ ଏହି ଫଟୋରେ ଅନ୍ୟ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ତାହା ହେଉଛି ଯେ ଭୋଜି ସରିବା ପରେ ଅନୁଭବ ମହାନ୍ତି ବନ୍ଧୁ ବାନ୍ଧବ ଙ୍କୁ ବିଦାୟ ଦେଉଛନ୍ତି । ଏହା ସହିତ ସ୍ଟେଜ ଉପରେ ନାଲି ଚନ୍ଦନ ମାରି ଛିଡା ହୋଇଛନ୍ତି ଅନୁଭବ ମହାନ୍ତି । ଏହି ଫଟୋକୁ ଦେଖି ସାରିବା ପରେ ଚର୍ଚ୍ଚା ଏମିତି ହେଉଛି ଯେ ଅନୁଭବ ମହାନ୍ତି କୁଆଡେ ଦ୍ଵିତୀୟ ବିବାହ କରିସାରିଛନ୍ତି । ମାତ୍ର ଏହା ସିନେମାର ଦୃଶ୍ୟ ଅଥବା ବାସ୍ତବତା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଚର୍ଚ୍ଚା ହେଉଛି ଯେ ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲା ଙ୍କୁ ହିଁ ଅନୁଭବ ଦ୍ଵିତୀୟ ବିବାହ କରିଛନ୍ତି । ସେହି ଫଟୋରେ ଯିଏ ଅଛନ୍ତି ସେ ଜାଗୃତି ଙ୍କ ଭଳି ଦେଖାଯାଉଛନ୍ତି ବୋଲି ଫ୍ୟାନ୍ସ ମାନେ କମେଣ୍ଟ କରିଛନ୍ତି । ଅନୁଭବ ଙ୍କ ବିବାହ ଖବର ବାସ୍ତବତା ନା ସତରେ ମିଛ ? ଏହା ଉପରେ ବର୍ତ୍ତମାନ ରହିଛି ସମସ୍ତଙ୍କ ନଜର ।

ବର୍ତମାନ ଅନୁଭବ ଏବଂ ବର୍ଷା ଙ୍କ ଛାଡପତ୍ର ମାମଲା ବିଚାରଧୀନ ଅବସ୍ଥାରେ ଥିବା ବେଳେ ତାହା ବର୍ତମାନ କେଉଁଆଡୁ ମଧ୍ୟ ଛିଡି ପାରୁନାହିଁ । ତେବେ ଛାଡପତ୍ର ନ ନେଇ ଅନୁଭବ ମହାନ୍ତି ବିବାହ କରି ପାରିବେ ନାହିଁ । ଏହି ଖବର ଟି ଗୁଜବ ନା ବାସ୍ତବିକ ତାହା କହିବା ଅସମ୍ଭବ । ଏହାର ଉତ୍ତର କେବଳ ଅନୁଭବ ହିଁ ଦେଇ ପାରିବେ ପ୍ରକୃତ ଘଟଣା କ’ଣ ?

ଅନୁଭବ ମହାନ୍ତି ଏବଂ ବର୍ଷା ଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି ପ୍ରଶଂସକ କିନ୍ତୁ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇ ସାରିଲେଣି । ଆଗକୁ ଏହି ଘଟଣା କେଉଁଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *