ବହୁତ ହିଁ କମ ବୟସରେ ଦୁନିଆ ଛାଡି ଚାଲିଗଲେ ଏହି 4 ଜଣ ସୁନ୍ଦରୀ Actress, 2 ନମ୍ବର Actress ଙ୍କ ବୟସ ଥିଲା ମାତ୍ର 19 ବର୍ଷ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ। ବଲିଉଡ ଅଭିନେତ୍ରୀ ମାନେ ଏହି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସଫଳତା ପାଇବା ପରେ ଏମାନେ ବହୁତ ଖୁସିରେ ନିଜର ଜୀବନକୁ ଅତବାହିତ କରିଥାନ୍ତି । ଏମାନେ ନିଜ ଜୀବନରେ ଥିବା ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି ।

ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ଦୁନିଆକୁ ଅଲବିଦା କହି ଦେଇଛନ୍ତି । ଏହି ଅଭିନେତ୍ରୀ ମାନେ ନିଜର ସଂପୂର୍ଣ୍ଣ ଜୀବନକୁ ଅତିବାହିତ କରିପାରି ନାହାନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ତେଣୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଶ୍ରୀଦେବୀ। ତେବେ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର କୁହାଯାଏ ତାଙ୍କୁ। ତେବେ ଶ୍ରୀଦେବୀ ନିଜର ସୁନ୍ଦର ଅଭିନୟ, ଏକ୍ସପ୍ରେସନ,ଡାନ୍ସ ଦ୍ୱାରା ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇଥିଲେ। ତେବେ ୨୦୧୮ ରେ ଦୁବାଇ ର ଏକ ଫ୍ୟାମିଲି ପୋଗ୍ରାମ ରେ ଯାଇଥିଲେ ଏବଂ ସେଇଠାରେ ୫୪ ବର୍ଷ ବୟସରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଦିବ୍ୟା ଭାରତୀ। ତେବେ ବଲିଉଡ଼ର ଜଣେ ସୁନ୍ଦର ଅଭିନେତ୍ରୀ ଦିବ୍ୟା ଭାରତୀ ମାତ୍ର ୧୯ ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲିଗଲେ। ତାଙ୍କର ମୃତ୍ୟୁ ଛାତରୁ ଗଳିବା ଦ୍ଵାରା ହୋଇଥିଲା। କୁହା ଯାଇଛି କି ଦିବ୍ୟା ଅଧିକ ନିଶା କରିବା ଫଳରେ ନିଜକୁ ସମ୍ଭାଳି ନପାରି ଛାତରୁ ଗଳି ପଡିଥିଲେ କିନ୍ତୁ ତାଙ୍କ ମୃତ୍ୟୁ ଆଜିବି ରହସ୍ୟ ଘେରରେ ଅଛି।


୩- ତୃତୀୟ ରେ ହେଉଛନ୍ତି ମଧୁଵାଲା। ତେବେ ବଲିଉଡ଼ରେ ମଧୁବାଲା ଶିଶୁ କଳାକାର ହିସାବରେ ୧୯୪୨ରେ ଫିଲ୍ମ ବସନ୍ତରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଯାହା ପରେ ସେ ଗୁଗଲେ ଆଜମ ଓ କମଲ ଭଳି ଫିଲ୍ମରେ ଭଲ ଅଭିନୟ କରିଥିଲେ। ଲୋକ ତାଙ୍କୁ ବହୁତ ପସନ୍ଦ କରୁଥିଲେ କିନ୍ତୁ ଦୁଃଖର ବିଷୟ ଯେ ସେ ମାତ୍ର ୩୬ ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲି ଯାଇଥିଲେ।ମଧୁବାଲା ଙ୍କ ଛାତିରେ କଣା ଥିଲା।


୪- ଚତୁର୍ଥ ରେ ହେଉଛନ୍ତି ମିନା କୁମାରୀ। ତେବେ ବଲିଉଡ଼ରେ ଟ୍ରେଜଡ଼ି କୁଇନ ନାମରେ ପରିଚିତ ଅଭିନେତ୍ରୀ ବହୁତ କମ ବୟସରେ ୩୯ ବର୍ଷରେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି।ମିନା କୁମାରୀ ବହୁତ ନିଶା ସେବନ କରୁଥିଲେ ଯେଉଁଥି ପାଇଁ ତାଙ୍କ ଲିଭରରେ କ୍ୟାନ୍ସର ହୋଇ ଯାଇଥିଲା। କହିରଖିବୁକି ସେ ପାକିଯା ଭଳି ବ୍ଲକବ୍ଲାଷ୍ଟର ଫିଲ୍ମରେ କାମ କରିଛନ୍ତି।


୫- ପଞ୍ଚମ ରେ ହେଉଛନ୍ତି ସ୍ମିତା ପଟେଲ। ତେବେ ବଲିଉଡ଼ର ୮୦ ଦଶକର ସ୍ମିତା ପଟେଲ ମାତ୍ର ୩୧ ବର୍ଷ ବୟସରେ ବର୍ଷ ୧୯୮୬ରେ ଏହି ଦୁନିଆରୁ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ତାଙ୍କ ଡେଲିଭରିରେ କିଛି ସମସ୍ୟା କାରଣରୁ ହୋଇଥିଲା। ସ୍ମିତା ନାମକ ହଲାଲ ଓ ଅର୍ଥ ଭଳି ଫିଲ୍ମରେ ସୁନ୍ଦର ଅଭିନୟ କରିଥିଲେ।


୬- ଷଷ୍ଠ ରେ ହେଉଛନ୍ତି ଜିୟା ଖାନ। ବଲିଉଡ଼ର ଅଭିନେତ୍ରୀ ଜିୟା ଖାନ ଯିଏକି ଫିଲ୍ମ ଗଜନୀ, ଓ ନିଶବ୍ଦରେ ସୁନ୍ଦର ଅଭିନୟ କରିଥିଲେ। ସେ ମାତ୍ର ୨୫ ବର୍ଷରେ ୨୦୧୩ରେ ମୃତ୍ୟୁ ବରଣ କରିଥିଲେ। ଜିୟାଙ୍କ ଘରୁ କିଛି ତଥ୍ୟ ମିଳିଥିଲା ଯେଉଁଥିରେ ତାଙ୍କ ବୟଫ୍ରେଣ୍ଡ ଆଦିତ୍ୟ ପଂଚାଲି ତାଙ୍କୁ ଧୋକା ଦେଇଥିବା ଜଣାପଡିଥିଲା। ଏହା ସହିତ ନୋଟିସରେ ଗର୍ଭକୁ ନେଇ ମଧ୍ୟ ସେ ଲେଖିଥିଲେ।


୭- ସପ୍ତମ ରେ ହେଉଛନ୍ତି ପରବିନ ବାବି। ତେବେ ୭୦,୮୦ ଦଶକ ରେ ନିଜ ର ଅଭିନୟ ଓ ସୁନ୍ଦରତା କୁ ନେଇ ପରିଚିତ ଥିଲେ ପରବିନ ବାବି ୧୫ ବର୍ଷ ର କ୍ୟାରିୟର ରେ ପରବିନ ବାବି ପ୍ରାୟ ୫୦ ରୁ ଅଧିକ ଫିଲ୍ମ ରେ କାମ କରିଥିଲେ। ୧୨ ଗୋଟି ଫିଲ୍ମ ରେ ପରବିନ ବାବି ଙ୍କୁ ଅମିତାଭ ଙ୍କ ସହ ଅଭିନୟ କରିବା କୁ ସୁଯୋଗ ମିଳିଥିଲା। ମୃତ୍ୟୁ ସମୟ ରେ ପରବିନ ବାବି ବୟସ ୫୬ ବର୍ଷ ଥିଲା। ୨୦ ଜାନୁୟାରୀ ୨୦୦୫ ରେ ସେ ଘରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଡାକ୍ତର ଙ୍କ ଅନୁସାରେ ସେ ଅନେକ ଦିନ ହେବ ଭୋକ ରେ ଥିଲେ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *