ବନ୍ଧୁଗଣ ଦୀପିକା ଆଉ ଦିନେଶଙ୍କ ମାମଲାରେ ଏବେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ।
ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ । ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଆଜିକୁ 30 ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ । ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ ।
ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ରଖିବା ସମୟରେ ଦିନେଶ ଦୀପିକାଙ୍କ ଘରକୁ ଆସି ତାଙ୍କୁ ବିବାହ କରିବେ ବୋଲି ତାଙ୍କ ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀପିକାଙ୍କୁ ଗର୍ଭବତୀ କରିବା ପରେ ସେ ଦୀପିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ତାଙ୍କ ବାପା ମାଆ ଏହି ବିବାହ ପାଇଁ ରାଜି ନାହାନ୍ତି । ବନ୍ଧୁଗଣ ଏହା ପରେ ଦିନେଶଙ୍କ ବିରୋଧରେ ଦୀପିକା ରେପ କେସ ଦେଇଥିଲେ ଆଉ ଦିନେଶ ମଧ୍ୟ ଜେଲ ଯାଇଥିଲେ ।
ଜେଲରୁ ଫେରିବା ପରେ ଦିନେଶ ଦୀପିକାଙ୍କ ସହ କୌଣସି ସମ୍ପର୍କ ରଖିବା ପାଇଁ ଚାହିଁଲେ ନାହିଁ । ଏହା ପରେ ଦୀପିକା ଆଉ ଦିନେଶଙ୍କ ମାମଲାଟି କୋର୍ଟରେ ଚାଲିଛି । ତେବେ ଗତ କାଲି ଦୀପିକା ଦିନେଶଙ୍କ ଘର ଦାଣ୍ଡରେ ଗଣେଶ ପୂଜା କରିଛନ୍ତି । ଭଗବାନଙ୍କୁ ପୂଜା ଅର୍ଚ୍ଚନା କରି ସେ ନ୍ୟାୟ ମାଗିଛନ୍ତି । ଆଉ ଏହାରି ମଧ୍ୟରେ ଗତ କାଲିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବନ୍ଧୁଗଣ ଗତ କାଲି ଗଣେଶ ପୂଜା କରିବା ପରେ ଦୀପିକା ଲଡୁ ନେଇ ନିଜ ଶାଶୁ ଘର ଦାଣ୍ଡରେ ଛିଡା ହୋଇଥିଲେ । ସେ ଗେଟ ବାଡେଇ କହୁଛନ୍ତି କହିଥିଲ ଲଡୁ ଆଣିଛି ଆସ । ଅନେକ ଥର କବାଟ ବାଡେଇଲା ସତ୍ବେ ବି ତାଙ୍କ ଶାଶୁ ଘର ଲୋକ କବାଟ ଖୋଲି ନଥିଲେ ଏହା ପରେ ଦୀପିକା ଟିକେ ହସି ଦେଇ ଫେରି ଆସିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।