ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଦିୟା ମିର୍ଜା । ବନ୍ଧୁଗଣ ଦିୟା ବିବାହ କରିବା ପରେ ନିଜ ଫିଲ୍ମ କାରିୟର ଠାରୁ ଦୂରେଇ ଯାଇଛନ୍ତି ଆଉ ଏବେ ସେ ନିଜ ପରିବାର ଉପରେ ଧ୍ୟାନ ଦେଉଛନ୍ତି । ଏବେ ଦିୟା 40 ବର୍ଷ ବୟସର ହୋଇସାରିଛନ୍ତି । ବନ୍ଧୁଗଣ ଦିୟା ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି । ପ୍ରଥମ ବିବାହ ସାହିଲ ସଂଘାଙ୍କ ସହ କରିଥିଲେ ।
ସାହିଲଙ୍କ ସହ ବିବାହ କରିବା ପୂର୍ବରୁ ଅନେକ ସମୟ ପର୍ଯ୍ୟନ୍ତ ଉଭୟ ଲିଭ୍-ଇନ ରିଲେସନରେ ରହିଥିଲେ ଆଉ ଲିଭ-ଇନରେ ରହିବା ସମୟରେ ତାଙ୍କୁ ସାହିଲ ଗର୍ଭବତୀ କରିଥିଲେ । ଏହି କାରଣ ପାଇଁ ଆର୍ଯ୍ୟ ସମାଜରେ ସାହିଲ ଆଉ ମିର୍ଜାଙ୍କର ବିବାହ ହୋଇଥିଲା । ହେଲେ 2019ରେ ଉଭୟଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ଏହା ପରେ ତାଙ୍କ ଜୀବନକୁ ବୈଭବ ରେଖି ଆସିଥିଲେ ।
ବୈଭବ ମୁମ୍ବାଇରେ ରହୁଥିଲେ ଆଉ ସେ ଏକ ବଡ ବିଜନେସ ମ୍ୟାନ ଥିଲେ । ବୈଭବ ଓ ଦିୟା ବିବାହ କରି ଏବେ ବହୁତ ଖୁସିରେ ରହୁଛନ୍ତି । ବନ୍ଧୁଗଣ ଦିୟାଙ୍କ ସାବତ ଝିଅର ନାମ ହେଉଛି ସମୟରା । ଦିୟା ଏକ ଇଣ୍ଟର୍ବ୍ୟୁରେ ତାଙ୍କ ସାବତ ଝିଅ ବିଷୟରେ କିଛି ବଡ ଖୁଲାସା କରିଥିଲେ । ସେ କହିଥିଲେ, ସେ ଆଉ ସମୟରା ବହୁତ ଭଲ ବନ୍ଧୁ ଅଟନ୍ତି ।
ସମୟରା କୌଣସି ଜିନିଷ ପାଇଁ ଜିଦି କରନ୍ତି ନାହିଁ ।ସେ ନିଜ ଛୁଆଙ୍କୁ ପରି ମାନଙ୍କ କାହାଣୀ ଶୁଣିବା ପାଇଁ ଦେଇ ନାହାନ୍ତି କାରଣ ସେଥିରେ ଦୁଷ୍ଟ ସାବତ ମା ଆଉ ଦୁଷ୍ଟ ସାବତ ବାପା ବିଷୟରେ ଉଲ୍ଲେଖ ରହିଛି । ସେ ଚାହିଁ ନଥାନ୍ତି ଯେ ତାଙ୍କ ଛୁଆଙ୍କ ଉପରେ ବାପା ମାଙ୍କୁ ନେଇ କୌଣସି ଖରାପ ପ୍ରଭାବ ପଡୁ । ତାଙ୍କୁ ମଧ୍ୟ ପିଲା ଦିନରେ ଏମିତି କାହାଣୀ ସବୁ ପଢିବା ପାଇଁ ଦିଆ ହେଇ ନଥିଲା ।
ଏହି କାରଣ ପାଇଁ ତାଙ୍କ ଝିଅ ସମୟରା ଆଜି ପର୍ଯ୍ୟନ୍ତ ନିଜ ଫୋନରେ ‘ଦୁଷ୍ଟ ସାବତ ମା’ ନାଁରେ ତାଙ୍କ ନମ୍ବର ସେଭ କରି ନାହାନ୍ତି । ବନ୍ଧୁଗଣ ଏଭଳି ଭାବରେ ଦିୟା ନିଜ ଝିଅ ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।