ଝିଅ ଝିଅ କହି ମୋ ଝିଅର ସବୁ ସାରିଦେଲା ଧରମ ବାପା ! ଥରେ ଶୁଣନ୍ତୁ ଏହି ମହିଳା ଜଣକ କଣ କହୁଛନ୍ତି ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇଦେବ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ମା’ ମିଡିଆ ସମ୍ମୁଖରେ କହିଛନ୍ତି ଯେ, ମୋ ଝିଅ ଯେତେବେଳେ ଦେଢବର୍ଷ ର ଥିଲା ସେତେବେଳୁ ମୁଁ ମୋ ଝିଅ କୁ କଟକ ରେ ଛାଡି ଆସିଛି । ଧରମ ବାପା କହିଲା ଯେ ମୁଁ କନ୍ୟାଦାନ କରିବି । ମୋର ଦୁଇଟି ପୁଅ, ମୁଁ କନ୍ୟାଦାନ କରିବି । ନେବା ଦୃଷ୍ଟିରୁ ବନ୍ଧୁବାନ୍ଧବ ସମ୍ପର୍କ ଲାଗିଲା । ଏହାପରେ ସେ କ୍ରମଶଃ ମୋ ଝିଅ ପ୍ରତି ଖରାପ ନଜର ରଖିଲା । ମୋ ଝିଅ ସହିତ ଖରାପ କାମ କରିଲା ଆଉ ଝିଅ କୁ ଧମକି ଦେଲା ଯେ ଯଦି ତୁ ତୋ ବାପା ମା’ ଙ୍କୁ ଜଣାଇବୁ ତେବେ ତତେ ବିଷ ଦେଇ ମାରିଦେବି ନହେଲେ ହାଆଣଇଦେବି ।

ମୋ ଝିଅ ଡରରେ କିଛି କହିଲା ନାହିଁ । ଏହାପରେ 8 ମାସ ପରେ ମୁଁ ଗଲା ବେଳକୁ ଦେଖିଲି ଯେ ମୋ ଝିଅର ଏହି ଅବସ୍ଥା । ମୁଁ ପଚାରିଲି ଯେ କ’ଣ ହେଇଛି ଏହି ଘଟଣା ? ସେ କହିଲା ଯେ ତାର ପିଲାଘରେ ପଣି ଜମିଛି । ଏହାପରେ ମୁଁ କହିଲି କେଉଁ ମେଡିକାଲ ରେ ତମେ ଦେଖେଇଛ ସେହି ମେଡିକାଲ ର କାଗଜ ଦେଖାଅ ।

ଏହାପରେ ସେ କହିଲା ରିପୋର୍ଟ ବାହାରି ନାହିଁ । ମୁଁ କହିଲି ରିପୋର୍ଟ ଯଦି ନ ବାହାରିଛି ତେବେ କେଉଁ ଦିନ ବାହାରିବ ? ସେ କହିଲା ଯେ ସୋମବାର ଦିନ ବାହାରିବ । ଏହାପରେ ସୋମବାର ଦିନ ମୁଁ ଧରମ ବାପା କୁ ନେଇ ମେଡିକାଲ ଗଲି, ଏହାପରେ ମତେ ମେଡିକାଲ ନେଇ ସେଠାରେ ଟଙ୍କା ଫୋପାଡି ଦେଇ ମତେ ଛାଡିଦେଇ ଚାଲି ଆସିଲା । ବର୍ତ୍ତମାନ ମୋ ଝିଅ ର ପୁଅଟିଏ ହେଇଛି ଏବଂ ତାକୁ ୧୬ ବୟସ ଚାଲିଛି ।

ମା’ ଜଣଙ୍କ କୁହନ୍ତି ଯେ ମୁଁ ଥାନା ରେ ଅଭିଯୋଗ କରିଥିଲି ସେମାନେ କହିଲେ ଯେ ଯେଉଁଠାରେ ଏହି ଘଟଣା ଘଟିଛି ସେହି ସ୍ଥାନରେ ଏହି କେସ ନେଇ ଦେବ । ତେବେ ବନ୍ଧୁଗଣ ଏଭଳି ଅନ୍ୟ ଉପରେ ଭରୋଷା କରି ନିଜ ଝିଅ କୁ ଦେବା କ’ଣ ଉଚିତ ଥିଲା ? ଆଜିଭଳି ଦିନରେ ଏହିଭଳି ଘଟଣା ଅନେକ ସ୍ଥାନରେ ଦେଖହିବାକୁ ମିଳୁଛି । ଯାହା ଫଳରେ ନିରୀହ ନାବାଳିକା ମାନଙ୍କର ଜୀବନ ନଷ୍ଟ ହେବାରେ ବସିଛି ।

ତେବେ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *