‘ଦେଶ କେବେ ସ୍ୱାଧୀନ ହୋଇଥିଲା ମୁଁ ଜାଣିନି…’ ବାଃ ବାଃ ରେ… ଇଏ ହେଉଛନ୍ତି ଆମ ସ୍ଵାଧୀନ ଦେଶର ନାଗରିକ… ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହ ଲୋକ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ ଅଗଷ୍ଟ 15 ତାରିଖ ଦିନ ଆମ ଭାରତରେ ସମସ୍ତ ଲୋକ 75 ତମ ସ୍ଵାଧୀନତା ଦିବସ ବେସ ଧୁମଧାମ ରେ ପାଳନ କରିଥିଲେ । ତେବେ ବନ୍ଧୁଗଣ ଏହି ସ୍ଵାଧୀନତା ଦିବସ ଉପଲକ୍ଷେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଗଣମାଧ୍ୟମ କିଛି ଯୁବକ-ଯୁବତ ମାନଙ୍କୁ  ସ୍ଵାଧୀନତା ଦିବସ ବିଷୟରେ କିଛି ପ୍ରଶ୍ନ ପଚାରୁଛନ୍ତି ।

ଆମ ଦେଶ ସ୍ଵାଧୀନତା କେବେ ହୋଇଥିଲା ଆମ ଦେଶର ରାଷ୍ଟ୍ରପତି କିଏ ଆଦି ଏହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ସେମାନେ ପଚାରିଥିଲେ ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଆମ ରାଜ୍ୟରେ ଏମିତି ଅନେକ ଯୁବକ-ଯୁବତୀ ଅଛନ୍ତି ଯେଉଁ ମାନେ ଆମ ଦେଶ ସ୍ଵାଧୀନତା କେବେ ହୋଇଥିଲା ତାହା ଜାଣି ନାହାନ୍ତି । କିଛି ଲୋକ ଇଣ୍ଡିପେଣ୍ଡେନ୍ସ ଡେର ଓଡିଆ କଣ ବି ଜାଣି ନାହାନ୍ତି ।ଅଧିକାଂଶ ଲୋକ 1947 ମସିହାରେ ଆମ ଦେଶ ସ୍ଵାଧୀନତା ହୋଇଥିଲା ବୋଲି କହିଛନ୍ତି ହେଲେ କେଉଁ ତାରିଖରେ ହୋଇଥିଲା ତାହା ସେମାନେ ଜାଣି ନାହାନ୍ତି । 

ବନ୍ଧୁଗଣ ଏ ଯୁବ ସମାଜ ଏବେ କେଉଁ ଦିଗରେ ଯାଉଛି ତାହା ଆପଣ ଏ ଭିଡିଓ ଦେଖିଲେ ଜାଣି ପାରିବେ । ଦେଶ କେବେ ସ୍ଵାଧୀନତା ହୋଇଥିଲା ତାହା ତ ପ୍ରତ୍ୟକ ଭାରତୀୟ ମାନଙ୍କୁ ଜାଣିବା ଦରକାର ହେଲେ କିଛି ଯୁବପିଢି ଏହା ବିଷୟରେ ଜାଣି ନାହାନ୍ତି । ଏହା ହେଉଛି ଏକ ଲଜ୍ଜା ଜନକ କଥା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *