ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ଦିଲ୍ଲୀ ରାଜନୀତିରେ ହଲଚଲ ।
ଆପ୍ ବିଧାୟକଙ୍କ ପତ୍ତା ମିଳୁନି ସେମାନଙ୍କ ମୋବାଇଲ ଅନରିଚେବଲ ଅଛି । ଏବେ ଚିନ୍ତାରେ ଅଛନ୍ତି କେଜ୍ରିବାଲ ସରକାର । ବିଜେପି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କଲା ଦଳ, ମୁଖ୍ୟମନ୍ତ୍ରୀ ନେଲେ ଜରୁରୀ ବୈଠକ । କୁଆଡେ ଗଲେ ଦିଲ୍ଲୀ ଆପର ବିଧାୟକ ? ଦଳର କହିବା କଥା ହେଲା 40 ବିଧାୟକଙ୍କ ସହ ଏବେ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ । ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇ ପାରୁ ନାହିଁ ।
ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସମସ୍ତ ବିଧାୟକଙ୍କ ବୈଠକ ଡକାଇଛନ୍ତି । ଦଳର ବରିଷ୍ଠ ନେତାଙ୍କ କହିବା କଥା ବିଧାୟକ ମାନଙ୍କୁ ଲୋଭନୀୟ ଅଫର ଦେଇଥିବା ବିଜେପି । ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପର୍ଷ୍ଟ ହୋଇନି । ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ବିଜେପି ଦଳ ତାଙ୍କର ଗୋଟିଏ ବିଧାୟକକୁ କିଣିବା ପାଇଁ 20 କୋଟି ଟଙ୍କା ଅଫର ଦେଉଛି ।
ଯଦି 40 ବିଧାୟକଙ୍କୁ ସେମାନେ କିଣିବେ ତା ହେଲେ 800 କୋଟି ଟଙ୍କା ବିଜେପି ଦେବ ଆଉ ସେହି ଟଙ୍କା ନିଶ୍ଚୟ କଳା ଧନ ହେଇଥିବ । ସାରା ଭାରତବାସୀ ଏହା ଜାଣିବା ନିହାତି ଦରକାର ଯେ, ସେ 800 କୋଟି ଟଙ୍କା କାହାର ଅଟେ ।ଏତେ ସଂଖ୍ୟକ ବିଧାୟକ ମିସିଙ୍ଗ ରହିଥିବା ବେଳେ ଏବେ ଆପ ସରକାର ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏମିତି ବି ସିବିଆଇ ପଞ୍ଜାରେ ରହିଥିଲେ ମନୀଷ ସିଶୋଧିଆ ତାଙ୍କୁ ଲିକର୍ଷକାମରେ ବାନ୍ଧିବାକୁ ମାମଲା ରୁଜୁ କରିଛି ସିବିଆଇ ।
ଗତ ବୁଧବାର ଦିନ ଆପର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା ।ଅରବିନ୍ଦ କେଜ୍ରିବାଲଙ୍କ ଅଦକ୍ଷତାରେ ବସିଥିବା ଏହି ବୈଠକରେ କିଛି ରାଜନୈତିକ କାର୍ଯ୍ୟକ୍ରମ ଓ ପ୍ରସାବ ମଝୁରି ପାଇଥିଲା । ହେଲେ ତା ପରଦିନ ହଠାତ ବିଧାୟକ ନିଖୋଜ ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।