Dance କରି ମଞ୍ଚ ଦୁଲୁକେଇ ଦେଲେ କମେଡିଆନ Gudu ଓ ଅଭିନେତ୍ରୀ Aishwarya, ସେମାନଙ୍କ ଅଫସ୍କ୍ରିନ ମସ୍ତି ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ ଦେଖନ୍ତୁ Video

ହାସ୍ୟ ଅଭିନେତା  ଗୁଡୁ ଓ ଆଇସୋର୍ଯା  ଏବେ ପାର୍ଟନର ହୋଇକି ନଚିବେ ଝୁମ ଓଡିଶା ଝୁମ ରେ । ଆଜି ଆମେ କହିବା କି ଚଳଚିତ୍ର ଜଗତ ଆଗରୁ ଏକ ସଂକୀର୍ଣ୍ଣ ହୋଇକି ରହୁ ଥିଲା ମାତ୍ର ଏହା ଆମ ପାଇଁ ଏକ ବଡ ଜାଗା ହୋଇ ସାରିଲାଣି । କାରଣ ଏହି ଜାଗାରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ କେବଳ ନିଜର ଚାପ ଛାଡିବା ପାଇଁ ଚେଷ୍ଟା କରୁ ନାହାନ୍ତି ଏହା ସହ ସେମାନେ ଆମ ହୃଦୟ ରେ ରାଜ କରିବା ପାଇଁ ମଧ୍ୟ ଚେଷ୍ଟା କରୁ ଛନ୍ତି ।

ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଖୁଶିରେ ରହିବା ପାଇଁ  ଆମକୁ ମାନରଞ୍ଜନ ର ଦୁନିଆକୁ ଉପଭୋଗ କରାଇବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଏହି ପ୍ରଚେଷ୍ଟା । ଏବେ ଆମେ ଯାହାକାଉ ପଞ୍ଚଫୁଟଣ ଭାବେ ଜାଣିଛୁ ସେ ଏବେ ଆମ ସହ ଅଛନ୍ତି ଓ ଆମକୁ ଏକ ଭଲ ଆଉ ସୁନ୍ଦର ଦୁନିଆ ମଧ୍ୟ ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଆଜି ଆମେ କହିବା କି ଗୁଡୁ କିଭଳି ଭାବେ ନିଜ ପାର୍ଟନର କୁ ଦେଖାଉ ଛନ୍ତି । ଗୁଡୁ ମାଇକ ଧରିକି ସ୍ଵାଗତ କରିବା ପରେ ନିଜ ପାର୍ଟନର ଙ୍କୁ ଦେଖାଇଲେ । ଏହା ପରେ କଥା କଥାରେ ଗୁଡୁ କହିଲେ କି ଆମେ ଦୁହେଁ ପାର୍ଟନର ହେବା ବୋଧେ ହୁଏ ଭଗବାନ ଙ୍କ ଇଚ୍ଛା ଥିଲା । ଏହା ସେ ଏହା ମଧ୍ୟ କହିଛନ୍ତି କି ସେ ବିବାହିତ ।

ତେଣୁ ଆପଣ ମାନେ ଅଲଗା ମାନେ ବାହାର କରିବେନି ଏହାର । ଗୁଡୁ ଏହା କହିବା ପରେ ଆଇସୋର୍ଜ୍ୟା ଥଟରେ ତାଙ୍କୁ ଡାର୍ଲିଂ ବୋଲି ସମ୍ବୋଧନ କରିଥିଲେ ଏହା ଜାଣିବା ପରେ ଗୁଡୁ କହିଲେ କି ସେ ଏହି ସୋ ରୁ ବାହାରିବ ପରେ ଲାଗୁଛି କୋର୍ଟ କୁ ଯିବେ । ଏହା ପରେ ଆଉ ଥରେ ସେ ଥଟାରେ କହିଲେ କି ଠିକ ଅଛି କଣ ଆବେ ଏ ଗୁଡୁ କହିବି । ଗୁଡୁ ଏହା ଶୁଣିକି କହିଲେ ହେ ସାଙ୍ଗ କୁ ସାଙ୍ଗ ଭଳି ବ୍ୟବହାର କରିବା କଥା ।

ଗୁଡୁ କହିଛନ୍ତି କି ଡ୍ୟାନ୍ସ ବହୁତ କଷ୍ଟ ଅଛି ମାତ୍ର  ସେ କହୁଛନ୍ତି କି ଆମ ଆଗରେ ନାଚୁ ଥିବା ଲୋକଙ୍କୁ ଦେଖିବା ବେଳେ ମୁ ଏହା ଛାଡି ଦେବା ପାଇଁ ଚେଷ୍ଟା କରୁଛି । ଐଶ୍ଵର୍ୟା କହିଛନ୍ତି କି ସେ ଗୁଡୁ ଙ୍କୁ ଭଲ ଭାବେ ଜଣାଇ ଛନ୍ତି ସେ ତାଙ୍କ ସହ 5 ଟି ଚଳଚିତ୍ର ଓ ଏକ ସିରିୟାଲ ମଧ୍ୟ କରି ଛନ୍ତି ଏହା ସହ ଏହି ରିଆଲିଟି ସୋ ତାଙ୍କ ପାଇଁ ଆଉ ଏକ ପ୍ଲାଟଫର୍ମ ଅଟେ ।

ଯାହାକୁ ସେ ଜିତିକି ପାଇଁ ଚେଷ୍ଟା କରୁଛନ୍ତି ଓ ଗୁଡୁ ମଧ୍ୟ ଭଲ ନାଚନ୍ତି । ତାଙ୍କ ସହ ମୋର ଭଲ କେମିଷ୍ଟ୍ରୀ ଅଛି ଯାହା ଦ୍ଵାରା ଉଭୟ ଲାଗୁଛି କି ଜିତି ପାରିବେ । ଜିତିବା ହାରିବା କଥା ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ପାଇଁ ଏହା ଏକ ସୁଯୋଗ ଆମକୁ ଦୁନିଆ ଆଗରେ ଦେଖାଇବା ପାଇ ପ୍ରମାଣ କରିବା ପାଇଁ ଜିତିବା ହାରିବା ବାକି ଲୋକଙ୍କ ଉପରେ ଓ ଆମ ଚେଷ୍ଟା ଉପରେ ରହିଲା ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *