ଏମାନେ ହେଲେ ଓଡିଶାର Top 7 କମେଡିଆନ ମାନଙ୍କ ରିଅଲ ଲାଇଫ ସ୍ତ୍ରୀ, ଯାହାଙ୍କୁ ଆପଣମାନେ ଆଗରୁ କେବେ ବି ଦେଖି ନଥିବେ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କମେଡିଆନ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କମେଡିଆନ ମାନେ ନିଜର ପର୍ଶନାଲ ଲାଇଫ ଏବଂ ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି କମେଡିଆନ ମାନଙ୍କର ରିଅଲ ଲାଇଫ ପତ୍ନୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅତି କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପପୁ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ କମେଡିଆନ ପପୁ ପମ ପମ । ଆପଣ ମାନେ ସମସ୍ତେ ପପୁଙ୍କୁ ଅନେକ ଟିଭି ସୋ ଆଉ ଫିଲ୍ମରେ ଜବରଦସ୍ତ କମେଡି କରୁଥିବାର ନିଶ୍ଚୟ ଦେଖିଥିବେ । ତେବେ ଦର୍ଶକ ବନ୍ଧୁ ଏ ହେଉଛନ୍ତି ପପୁଙ୍କର ସ୍ତ୍ରୀ ।

କାଳି ଚରଣ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡିଆନ କାଳି ଚରଣ । ଆପଣ ମାନେ ସମସ୍ତେ କାଳି ଚରଣଙ୍କ ଜବରଦସ୍ତ କମେଡି ଅନେକ ଫିଲ୍ମ ଆଉ ସିରିଏଲରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି କାଳି ଚରଣଙ୍କ ଧର୍ମପତ୍ନୀ ଯାହାଙ୍କୁ ଆପଣ ଏହି ଫଟୋରେ ଦେଖି ପାରୁଥିବେ ।

ଅମର- ଦର୍ଶକ ବନ୍ଧୁ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅମର । ଆପଣ ମାନେ ସମସ୍ତେ ଅମରଙ୍କ ଜବରଦସ୍ତ କମେଡି ନିଶ୍ଚୟ ଦେଖିଥିବେ । ଅମର ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଦର୍ଶକ ବନ୍ଧୁ ଏ ହେଉଛନ୍ତି ଅମରଙ୍କ ପତ୍ନୀ ଯାହାଙ୍କୁ ଆପଣ ଏହି ଫଟୋରେ ଦେଖି ପାରୁଥିବେ ।

ଜଇ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜଇ ରାମ ସାମଲ । ଆପଣ ମାନେ ସମସ୍ତେ 90 ଦଶକରେ ଜଇଙ୍କୁ କମେଡି କରୁଥିବାର ନିଶ୍ଚୟ ଦେଖିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରିର ପ୍ରଥମ କମେଡିଆନ ଭାବେ ପରିଚିତ । ତାଙ୍କ ଜବରଦସ୍ତ କମେଡିକୁ ଦେଖିବା ପାଇଁ ଓଡିଶାବାସୀ ବେସ ଅଧିକ ପସନ୍ଦ କରନ୍ତି । ତେବେ ଏ ହେଉଛନ୍ତି ଜଇଙ୍କ ଧର୍ମପତ୍ନୀ ।

ରବି କୁମାର- ଦର୍ଶକ ବନ୍ଧୁ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ରବି କୁମାର । ଆପଣ ମାନେ ଅନେକ ସୁପର ହିଟ ଫିଲ୍ମ ଏବଂ ଟିଭି ସୋରେ ରବି କୁମାରଙ୍କ ଜବରଦସ୍ତ କମେଡି ନିଶ୍ଚୟ ଦେଖିଥିବେ । ରବି ନିଜ ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଏ ହେଉଛନ୍ତି ରବିଙ୍କ ଧର୍ମପତ୍ନୀ ।

ପ୍ରଜ୍ଞାନ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଶାର ଲୋକପ୍ରିୟ କମେଡିଆନ ପ୍ରଜ୍ଞାନ ଖଟୁଆ । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ପ୍ରଜ୍ଞାନଙ୍କ ଜବରଦସ୍ତ କମେଡି ତ ନିଶ୍ଚୟ ଦେଖିଥିବେ । ପ୍ରଜ୍ଞାନ ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ପ୍ରଜ୍ଞାନଙ୍କ ସ୍ତ୍ରୀ ଯାହାଙ୍କର ନାମ ହେଉଛି ସୁନନ୍ଦା ।

ହରି- ବନ୍ଧୁଗଣ ଏହି ଲିଷ୍ଟ ର ଶେଷ ସ୍ଥାନରେ ଅଛନ୍ତି କମେଡିଆନ ହରିହର ମହାପାତ୍ର। ଆପଣ ମାନେ ହରି ଙ୍କୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଦେଖିଥିବେ। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କୁ ଆପଣ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ।

Leave a Reply

Your email address will not be published. Required fields are marked *