ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ଜଣେ ବ୍ୟକ୍ତିଙ୍କ ହତୟଆ ହୋଇଛି ଆଉ ଅଭିଯୋଗ ହୋଇଛି ବ୍ୟକ୍ତିଙ୍କ ସ୍ତ୍ରୀ ଆଉ ପ୍ରେମିକ ଉକ୍ତ ବ୍ୟକ୍ତିଙ୍କ ହତୟଆ କରିଛନ୍ତି । ତେବେ ବନ୍ଧୁଗଣ ଏହି ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏନେଇ ସ୍ତ୍ରୀଙ୍କ ପ୍ରେମିକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି- ‘ସେମାନେ କହୁଛନ୍ତି ଆମେ ଦୁଇଜଣ ଷଡଯନ୍ତ୍ର କରି ମଆରିଛୁ ହେଲେ ଆମେ କିଛି କରିନୁ ।
ସେମାନେ କହୁଛନ୍ତି ପୋଲିସ ତଦନ୍ତ କରୁ ତା ପରେ ଯାହା ହେବ । ଏ ହତୟଆ ପଛରେ ମୋର କିଛି ହାତ ନାହିଁ । ମୁଁ ସାଢେ 3 ବର୍ଷ ହେବ ତାଙ୍କ ଘରକୁ ଯିବା ଆସିବା କରୁଥିଲି । ମୁଁ ଏଠି ଆସିବାର 6 ମାସ ପରେ ତାଙ୍କ ପତ୍ନୀଙ୍କୁ ପ୍ରେମ କରୁଥିଲି ଆଉ ଏହାର ଏକ ମାସ ପରେ ତାଙ୍କ ସ୍ଵାମୀ ଏ ସବୁ କଥା ଜାଣିଲେ । ସେ ଜାଣିବା ପରେ ମୋତେ ପ୍ରତିବାଦ କରିଲେନି ସେ କହିଲେ ତମେ ଆସିପାରିବ ମୋ ଘରକୁ ।
ବାରମ୍ବାର ଆସିଲା ପରେ ଗାଁରେ ଟିକେ ପାଟିତୁଣ୍ଡ ହେଇଗଲା । ଛୁଆ ଶୋଇଗଲା ପରେ ମୁଁ ତା ପାଖକୁ ଯାଏ । ହେଲେ ମୋର ଏ ହତୟଆ କାଣ୍ଡରେ କିଛି ବି ହାତ ନାହିଁ’ । ତେବେ ବନ୍ଧୁଗଣ ଏନେଇ ବ୍ୟକ୍ତିଙ୍କ ପତ୍ନୀ କହିଛନ୍ତି- ‘ମୋର ସ୍ଵାମୀ ମରିଗଲେ ଏ ବାବଦରେ ମୁଁ ଅଭିଯୋଗ କରିଥିଲି ଥାନାରେ । ଆମ ଭିତରେ ଝଗଡା ହୋଇଥିଲା ସେ କୁଆଡେ ଚାଲି ଯାଇଥିଲେ ତେଣୁ ମୁଁ ନିଖୋଜ ହେବାର ଅଭିଯୋଗ କରିଥିଲି ।
ଏ ଲୋକକୁ ମୁଁ ଚିହ୍ନିଛି ତାଙ୍କୁ ଭଲ ପାଉଛି । ମୋତେ ମୋ ଘର ଲୋକ ରଖିବେ ନାହିଁ । ପିଲା ଛୁଆ ମୋତେ ଘୃଣା କରୁଛନ୍ତି । ପର ପୁରୁଷ ସହ ଖରାପ ସମ୍ପର୍କ ରଖିଲି ତେଣୁ ମୋତେ ସମସ୍ତେ ଘୃଣା କରୁଛନ୍ତି । ମୁଁ ଭୁଲ କରିଛି । ହେଲେ ମୁଁ ମୋ ପ୍ରେମିକକୁ ବହୁତ ଅଧିକ ଭଲ ପାଏ ମୁଁ ତା ସହ ପଳେଇବି’ । ତେବେ ବନ୍ଧୁଗଣ ଏଭଳି ମହିଳାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବା ପୁରୁଷ ମାନଙ୍କର ସବୁଠାରୁ ବଡ ଭୁଲ ଅଟେ ।
ସମସ୍ତ ଲଜ୍ଜାର ସୀମାପାର ହେଇଯାଇଛି ଏ ଘଟଣା । ତେବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।