ମହା ଖୁଲାସା ! ‘୪ଜଣ ଛାତ୍ରୀ ରାଜି ଅଛନ୍ତି ,ଦୁଇ ଚାରି ହଜାର ଅଧିକ ନେବେ କହୁଛନ୍ତି, ok boss…..’ ପୋଲିସ ହାତରେ ଲାଗିଲା ସବୁଠୁ ବଡ ପ୍ରମାଣ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲା କାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।

ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ନୂଆ ତଥ୍ୟ ଦେବା ପାଇଁ ଯାଉଛୁ । କଥାଟି ହେଲେ ଅର୍ଚ୍ଚନାର ଦେହ ଦଲାଲ ସାଜି ଥିଲା ବିକି ତେବେ ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ ହେଉଛି କିଏ ସେ ବିକି । ଆଉ ବିକି କରୁଥିଲା କଣ କାହିଁକି ବିକି ଅର୍ଚ୍ଚନା ସହିତ ଫୋନରେ କଥା ହେଉଥିଲା ଯାହା ପୋଲିସ ହାତରେ ବର୍ତ୍ତମାନ ଲାଗିଛି ।

ବିକି କୁଆଡେ ଅର୍ଚ୍ଚନାଙ୍କୁ କହୁଥିଲା ୪ ଷ୍ଟୁଡେଣ୍ଟ ରାଜି ଅଛନ୍ତି ଆଉ ଦୁଇ ଚାରି ହଜାର ଅଧିକ ନେବେ ବୋଲି କହୁଛନ୍ତି । ହଁ ଦର୍ଶକ ବନ୍ଧୁ ପଟିଆ ଅଞ୍ଚଳରେ ଏକ କଲେଜରେ ଚାକିରି କରିଛି ବିକି । ବିକି ଏବଂ ଅର୍ଚ୍ଚନାଙ୍କ ଚାଟିଙ୍ଗ ଏବେ ପୋଲିସ ହାତରେ ଲାଗିଛି ଯାହା ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବନ୍ଧୁଗଣ ବିକି ଏକ କଲେଜରେ ଚାକିରି କରିଥିଲା ଆଉ କଲେଜ ଝିଅ ମାନଙ୍କୁ ଅର୍ଚ୍ଚନାଙ୍କୁ ଦେଉଥିଲା । ଆଉ ଅର୍ଚ୍ଚନା ସେହି ଝିଅ ମାନଙ୍କୁ ନେଇ ମଡେଲ ବୋଲି କହି ରାତିଆ ରାତି କୋଟି କୋଟି ଟଙ୍କା ଅର୍ଜନ କରୁଥିଲା ।

ଦର୍ଶକ ବନ୍ଧୁ ପୋଲିସ ହାତରେ ଲାଗିଥିବା ବିକି-ଅର୍ଚ୍ଚନାଙ୍କ ଚାଟିଙ୍ଗରେ ବିକି ଅର୍ଚ୍ଚନାଙ୍କୁ କହୁଛି ଏଥର ଚାରି ଜଣ ଷ୍ଟୁଡେଣ୍ଟ ରାଜି ହୋଇଛନ୍ତି ପୁରା ଫ୍ରେସ ଏବଂ ନୂଆ । ଆଉ ସେଥିପାଇଁ ସେମାନେ ତିନି ଚାରି ହଜାର ଅଧିକ ଦେବା ପାଇଁ କହୁଛନ୍ତି ଆଉ ସେମାନଙ୍କୁ ଅଧିକ ଦେବା ପାଇଁ ହିଁ ପଡିବ । କାରଣ ସେମାନେ A କ୍ଳାସ ଷ୍ଟୁଡେଣ୍ଟ ତେଣୁ ଦୁଇ ଚାରି ହଜାର ଅଧିକ ନ ଦେଲେ ହେବ ନାହିଁ ।

ଆଉ ଏପଟେ ଅର୍ଚ୍ଚନା ତାଙ୍କୁ ଲେଖୁଛନ୍ତି ଓକେ ବସ୍ । ତେବେ ଏହି ଚାଟିଙ୍ଗ ଦେଖିବା ପରେ ପୋଲିସ ଜାଣି ସାରିଛି ଅର୍ଚ୍ଚନା ଆଉ ବିକି ମଧ୍ୟରେ କିଭଳି ସମ୍ପର୍କ ରହିଥିଲା । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଅମାକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *