ପ୍ରେମରେ ପାଗଳ ଟ୍ୟୁସନ ଦିଦି ! ଛାତ୍ରଙ୍କୁ ପ୍ରେମ କରି ଟ୍ୟୁସନରୁ ହେଲେ ଫେରାର, ଦେଖନ୍ତୁ ଏ ନେଇ କଣ କହିଲେ ଯୁବକଙ୍କ ମା’…

ବନ୍ଧୁଗଣ ପ୍ରେମରେ ପାଗଳ ଟ୍ୟୁସନ ଦିଦି, ଛାତ୍ରଙ୍କୁ ପ୍ରେମ କଲେ ଟ୍ୟୁସନରୁ ଦୁହେଁ ଫେରାର ହେଲେ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ପ୍ରେମରେ ଟ୍ୟୁସନ ଦିଦି ଏତେ ଉବୁ ଡୁବୁ ହେଉଥିଲେ ଯେ ସ୍ଥାନ କାଳ ପାତ୍ର ସବୁ କିଛି ଭୁଲିଗଲେ । ଏମିତିକି ନିଜେ ଟ୍ୟୁସନ କରୁଥିବା ଛାତ୍ର ସହ ରଖିଲେ ପ୍ରେମ ସମ୍ପର୍କ । ଖାଲି ସମ୍ପର୍କ ରଖିଲେ ତାହା ନୁହେଁ ବରଂ ଛାତ୍ରକୁ ନେଇ ଫେରାର ହୋଇଯିବା ପରେ ଘଟଣା ସାମ୍ନାକୁ ଆସିଛି ।

ଆଉ ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେସ ଚର୍ଚ୍ଚା ଚାଲିଛି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସେଇବା ପରେ ଫେରାର ହୋଇଯାଇଛନ୍ତି ଦିଦି । ଆଉ ଏହା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୟାଗଡ ଦଶପଲ୍ଲା ନହଙ୍ଗା ପଡା ଅଞ୍ଚଳର ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ସ୍ଥାନୀୟ ଅଞ୍ଚଳର ଜଣେ ଦିଦିଙ୍କ ସହ ।

ପାଠ ପଢିବା ପାଇଁ 2020 ମସିହାରେ ସମ୍ପୃକ୍ତ ନାବାଳକଙ୍କ ସ୍ଥାନୀୟ ଏକ କଲେଜରେ ନାଁ ଲେଖାଇ ଥିଲେ ପରିବାର ଲୋକେ । ଆଉ ସ୍କୁଲରେ ପାଠ ପଢିବା ସହ ଜଣେ ଟ୍ୟୁସନ ଦିଦିଙ୍କ ପାଖକୁ ପାଠ ପଢିବା ପାଇଁ ଯାଉଥିଲେ ନାବାଳକ ଜଣକ । ହେଲେ ଟ୍ୟୁସନ ଯାଉ ଯାଉ ଉକ୍ତ ଦିଦି ଆଉ ନାବାଳକଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଖାଲି ସମ୍ପର୍କ ଗଢି ଉଠି ଥିଲା ତାହା ନୁହେଁ ବରଂ ସମ୍ପର୍କ ଧୀରେ ଧୀରେ ନିବିଡ ହୋଇଥିଲା ।

ଦିଦି ଆଉ ନାବାଳକଙ୍କ ପ୍ରେମ ସମ୍ପର୍କ କଥା ଜଣା ପଡିବା ପରେ ନାବାଳକଙ୍କ ପରିବାର ଲୋକଙ୍କ ପକ୍ଷରୁ ଏହାକୁ ବାରଣ କରଯାଇଥିଲା । କେବଳ ବାରଣ କରା ଯାଇଥିଲା ତାହା ନୁହେଁ ବରଂ ଶିକ୍ଷୟତ୍ରୀ ଯେଉଁ ଭଳି ନାବାଳକଙ୍କ ସହ କୌଣସି ସମ୍ପର୍କ ରଖିବେନି ସେନେଇ କଲେଜ କର୍ତ୍ତୁପକ୍ଷଙ୍କୁ ଅବଗତ କରଯାଇଥିଲା । ହେଲେ ସବୁ ପରେ ବି ଉଭୟଙ୍କ ମଧ୍ୟରେ ଚାଲି ଥିଲା ପ୍ରେମ ଆଉ ପ୍ରେମ ଏତେ ଅଧିକ ହୋଇଥିଲା ଯେ ନାବାଳକଙ୍କ ସହ ଫେରାର ମାରିଛନ୍ତି ଶିକ୍ଷୟତ୍ରୀ ।

ବନ୍ଧୁଗଣ ପରିବାର ଲୋକ ଏବେ ଶିକ୍ଷୟତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଆଉ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚାର ମାହୋଲ ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *