ବନ୍ଧୁଗଣ ଭାଗ୍ୟଶାଳୀ ମହିଳା ମାନେ ମା ହେବାର ସୁଖ ପାଇଥାନ୍ତି । ଏହି ଦୁନିଆରେ ଥିବା ସମସ୍ତ ମହିଳାଙ୍କ ପାଇଁ ମା ହେବା ସବୁଠାରୁ ବଡ ଖୁସି ହୋଇଥାଏ । ଗୋଟେ ଛୁଆ ଜନ୍ମ ହେବା ପରେ ପୁରା ଘରେ ସୁଖ ସମୃଦ୍ଧି ଭରି ଯାଇଥାଏ । ହେଲେ ବନ୍ଧୁଗଣ ଯଦି ଗୋଟେ ମହିଳା ବିବାହ ପୂର୍ବରୁ ନିଜ ବୟଫ୍ରେଣ୍ଡ ଦ୍ଵାରା ପ୍ରେଗନେଣ୍ଟ ହେବ ତା ହେଲେ ଭାବନ୍ତୁ ସେହି ମହିଳାର ସ୍ଵାମୀର ମନ କଣ ହେବ । ହେଲେ ସେଲିବ୍ରେଟିସ ମାନଙ୍କ ଜୀବନୀ ବହୁତ ଭିନ୍ନ ।
ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ବୟଫ୍ରେଣ୍ଡ ମାନଙ୍କ ଠାରୁ ପ୍ରେଗେନେଣ୍ଟ ହୋଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସେଲିନା ଜେଟଲି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି । ମିସ ଇଣ୍ଡିଆ ସେଲିନା ଜେଟଲି ବିବାହ ପୂର୍ବରୁ ନିଜ ବୟଫ୍ରେଣ୍ଡ ଦ୍ଵାରା ପ୍ରେଗନେଣ୍ଟ ହୋଇଥିଲେ ସେଥିପାଇଁ ସେ ଆବୋସନର ସାହାରା ନେଲେ । ଏହା ପରେ ସେ ପିଟର ହଗଙ୍କୁ ଡେଟ କରି ବିବାହ କରିଲେ । ପିଟରଙ୍କୁ ଆଗରୁ ସେଲିନାଙ୍କ ପ୍ରେଗ୍ନେନ୍ସି ବିଷୟରେ ଜଣା ଥିଲା ହେଲେ ବି ସେ ବିବାହ କଲେ ।
କୋଙ୍କଣା ସେନ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କଙ୍କଣା ସେନ ଶର୍ମା । ସୂଚନା ମୁତାବକ ରଣବିର ସୋରିଙ୍କୁ ବିବାହ କରିବା ପୂର୍ବରୁ କୋଙ୍କଡା ଆଉ ଜଣଙ୍କୁ ଡେଟ କରୁଥିଲେ ଓ ସେତେବେଳେ ସେ ପ୍ରେଗନେଣ୍ଟ ହୋଇଥିଲେ । ଏହା ପରେ ସେ ରଣବିରଙ୍କ ସହ ବିବାହ କରି ତାଙ୍କ ଠାରୁ ପ୍ରେଗନେଣ୍ଟ ହୋଇଗଲେ ହେଲେ ଏବେ ଏହି ଦୁଇଜଣ ଅଲଗା ହୋଇ ଯାଇଛନ୍ତି ।
ସାରିକା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ ଅଭିନେତ୍ରୀ ସାରିକା । ବନ୍ଧୁଗଣ ସାରିକା ସାଉଥ ଅଭିନେତା କମଲ ହସନଙ୍କ ପ୍ରେମରେ ପଡିବା ପୂର୍ବରୁ ଆଉ କାହା ଛୁଆର ମା ହୋଇସାରିଛନ୍ତି । ହେଲେ ପରିସ୍ଥିତିରେ ପଡି ସେ ଆବୋସନର ସାହାରା ନେଇଥିଲେ । ଏହି କଥା ଜାଣିକି ବି ମଧ୍ୟ କମଲ ତାଙ୍କ ସହ ବିବାହ କରିଲେ ଓ ପରେ ଏହି ଦୁଇଜଣଙ୍କର ଦୁଇଟି ଝିଅ ହେଲେ ।
ଅମୃତା ଅରୋଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅମୃତା ଅରୋଡା । ଅମୃତା ହେଉଛନ୍ତି ଅଭିନେତ୍ରୀ ମଲାଇକା ଅରୋଡାଙ୍କ ସାନ ଭଉଣୀ । ଅମୃତା ୨୦୦୯ ମସିହାରେ ଶକିଲ ଲଦାକଙ୍କ ସହ ବିବାହ କରିଥିଲେ । ଖବର ମୁତାବକ ସେ ବିବାହ ପୂର୍ବରୁ ପ୍ରେଗନେଣ୍ଟ ହୋଇଯାଇଥିଲେ ଓ ବିବାହ ହେବା ପରେ ସେ ନିଜ ପ୍ରେଗ୍ନେନ୍ସି ବିଷୟରେ କହିଥିଲେ ।