ବନ୍ଧୁଗଣ ନମସ୍କାର, ତେବେ ଯୁବତୀ ଙ୍କୁ ୪ ଦିନ କାଳ ଅଟକ ରଖି କରିଲେ ଦୁଷକଅର୍ମ । ବଳ ପୂର୍ବକ ଉଠାଇ ନେଇ ଦୁଷକଅର୍ମ କରିଲା ଏହି ଅଭିଯୁକ୍ତ । ଏହି ଯୁବକ ର ମୁହଁକୁ ଟିକେ ଭଲ କରି ଦେଖନ୍ତୁ । ଏ ହେଉଛି ସେହି ଯୁବକ ଯିଏ ଗୋଟିଏ ନିରୀହ ଝିଅ କୁ ୪ ଦିନ କାଳ ଧରି ବଳଆତକାର କରିଥିଲା ଏବଂ କଆମନା ବାସ୍ନା ରେ ଭୁଲି ଯାଇଥିଲା ମାନବିକତା । ଆଉ ଗୋଟିଏ ନିରୀହ ଝିଅ ସହିତ ବନ୍ଦ କୋଠରୀ ଭିତରେ କରି ଚାଲିଥିଲା ଦୁଷକଅର୍ମ ।
ଯାହାକୁ ବିଶ୍ୱାସ କରୁଥିଲା ସେ ହିଁ ବିଷ ଦେଲା । ସ୍କୁଲ ନେବା ଆଳ ରେ ଅପହରଣ କରି ଦୁଷକଅର୍ମ କରିଲା । ଯେଉଁ ଗାଡ଼ି ରେ ଯୁବତୀ ସ୍କୁଲ ଯାଉଥିଲେ ଆଜି ସେହି ଗାଡ଼ି ର ଡ୍ରାଇଭ ସୈତାନ ସାଜିଲା ଏବଂ ସ୍କୁଲ ନେବା ବାଟରେ ହିଁ ଯୁବତୀ ଙ୍କୁ ଟେକି ନେଇ ୪ ଦିନ କାଳ ଦୁଷକଅର୍ମ କରିଥିଲା ଏହି ସୈତାନ ଯୁବକ ଜଣକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ ଥାନା ଅଞ୍ଚଳରେ ।
ବଳଆତକାର କରିଥିବା ଯୁବକ ଜଣକ ହେଉଛନ୍ତି ପାରାଦ୍ୱୀପ ବୃନ୍ଦାବନ କଲୋନୀ ର ଅନୀଲ ନାୟକ ଓରଫ ଚିନୁ । ଜଣେ ଯୁବତୀ ଙ୍କୁ ଗୋଟିଏ ଘରେ ଅଟକ ରଖି ୪ ଦିନ ଧରି ବଳଆତକାର କରା ଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଶନିବାର ଦିନ ରାତି ପ୍ରାୟ ୧୧ଟା ରେ ପୀଡିତା ଙ୍କୁ ଉଦ୍ଧାର କରିଛି । ଉକ୍ତ ଯୁବତୀ ଜଣକ ଦଶମ ଶ୍ରେଣୀ ର ଛାତ୍ରୀ ଅଟନ୍ତି । ଯେଉଁ ଗାଡ଼ି ରେ ସେ ସ୍କୁଲ ଯିବା ଆସିବା କରନ୍ତି ସେହି ଗାଡ଼ି ର ଚାଳକ ୪ ଦିନ ତଳେ ତାଙ୍କୁ ବଳ ପୂର୍ବକ ଉଠାଇ ନେଇ ଲକ ଥାନା ଅଞ୍ଚଳରେ ଏକ ଘରେ ରଖି ବଳଆତକାର କରୁଥିଲା ।
ଏପଟେ ପରିବାର ଲୋକେ ବହୁତ ଖୋଜାଖୋଜି କରୁଥିଲେ । ସମ୍ପୃକ୍ତ ଗାଡ଼ି ଚାଳକ କିଛି ଜାଣି ନଥିବାର ଅଭିନୟ କରି ଏଡ଼ାଇ ଯାଉଥିଲା । ଶନିବାର ରାତି ରେ ଖବର ପାଇ ପରିବାର ଲୋକେ ପୁଣିଥରେ ଗାତ ଚାଳକ କୁ ପଚରାଉଚରା କରିବାରୁ ସେ ଉକ୍ତ ଯୁବତୀ କୁ ଅଟକ ରଖିଥିବାର ଜଣା ପଡିଥିଲା ।
ପୋଲିସ ଓ ପରିବାର ଲୋକେ ଗାଡ଼ି ଡ୍ରାଇଭର କୁ ଧରି ଘଟଣା ସ୍ଥଳ ରେ ଉକ୍ତ ଯୁବତୀ ଙ୍କୁ ଉଦ୍ଧାର କରିଥିବା ଲକ ଥାନାଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି । ତେବେ ପୋଲିସ ବର୍ତ୍ତମାନ ଏହି ମାମଲା ର ତଦନ୍ତ ଆରମ୍ଭ କରି ଦେଇଛି ଏବଂ ଉକ୍ତ ଡ୍ରାଇଭର ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବ ତାହା ଆଗାମୀ ସମୟରେ ଜଣା ପଡ଼ିବ ।