କାର କିଣିବାକୁ ପ୍ଳାନ କରୁଛନ୍ତି କି ଆପଣଙ୍କୁ ମିଳୁଛି ସୁବର୍ଣ୍ଣ ସୁଯୋଗ, କାରଣ TATA ଓ Maruti କମ୍ପାନୀ ଦେଉଛି ବମ୍ଫର ଡିସକାଉଣ୍ଟ

ବନ୍ଧୁଗଣ ଯଦି ଆପଣଙ୍କ କାର କିଣିବାର ସ୍ଵପ୍ନ ଅଛି ଓ ଆପଣଙ୍କ ପାଖରେ କମ ବଜେଟ ଅଛି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ବଡ ଖୁସି ଖବର ନେଇ ଆସିଛୁ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହୋଇଯିବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଫେବୃୟାରି ମାସରେ ମାରୁତି ସୁଜୁକି ଓ ଟାଟା ମୋଟର୍ସ ନିଜର କିଛି ମଡେଲ୍ସରେ ଡିସକାଉଣ୍ଟ ଦେଉଛନ୍ତି ।

ଏହି ଡିସକାଉଣ୍ଟରେ କ୍ୟାସ ଡିସକାଉଣ୍ଟ କୋପରେଟ ବେନିଫିଟ ଓ ଏକ୍ସଚେଞ୍ଜ ଅଫର ବି ସାମିଲ ଅଛି । ମାରୁତି ସୁଜୁକି କଥା କହିଲେ କମ୍ପାନୀ ଏହି ମାସରେ ନିଜ ଗ୍ରାହକ ମାନଙ୍କ ପାଇଁ ବହୁତ ଭଲ ଅଫର ନେଇ ଆସିଛି । କମ୍ପାନୀ ମାରୁତି ସୁଜୁକି ଅଲଟୋ, ଏସପ୍ରେସୋ, ସିଲେରିଓ, ସୁଇଫ୍ଟ, ଡିଜାଇଅର, ୱେଗ୍ନର ଓ ବ୍ରେଜାରେ ଡିସ କାଉଣ୍ଟ ଦେଉଛି । ଅଲଟୋ ଗତ ୨୦ ବର୍ଷ ହେବ କମ୍ପାନୀର ସବୁଠାରୁ ଅଧିକ ସେଲ ହେଉଥିବା କାର ରହିଛି ।

କମ୍ପାନୀ ଅଲଟୋ କାରରେ ୩୬ ହଜାର ଟଙ୍କାର ଡିସ କାଉଣ୍ଟ ଲଗାଇଛି । ସପ୍ରେସୋରେ ୩୬ ହଜାର ଟଙ୍କାର ଡିସ କାଉଣ୍ଟ, ୱେଗ୍ନରରେ କମ୍ପାନୀ ୩୧ ହଜାର ଟଙ୍କାର ଡିସ କାଉଣ୍ଟ ଦେଇଛି, ମାରୁତି ସୁଜୁକି ୱେଗ୍ନରର ଏକ ଲିଟର ପେଟ୍ରୋଲ ଭେରିଏଣ୍ଟରେ ୨୬ ହଜାର ଟଙ୍କାର ଡିସ କାଉଣ୍ଟ ଦିଆଯାଉଛି । ଏହା ସହିତ ମାରୁତି ସୁଜୁକି ସୁଇଫ୍ଟ ଓ ଡିଜାଇଅରରେ କମ୍ପାନୀ ୨୭ ହଜାର ଟଙ୍କାର ଡିସ କାଉଣ୍ଟ ରଖିଛି ।

ଏହି ଦୁଇଟି କାର କମ୍ପାନୀର ବେଷ୍ଟ ସେଲିଙ୍ଗ କାର ରହିଛି । ବନ୍ଧୁଗଣ ସେହିପରି ଟାଟା ମୋଟର୍ସ ମଧ୍ୟ ନିଜର କିଛି ଲୋକପ୍ରିୟ କାର ଉପରେ ଡିସ କାଉଣ୍ଟ ଲଗାଇଛି । କମ୍ପାନୀ ଏହି ମାସତେ ଟାଟା ହାରିୟରରେ ୬୦ ହଜାର ଟଙ୍କାର ଡିସ କାଉଣ୍ଟ ଲଗାଇଛି । ହେଲେ ଏହି ଡିସ କାଉଣ୍ଟ କେବଳ ୨୦୨୧ରେ ମାନୁଫେକଚର ହୋଇଥିବାର କାର ଉପରେ ମିଳିବ ।

ଟାଟା ହାରିୟର ୨୦୨୨ ମଡେଲରେ କମ୍ପାନୀ ୨୦ ହଜାର ଟଙ୍କାର ଡିସ କାଉଣ୍ଟ ଲଗାଇଛି । କମ୍ପାନୀ ନିଜ ଟାଟା ସଫାରି ମଡେଲରେ ମଧ୍ୟ ୬୦ ହଜାର ଟଙ୍କା ଡିସ କାଉଣ୍ଟ ଲଗାଇଛି ହେଲେ ଏହି ମଡେଲ ୨୦୨୧ରେ ମାନୁଫେକଚର ହୋଇଛି । ୨୦୨୨ ମଡେଲରେ ୪୦ ହଜାର ଟଙ୍କା ଡିସ କାଉଣ୍ଟ ଲଗାଇଛି କମ୍ପାନୀ । ଟାଟା ଟିଆଗୋରେ କମ୍ପାନୀ ୩୦ ହଜାର ଟଙ୍କାର ଡିସ କାଉଣ୍ଟ ଲଗାଇଛି ।

ଟାଟା ଟିଗୋରରେ କମ୍ପାନୀ ୨୫ ହଜାର ଟଙ୍କାର ଡିସ କାଉଣ୍ଟ ଓ ଟାଟା ନେକସୋନରେ କମ୍ପାନୀ ୧୫ ହଜାର ଟଙ୍କାର ଡିସ କାଉଣ୍ଟ ଲଗାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମାରୁତି ସୁଜୁକି ଓ ଟାଟା ମୋଟର୍ସର ଏହି ସବୁ ଅଫର ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *