ବନ୍ଧୁଗଣ, ମାନସ ହ-ତ୍ୟାକାଣ୍ଡ ର ସତ୍ୟାସତ କ’ଣ ହୋଇପାରେ ? ସେ ନିଜ ଚିପ ଏବଂ ଭି-ଡି-ଓ ରେ ଏଭଳି କ’ଣ ରଖିଥିଲେ ଯେ ଯାହା ଫଳରେ ଏହିଭଳି ଅଘଟଣ ଘଟିଲା ? ସେହି ଚିପ ବିଷୟରେ ତାଙ୍କ ସହଯୋଗୀ କିଛି ଏହିଭଳି କହିଛନ୍ତି ତେବେ ଆସନ୍ତୁ ଜାଣିବା ଯେ ସେ କ’ଣ କହିଛନ୍ତି ? ଯୁବକ ଜଣକ କହିଛନ୍ତି ଯେ ୭ ତାରିଖ ଦିନ ତାଙ୍କୁ କିଡନାପ କରି ନେଇଥିଲେ । ଏହାପରେ ମୋ ଫୋନ ମଧ୍ୟ ଛଡାଇ ନେଇଥିଲେ । ଆମ୍ଭେ ଯେତେବେଳେ ବାହାଘରରୁ ଫେରି ୩ ଜଣ ସ୍କୁଟି ରେ ଆସୁଥିଲୁ ସେତେବେଳେ ଜଣେ ବ୍ୟକ୍ତି ଆମ୍ଭ ଗାଡି କୁ ଅଟକାଇଲା ।
ଏହାପରେ ସେଠାରେ ଏକ କାର ଥିଲା ସେଠାରେ ୨ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିଲେ । ସେମାନେ ଆସି ମାନସ ଭାଇଙ୍କୁ ଭିଡି କି ନେଲେ କାର ଭିତରକୁ । ଏହାପରେ ମୋ ଫୋନ ମଧ୍ୟ ଛଡାଇ ନେଇଗଲେ । ଏହାପରେ ମୁଁ ସେଠାରୁ ଆସିଲି ବସରେ ଭୁବନେଶ୍ଵର । ସେହି କାର ରେ ସର୍ମିଷ୍ଠ, ଝୁନା ଏବଂ ୩ ଟି ପୁଅ ଥିଲେ । ସେହି ପୁଅ ମାନଙ୍କ ମଧ୍ୟରୁ ଜଣଙ୍କୁ ଜାଣିଛି ତାଙ୍କ ନାମ ରାଜ ବୋଲି ଯୁବକ ଜଣକ କହିଛନ୍ତି ।
ଯୁବକନ୍ନ୍କ କହିବା ଅନୁଯାୟୀ ପୁରୀ ରେ ଏକ ସଟ ଫିଲ୍ମ ର ସୁ-ଟି-ଙ୍ଗ ହେଇଥିଲା । ଏହି ସିନ ରେ ଗୋଟେ ଯୁବକ ପାଣିରେ ବୁଡି ଯାଉଥିବ ତାକୁ ଉଧାର ନିମନ୍ତେ ଆଉ ୩ ଜଣ ଯାଉଥିବେ ଏହିଭଳି କିଛି ଦୃଶ୍ୟ ଥିଲା । ତେବେ ମାନସ ଯୁବକ ଜଣଙ୍କୁ କହିଥିଲେ ଯେ ନିରଞ୍ଜନ ନାମକ ବ୍ୟକ୍ତି ଏହି ସିନ ପାଇଁ ତାଙ୍କ ମାଡ ମାରି ତାଙ୍କ କ୍ୟାମେରା ଛଡାଇ ନେଇ ଯାଇଥିଲା । ଏବଂ ମାନସ ତାଙ୍କ ସହଯୋଗୀ ଯୁବକ ଜଣଙ୍କୁ କହିଥିଲେ ଯେ ମୋର ୪/୫ ର ଟଙ୍କା ରଖିଛନ୍ତି ଦେଇନାହାଁନ୍ତି ।
ଯଦି ସେ ଟଙ୍କା ଦେବେ ତେବେ ମୁଁ ଚିପ ଦେବୀ ନଚେତ ଦେବି ନାହିଁ । ଜାନୁୟାରୀ ୨୯ ତାରିଖରେ ପୁରୀ କୁ ସୁ-ଟି-ଙ୍ଗ ପାଇଁ ଯାଇଥିଲୁ । ଏବଂ ଏହାପରେ ବହୁତ ଝଗଡା ଲାଗିଥିଲା ଚିପ ରୁ ଭି-ଡି-ଓ ଡିଲେଟ ହେବା ପ୍ରସଙ୍ଗ କୁ ନେଇ ବୋଲି ମାନସ ତାଙ୍କ ସହଯୋଗୀ ଙ୍କୁ ଫୋନ ମାଧ୍ୟମରେ କହିଥିଲେ । ମାନସ କୁ ମାଡ ମାରି ତାଙ୍କ କ୍ୟାମେରା ମଧ୍ୟ ନେଇ ଯାଇଥିଲେ ।
ନିରଞ୍ଜନ ଶେଠୀ ଏବଂ ସରମିଷ୍ଠା ତାଙ୍କୁ ବହୁତ ଅତ୍ୟାଚାର କରିଛନ୍ତି ବୋଲି ମାନସ ଙ୍କ ସହଯୋଗୀ କହିଛନ୍ତି । ତେବେ ବନ୍ଧୁଗଣ କେବଳ ଗାଧୁଆ ସିନ ନିମନ୍ତେ ଜଣେ ଜଣଙ୍କୁ ଅପହରଣ କରି ହ-ତ୍ୟା କରିବ ନା ଏହା ପଛରେ ଅନ୍ୟ କେଉଁ କଥା ଲୁଚି ରହିଅଛି ? ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।