ଦର୍ଶକ ବନ୍ଧୁ ଏବେ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ପୁଣି ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଗତ ଚାରି ଦିନ ତଳେ ତାଙ୍କ ପତ୍ନୀ ଶ୍ରୀୟା ତାଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନି-ଇର୍ଯା-ତ-ଅନା ଦେଉଥିବାର ଅଭିଯୋଗ କରିଛନ୍ତି । ଶ୍ରେୟାଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ ଉଭୟ ଶ୍ରେୟା ଆଉ ହ୍ୟୁମାନଙ୍କୁ ଡାକି ସମସ୍ୟାର ସମାଧାନ କରୁଛି । ଆଉ ଏହାରି ମଧ୍ୟରେ ଆଇନଜୀବୀ ବ୍ୟୋମକେଶ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଆଇନଜୀବୀ ବ୍ୟୋମକେଶ କହିଛନ୍ତି-‘ହ୍ୟୁମାନ ସାଗର ଆଉ ତାଙ୍କ ପତ୍ନୀ ଶ୍ରୀୟାଙ୍କ ଘଟଣାକୁ ଯଦି ଆପଣ ସାମାଜିକ ବ୍ୟକ୍ତି ହିସାବରେ ଦେଖିବେ ଯଦି ମୁଁ ପୁରୁଷ ନି-ଇର୍ଯା-ତ-ଅନା ଉପରେ ଲଢେ ।
ହେଲେ ପ୍ରତି ଦିନ ମୁଁ ଉଭୟ ପୁରୁଷ ଏବଂ ମହିଳା ନି-ଇର୍ଯା-ତ-ଅନା ଦେଖେ । ଯଦି ହ୍ୟୁମାନ ଆଉ ତାଙ୍କ ପତ୍ନୀ ଶ୍ରୀୟାଙ୍କ କେସ ଦେଖିବେ କେଉଁଠି ନା କେଉଁଠି ଆପଣ ମାନଙ୍କୁ ବାସ୍ନା ହେବ ଏଇଟା ଗୋଟେ ଡାହା ମିଛରେ ତାଙ୍କ ନାଁରେ କମ୍ପ୍ଲେନ କରା ଯାଇଛି । ପ୍ରଥମ କଥା ହେଉଛି ପ୍ରଥମେ କମ୍ପ୍ଲେନ ହେଲା ବିବାହର 7-8 ବର୍ଷ ଗଡି ଗଲାଣି । ତାଙ୍କର ଗୋଟେ କୁନି ଛୁଆ ଅଛି ତେଣୁ ଉଭୟ ସ୍ଵାମୀ-ସ୍ତ୍ରୀ ନିଜ ଛୁଆ ମୁହଁକୁ ଚାହିଁ ସାଇଲେଣ୍ଟ ରହିବା କଥା ।
ଯଦି ଆପଣ ଏହି କେସ ଦେଖିବେ ତେବେ ତାଙ୍କ ପତ୍ନୀ କହିଲେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରା ଗଲା ହେଲେ ହ୍ୟୁମାନଙ୍କ ମାଆ ଆଜି ଯେତେବେଳେ ଦେଖେଇ ଦେଲେ ଯେ, ଘର ଭିତରେ ଠାକୁର ପୂଜା ପାଇଁ ବ୍ୟବସ୍ଥା ରହି ଥିଲା । ଜଗନ୍ନାଥଙ୍କୁ ପୂଜା କରାଯାଉ ଥିଲା ଆଃ କି ସୁନ୍ଦର ଠାକୁର ଘର ତାଙ୍କର । ତେଣୁ ଧର୍ମାନ୍ତିକରଣ କଥା କେଉଁଠୁ ଆସିଲା ।
ଆଉ ଗୋଟେ ଅଭିଯୋଗ ହେଉଛି ହ୍ୟୁମାନ କୁଆଡେ 10 ଲକ୍ଷ ଟଙ୍କା ମାଗି ଥିଲେ । ଆପଣ ଦେଖନ୍ତୁ ହ୍ୟୁମାନଙ୍କ ଭଳି ଆଉ ଓଡିଶାରେ କେହି ଅଛି କି । ହେଲେ ତାଙ୍କ ପତ୍ନୀ ଏହା ବୁଝି ପାରିଲେ ନାହିଁ । ହ୍ୟୁମାନ ଏତେ ବର୍ଷ ଧରି ଯେତେ କଷ୍ଟରେ ଏତେ ବଡ ସଫଳତା ପାଇଥିଲେ ସେସବୁ ଏବେ ଦାଣ୍ଡରେ ପଡି ହାଟରେ ନିଲାମ ହେଉଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।