ସାମ୍ନାକୁ ଆସିଲା ଭୟଙ୍କର ସତ ! ସେଦିନ ତାଙ୍କ ସହ କଣ ହୋଇଥିଲା କହିଲେ ପୀଡିତ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ବେସ ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଜଣେ ବ୍ୟକ୍ତିଙ୍କ ପେଟ ଭିତରୁ ଏକ ଷ୍ଟିଲ ଗ୍ଳାସ ବାହାରିଛି । ଏଭଳି ଘଟଣା ଆମ ଓଡିଶାରେ କଣ ଭାରତରେ ପ୍ରଥମ ଥର ଘଟିଛି । ତେବେ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚାର ମାହୋଲ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ଗଞ୍ଜାମ ବୁଗୁଡା ବ୍ଲକ ବାଲିଫଦର ଅଞ୍ଚଳର ଜଣେ ବ୍ୟକ୍ତି ସହ ଘଟିଛି କିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେ ସିଜରେ ଅସ୍ତ୍ର ପ୍ରଚାର କରାଯାଇ ତାଙ୍କ ପେଟରୁ ଗ୍ଳାସ କଢା ଯାଇଛି ।

ବ୍ୟକ୍ତି ଗୁଜୁରାଟ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ ପ୍ରାୟ ୧୦ ଦିନ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହ ମଦ୍ୟପାନ କରୁଥିବା ବେଳେ ଏଭଳି କିଛି ଘଟଣା ଘଟି ଥିଲା । ବର୍ତ୍ତମାନ ବ୍ୟକ୍ତି ଜଣକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଆଉ ଗଣମାଧ୍ୟମ ସାମ୍ନାରେ ସେ ନିଜ ବୟାନ ଦେଇଛନ୍ତି । ତେବେ ବ୍ୟକ୍ତି ଜଣକ କହିବା ମୁତାବକ-‘ମୁଁ ଝାଡା ଯାଇଥିଲି ଆସିଲା ବେଳେ ମଳଦ୍ଵାରରେ ଗ୍ଳାସ ପୁରେଇ ଦେଲେ ।

ସେହି ଲୋକ ମାନଙ୍କୁ ମୁଁ ଚିହ୍ନିନି’ । ତେବେ ବନ୍ଧୁଗଣ ବ୍ୟକ୍ତିଙ୍କ ମଳଦ୍ଵାର ଭିତରେ ଜୋର ଜବରଦସ୍ତ କିଛି ଦୁର୍ବୁତ୍ତ ଷ୍ଟିଲ ଗ୍ଳାସ ପୁରେଇ ଦେଇଥିବା କଥା ସେ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *