ଆଜିକାଲିର ଦୁନିଆରେ ସମସ୍ତେ ନିଜ କର୍ମ ପାଇଁ ବ୍ୟସ୍ତରେ ରହୁଛନ୍ତି । ଯାହାଫଳରେ ସେମାନେ ନିଜ ଖୁସି ଉପରେ ଧ୍ୟାନ ଦେଇପାରୁ ନାହାନ୍ତି ।
ବନ୍ଧୁଗଣ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।
Joke-1 ପପୁ ପଚାରିଲା- କେମିତି ଅଛନ୍ତି ବାବାଜୀ…? ବାବାଜୀ- ଆମେ ତ ସାଧୁ ଅଟୁ ପୁଅ, ଆମ ‘ରାମ’ ଆମକୁ ଯେମିତି ରଖନ୍ତି ଆମେ ସେମିତି ରହିଥାଉ, ତୁ ତ ସୁଖୀ ଅଛୁ ନା ପୁଅ …? ପପୁ- ଆମେ ତ ସଂସାରୀ ଲୋକ ଅଟୁ ବାବାଜୀ, ଆମ ‘ସୀତା’ ଆମକୁ ଯେମିତି ରଖନ୍ତି ଆମେ ସେମିତି ରହିଥାଉ
Joke-2
ସ୍ତ୍ରୀ- ଯଦି ମୋ ବାହାଘର କଉ ରାକ୍ଷସ ସହିତ ହେଇଯାଇ ଥାନ୍ତା ତାହେଲେ ବି ଏତେ ଦୁଃଖୀ ହେଇ ନଥାନ୍ତି,
ଯେତିକି ଆଜି ତୁମ ସହିତ ଅଛି
.
.
.
ସ୍ଵାମୀ- ପାଗେଳି ! ରକ୍ତର ସମ୍ପର୍କରେ କେଉଁଠି ବିବାହ ହେଲାଣି….!!!
ପୁଣି କଣ ଥିଲା ସ୍ଵାମିଦେବ ଙ୍କର ହେଇଗଲା ଜୋରଦାର ଧୁଲାଇ
Joke-3
ସ୍ତ୍ରୀ ସ୍ଵାମିକୁ – ଶୁଣ ନା….ସେହି ଲୋକ ଯିଏ ଦାରୁ ପିଇ କି ନାଚୁଛି ନା…
ମୁଁ ତାକୁ ୧୦ ବର୍ଷ ପୂର୍ବରୁ ରିଜେକ୍ଟ କରି ଦେଇଥିଲି
ସ୍ଵାମୀ- ସେଥିପାଇଁ, ସେ ଏ ପର୍ଯ୍ୟନ୍ତ ବି ସେଲିବ୍ରେଟ କରୁଛି
Joke-4
ଗୋଟିଏ ମଶା ବହୁତ ଚିନ୍ତାରେ ବସିଥିଲା
ଆଉ ଜଣେ ପଚାରିଲା- ଭାଇ କଣ ହେଲା ତୋର ?
ପ୍ରଥମଟି କହିଲା – ୟାର, ଗଜବ ହେଇଗଲା
ମୂଷାଦାନୀ ରେ ମୂଷା
ସାବୁନଦାନୀ ରେ ସାବୁନ
କିନ୍ତୁ ମଶାଦାନୀ ରେ ମଣିଷ ଶୋଉଛି
Joke-5
ସକାଳୁ ସକାଳୁ ସ୍ତ୍ରୀ ନିଦରୁ ଉଠି କହିଲା, “ହେଇଟି ଶୁଣୁଛ ?”
ସ୍ଵାମୀ- କୁହ! କଣ ହେଲା ?”
ସ୍ତ୍ରୀ- “ମତେ ସ୍ଵପ୍ନ ଆସିଥିଲା କି ତୁମେ ମୋ ପାଇଁ ହୀରା ହାର ନେଇ କି ଆସିଛ ।”
ସ୍ଵାମୀ- ଠିକ ଅଛି, ପୁଣି ଥରେ ଶୋଇଯା, ଆଉ ତାକୁ ପିନ୍ଧି ନେ…..
Joke-6
108 ବର୍ଷର ଜଣେ ବୃଦ୍ଧ
ମୃତ୍ୟୁ ପରେ ସ୍ବର୍ଗରେ ପହଞ୍ଚିଲେ
ସ୍ବର୍ଗରେ ସୁନ୍ଦରୀ ଅପସରା ମାନଙ୍କର ନୃତ୍ୟ ଦେଖି
ସେହି ବୃଦ୍ଧ ଜୋର-ଜୋର ରେ କାନ୍ଦିବାକୁ ଲାଗିଲେ ଓ କହିଲେ
ବାବା ରାମଦେବଙ୍କ ଚକର ରେ ପଡି ନଥାନ୍ତି ତ କେବେଠୁ ଏଠାରେ ପହଞ୍ଚି ସାରିଥାନ୍ତି ଓ ଏଭଳି ଆନନ୍ଦ ନେଇଥାନ୍ତି
Joke-7
୫. ଡାକ୍ତର- ଆପଣଙ୍କ ଗୋଡ ଖରାପ ହୋଇଯାଇଛି
ଝିଅ- କଣ ମୋ ଗୋଡ ଠିକ ହୋଇ ପାରିବ ନାହିଁ ?
ଡାକ୍ତର- ହବନି ଝିଅ, ତୁମ ଗୋଡକୁ କାଟିବାକୁ ହେବ
ଝିଅ- ହେ ପ୍ରଭୁ, ଏବେ ମୁ କଣ କରିବି ?
ଡାକ୍ତର- ଧୈର୍ଯ୍ୟ ରଖା ଝିଅ ଭଗବାନ ସବୁ ଠିକ କରିଦେବେ
ଝିଅ- ଆରେ ମୋତେ ମୋର ଗୋଡର ଚିନ୍ତା ନାହିଁ,
ମୁ କାଲି ଏକ ନୂଆ ସ୍ୟାଣ୍ଡେଲ କିଣି ଥିଲି ଓ ସେହି ଦୋକାନରେ ଲେଖା ହୋଇଥିଲା ବିକ୍ରି ହେବା ମାଲ ଫେରସ୍ତ ହେବ ନାହିଁ
ମୁ କଣ କରିବି ସେ ସ୍ୟାଣ୍ଡେଲ ର !!
Joke-8
ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଇଗଲା
ଏହାପରେ ବହୁତ ଦିନ ପର୍ଯ୍ୟନ୍ତ ସେମାନେ ପରସ୍ପର ସହ କଥା ବାରତା ହେଲେ ନାହିଁ
ଏହା ଦେଖି ସ୍ତ୍ରୀ ସ୍ଵାମୀ ପାଖକୁ ଆସି କହିଲା…
ସ୍ତ୍ରୀ- ଏହିପରି ଝଗଡା କରିବାକୁ ଭଲ ଲାଗୁ ନାହିଁ
ଚାଲ ଗୋଟେ କାମ କରିବା, ଆମେ ପରସ୍ପର ମଧ୍ୟରେ ଆପସ ବୁଝାବଣା କରିନେବା
ସ୍ଵାମୀ- ଠିକ ଅଛି ତା ହେଲେ କୁହ କଣ କରିବା ?
ସ୍ତ୍ରୀ- ତମେ ମତେ କ୍ଷମା ମାଗିଦିଅ ଆଉ ମୁ ତୁମକୁ କ୍ଷମା କରିଦେବି ।
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ