ନମସ୍କାର ବନ୍ଧୁଗଣ ତେବେ ବଲିଉଡରେ ଅନେକ କଳାକାର ମାନେ ଅଛନ୍ତି ଯିଏ କି ନିଜର କ୍ଯାରିୟର ପିଲା ଦିନରୁ ଆରମ୍ଭ କରିଛନ୍ତି ଏହି ଦୁନିଆରେ । କିଛି ଶିଶୁ କଳାକାର ନିଜର ପିଲା ଦିନେ ଜେଭଳି ଭଲ ପାଇବା ପାଇଥିଲେ ସେଭଳି ଭଲ ପାଇବା ପାଇ ପାରିଲେନି ବଡ ହେବା ପରେ ତେବେ ସେଭଳି ଆହୁରି କିଛି ଜଣ ବଡ ହେଲା ପରେବୀ ନିଜକୁ ଷ୍ଟାର ବୋଲି ପ୍ରମାଣିତ କରିଥିଲେ ।
ଆଜି ଆମେ ଏଭଳି କିଛି କଳାକାରଙ୍କ ବିଷୟରେ ଜାଣିବା ଜିଏକି ପିଲା ଦିନେ ଷ୍ଟାର ଥିଲେ ମାତ୍ର ବଡ ହେଲା ପରେ ଫ୍ଲପ ହୋଇ ଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ମାନଙ୍କ ବିଷୟରେ ଜିଏକି ଏବେ ଫ୍ଲପ ଅଟନ୍ତି ।
୧- ପ୍ରଥମ ରେ ହେଉଛନ୍ତି ଯୁଗଲ ହଂସ ରାଜ । ତେବେ ନୀଳ ଆଖି ଓ ସୁନ୍ଦର ଚେହେରା ଥିବା ପରେବୀ ସେ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରି ନଥିଲେ । ସେ ଜଣେ ଶିଶୁ କଳାକାର ଭାବେ ନିଜର କାମ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି “ମାସୁମ” । ସେଥିରେ ଲୋକ ପ୍ରିୟତା ପାଇଥିଲେ ବି ସେ ବଡ ହେଲା ପରେ ଆଉ ସଫଳ ହୋଇ ନାହାନ୍ତି ।
୨- ଦ୍ଵିତୀୟ ରେ ହେଉଛନ୍ତି କୁନାଲ ଖେମୁ । ଏହି ଅଭିନେତା ପିଲା ଦିନେ ” ରାଜା ହିନ୍ଦୁସ୍ଥାନୀ ” ,”ଜୁଡବା”, “ଭାଇ” ରେ କାମ କରିଥିଲେ । ତାଙ୍କୁ ଅନେକ ପସନ୍ଦ ବି କରା ଯାଇ ଥିଲା ବଡ ବେଳେ ତାଙ୍କୁ କାମ ମିଳିଥିଲେ ବି ପସନ୍ଦ କରିନଥିଲେ ଦର୍ଶକ । ସେ ‘ଗୋଲମାଲ’, ‘ଢୋଲ’ ଆଦିରେ ମଧ୍ୟ ନଜର ଆସିଥିଲେ ।
୩- ତୃତୀୟ ରେ ହେଉଛନ୍ତି ହଂସିକା ମୋଟବାନି । ହଂସିକା ସାଉଥର ଗୋଟେ ନା ଥିବା କଳାକାର ମାତ୍ର ବଲିଉଡରେ ସେ କିଛି ଭଲ ସଫଳତା ପାଇ ନଥିଲେ । ତାଙ୍କୁ ପିଲା ଦିନେ ଫିଲ୍ମ ” କୋଇ ମିଲ ଗୟା”,”ହବା”,”ଜାଗୋ” ରେ ଦେଖିବାକୁ ମିଳିଥିଲା । ତାଙ୍କୁ ଦର୍ଶକ ଭଲ ପାଇଥିଲେ ଏହି ଫିଲ୍ମ ରେ ।
୪- ଚତୁର୍ଥ ରେ ହେଉଛନ୍ତି ଅଫତାବ ଶିବଦାସାନି – ଏହି ହିରୋ “ମିଷ୍ଟର ଇଣ୍ଡିଆ” ରେ କାମ କରିଥିଲେ ଏହା ଛଡା ସେ ‘ଚାଲ ବାଜ’ ‘ସେହଁଶହଁ’ ମାତ୍ର ସେ ବଲିଉଡରେ ନିଜର ଫିଲ୍ମ ପାଇ ଜଣା ଥିଲେ ବି ସେ ଫ୍ଲପ ଅଟନ୍ତି । ସେ “୧୯୨୦’, ‘ମସ୍ତି’,’ଗ୍ରାଣ୍ଡ ମସ୍ତି’ ଆଦି ସିନେମା ରେ ଦେଖିବାକୁ ମିଳି ଛନ୍ତି ।
୫- ପଞ୍ଚମ ରେ ହେଉଛନ୍ତି ସନା ସଇଦ । ତେବେ ଏହି ଅଭିନେତ୍ରୀ “କୁଛ କୁଛ ହୋତା ହେ ” ରେ କାମ କରି ଭଲପାଇବା କମେଇଥିଲେ । ବଡ ହେଲା ପରେ ତାଙ୍କୁ କିଛି ଭଲ କାମ ମିଳିନୀ ବଲିଉରେ । ସେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ରେ ଦେଖିବାକୁ ମିଳିଥିଲେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।