KK ଙ୍କ ଲଭ ଷ୍ଟୋରି, ସ୍କୁଲରୁ ପ୍ରେମ ପରେ ବିବାହ, ନିଜେ Kapil Sharma ସୋ ରେ କହିଥିଲେ ଏମିତି…ଶୁଣିଲେ ଭିଜିବ ଆପଣଙ୍କ ଆଖି

ସାରା ଜୀବନ ପାଇଁ ହାତ ଧରିବା ପାଇଁ କହିଥିଲେ ମାତ୍ର ସମୟରେ ଚାଲି ଯାଇଥିଲା କେକେ ଙ୍କ ଜୀବନ । କଥା ଅଧାରେ ରଖିକି ଚଳାଇ ଯାଇ ଛନ୍ତି କେକେ । ନିଜ ପତ୍ନୀ ଙ୍କୁ ସେ ସ୍କୁଲ ବେଳୁ ଭଲ ପାଇ ଥିଲେ ତାଙ୍କ ଛଡା ଆଉ କେହି ଜୀବନରେ ଆସି ନଥିଲା କି ସେ ଆଉ କାହା ପାଇଁ ଏତେ ଚିନ୍ତା ମଧ୍ୟ କରୁ ନଥିଲେ । ନିଜ ଜୀବନ ସମୟ ମଧ୍ୟରେ ପ୍ରାୟ 700 କିମ୍ବା ତା ଠାରୁ ଅଧିକା ଗୀତ ଗାଈ ଥିଲେ କେକେ । କିନ୍ତୁ ସେ ନିଜ ଜୀବନ ରେ କଣ ଚାଲିଛି ତାକୁ ସମାଜ ପାଖରୁ ଦୂରେଇ ରଖି ଥିଲେ ।

କେକେ ଅନେକ ଅଲଗା ଅଲଗା ଭାଷାରେ ମଧ୍ୟ ଗୀତ ଗାଈ ଛନ୍ତି । କେକେ ହେଉଛନ୍ତି ଜଣେ ଏହି ଭଳି ଲୋକ ଯିଏ କି ସାଧାରଣ ଜୀବନ ବଞ୍ଚିବା ପାଇଁ ଭଲ ପାନ୍ତି । ତାଙ୍କ ଜନ୍ମ ରାଜସ୍ଥାନ ରେ ହୋଇ ଥିଲା ମାତ୍ର ସେ କେବଳ ସେହି ଜାଗର ବାସିନ୍ଦା ନୁହଁନ୍ତି ସେ ଟଣକ ପରିବାର ସହ ଦିଲ୍ଲୀ ରେ ଆସିକି ରହୁଥିଲେ ।

ସେ ବମ୍ବେ ରେ ଆସିକି ରହିବାର 10 ବର୍ଷ ଉପରେ ହୋଇ ଗଲାଣି । କିନ୍ତୁ ଦେଖିବା ପାଇ ଯିବା ତ କେକେ ନିଜକୁ ସବୁ ବେଳେ ବାହାଦୁର ଭାବେ ପରିଚିତ କରାଇ ଥାନ୍ତି । ସେ ସବୁ ବେଳେ ନିଯକୂ ଏକ ସାଧାରଣ ଭାବେ ପରିଚିତ କରାଇବା ପାଇଁ ଭଲ ପାଇ ଥାନ୍ତି ଜାତି ଧର୍ମ ନିର୍ବିଶେଷ ରେ ସେ ଏକ ମାନବ ବୋଲି ନିଜକୁ ଭାବି ଥାନ୍ତି । କେକେ ତାଙ୍କର ପିଲା ଦିନ ସାଙ୍ଗ କୁ ବିବାହ କରିଥିଲେ ।

କେକେ ଖୁବ କମ ବୟଶ ରେ ପ୍ରେମ ରେ ପଡିଥିଲେ ମାତ୍ର ୬ ଷ୍ଠ ଶ୍ରେଣୀରେ ପଢିବା ବେଳେ ସେ ପ୍ରେମ ରେ ପଡି ଯାଇ ଥିଲେ ଜ୍ୟୋତିଙ୍କ ସହ । ପ୍ରେମର ମାନେ ଠିକ ଭାବେ ଜାଣି ନଥିଲେ ଭି ଜ୍ୟୋତିଙ୍କ ପାଇଁ ଥିଲା ତାଙ୍କ ମନରେ ବହୁତ ସ୍ନେହ ଯାହା ଆଗକୁ ଯାଇକି ତାଙ୍କ ପାଇଁ ପ୍ରେମ ର ବାଟ ଦେଖାଇ ଥିଲା । ପିଲା ଦିନରୁ କେକେ ନିଜ ଜୀବନ ସାଥି ଜ୍ୟୋତିଙ୍କ ଛଡା ଭୁଲ ରେ ଭି ଆଉ କାହା କଥା ଭାବି ନଥିଲେ ବୋଇଲି କପିଲ ଶର୍ମା ସୋ ରେ କହିଥିଲେ ।

ସେ ପିଲା ଦିନର ପ୍ରେମ କୁ ୧୯୯୧ ରେ ବିବାହ ର ରୂପ ନେଇ ଥିଲା । ବିବାହ ର ବେଳେ ତାଙ୍କ ଚାକିରି ନଥିଲା ସେଇ ପାଇଁ ସେ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ । ମାତ୍ର ବିବାହ ର ୬ ମାସ ପରେ ଏହି ଚାକିରି ରୁ ତାଙ୍କ ମନ ଛାଡି ଯାଇ ଥିଲା । ଏହା ପରେ ଚିନ୍ତାରେ ରହୁଥିବା କେକେ ଙ୍କ ଜ୍ଯୋତି ସାଜି ଥିଲେ ସାହାରା ।

ଏହା ପରେ କେକେ ଏହି ଭଳି ଏକ ବାଟ କାଢି ନେଲେ ନିଜ ପାଇଁ ଯାହା ବିଦ୍ଧି ନିର୍ଦ୍ଧିଷ୍ଟ ଥିଲା । ଏହା ଥିଲା ସଙ୍ଗୀତ ର ବାଟ । ସେ ନିଜ ପାଇଁ ଏକ କି ବୋର୍ଡ କିଣିଥିଲେ ଓ ନିଜ ସାଙ୍ଗ ଶିବନୟ କଶ୍ୟପ ଓ  ସାଇବଲ ବାସୁ ଙ୍କ ସହ ମିଶି ଯିଙ୍ଗିଳ ପ୍ରସ୍ତୁତ କରି ଥିଲେ । ଏହା ଦ୍ଵାରା ବହୁତ ପଇସା ମଧ୍ୟ କମେଇ ଥିଲେ ସେମାନେ ମାତ୍ର ଏହା ତାଙ୍କୁ ସନ୍ତୁଷ୍ଟ ଦେଇ ନଥିଲା । ଯାହା ସେ ଖୋଜୁଥିଲେ ତାହା ଦିଲ୍ଲୀରେ ନୁହେଁ ବମ୍ବେ ରେ ଥିଲା ସେଇ ପାଇଁ ସେ ମୁନବାଇ ଆସିଲେ ।

“ହମ ବୋ ଗଲିଆ” ଗୀତ ଗାଇ ଥିଲେ ଏହା ପରେ ସେ ଆହୁରି ଅନେକ ଆଲବମ ମଧ୍ୟ ଗାଇ ଥିଲେ ଯାହା ଦ୍ଵାରା ସେ କେକେ ନାମରେ ପ୍ରଶିଦ୍ଧ ହୋଇ ଯାଇ ଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ । ମାତ୍ର ଆଜି ତାଙ୍କ ସ୍ଵର ଆଜି ଥମି ଯାଇଛି ଚିର ଦିନ ପାଇଁ । ତାଙ୍କ ଦେହାନ୍ତ ରେ ସବୁ ଲୋକମାନେ ସ୍ତବ୍ଧ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *