ସବୁଠୁ ଅଧିକ ଧନୀ ଅଟନ୍ତି Bollywood ର ଏହି Actress, ଘରେ ଅଛି 30 କୋଟି ଟଙ୍କାର ପ୍ରାଇଭେଟ ଜେଟ ଓ 100 କୋଟି ଟଙ୍କାର ଗାଡି

ନମସ୍କାର ବନ୍ଧୁଗଣ ତେବେ ଜୀବନରେ ଏକ ଭଲ ସ୍ତରରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ କରିବା ନିହାତି ଦରକାର । ବହୁତ କମ ଲୋକ ଏପରି ଅଛନ୍ତି ଯେଉଁମାନେ କୌଣସି ପରିଶ୍ରମ ନକରି ମଧ୍ୟ ବସି-ବସି ସବୁକିଛି ମିଳି ଯାଉଛି । ବଲିଉଡରେ ଏଭଳି ଅନେକ ଅଭନେତ୍ରୀ ମାନେ ଅଛନ୍ତି, ଯେଉଁମାନେ ସୁନ୍ଦର ହୋଇଥିବା ସହ ପ୍ରତିଭା ସର୍ମ୍ପନ୍ନ ମଧ୍ୟ ଅଟନ୍ତି । ଏହି ଅଭନେତ୍ରୀ ମାନଙ୍କ ଅଭିନୟକୁ ଏବଂ ସେମାନଙ୍କ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରନ୍ତି ।

ଏହି ଅଭନେତ୍ରୀ ମାନେ ନିଜର ପରିଶ୍ରମ ଫଳରେ ଆଜି ଏପରି ସ୍ତରରେ ପହଞ୍ଚି ଯାଇଛନ୍ତି ଯେ, ବଲିଉଡର ସବୁଠାରୁ ଲୋକପ୍ରିୟ ଏବଂ ଧନୀ ଅଭନେତ୍ରୀ ମାନଙ୍କ ମଧ୍ୟରେ ଏମାନଙ୍କର ନାମକୁ ଗଣତି କରାଯାଉଛି । କିନ୍ତୁ ବଲିଉଡରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି; ଯାହାଙ୍କ ପାଇଁ ଅତୀତରେ ଫିଲ୍ମ ଦୁନିଆରେ ନିଜର ସ୍ଥାନ ତିଆରି କରିବା ସହଜ ହୋଇନଥିଲା । ବହୁତ ପରିଶ୍ରମ ପରେ ଏହି ଅଭିନେତ୍ରୀ ବଲିଉଡରେ ଏକ ସଫଳ ସ୍ତର ଲାଭ କରି ପାରିଛନ୍ତି।

ତେବେ ବିଗ ବସ”ରେ ଏହି ଅଭିନେତ୍ରୀ ଜଣକ ଯେତେବେଳେ ପ୍ରତିଯୋଗିତା ଆରମ୍ଭ କରିଥିଲେ ସେତେବେଳେ ଲୋକଙ୍କ ଦୃଷ୍ଟିରେ ତାଙ୍କର ପରିଚୟ ଭଲ ନଥିଲା । କିନ୍ତୁ ଧୀରେ-ଧୀରେ ସେ ସମସ୍ତଙ୍କ ହୃଦୟରେ ବସି ଗଲେ । ଆପଣମାନେ ବୁଝି ପାରିଥିବେ ଯେ, ଆମେ କେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ । ଆମ ସମସ୍ତଙ୍କର ପ୍ରିୟ ବେବି ଡଲ ସନି ଲିଅନଙ୍କ ବିଷୟରେ ଆମେ କଥା ହେଉଛୁ । ସନି ଲିଅନ ଆଜି ବଲିଉଡର ଏକ ଉଚ୍ଚକୋଟିର ନାୟିକା ଅଟନ୍ତି ।

ଆଜି ତାଙ୍କର ନାମ ଉଚ୍ଚତ୍ତମ ବେତନଗ୍ରାହୀ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ସନି ବଲିଉଡକୁ ଆସିବାର ଅଳ୍ପ କିଛି ବର୍ଷ ହୋଇଛି ଏବଂ ଏହି ବର୍ଷ ଗୁଡିକରେ ସେ ବଲିଉଡର ରାଣୀ ହୋଇ ସାରିଛନ୍ତି । ଆଜି ତାଙ୍କର ନାମ ବଲିଉଡରେ ସବୁଠାରୁ ଧନୀ ଅଭନେତ୍ରୀ ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ ।

ତେବେ ବିଗ ବସ”କୁ ଆସିବା ପୂର୍ବରୁ ସନି ଏଡ଼ଲଟ ଫିଲ୍ମରେ କାମ କରୁଥିଲେ । କିନ୍ତୁ “ବିଗ ବସ” ତାଙ୍କର ଜୀବନକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରିଦେଇ ଥିଲା । “ବିଗ ବସ” ପରେ ତାଙ୍କୁ ଫିଲ୍ମରେ ପ୍ରସ୍ତାବ ଆସିବାକୁ ଲାଗିଲା । ସେ ନିଜର ଫିଲ୍ମ କ୍ୟାରିୟର ୨୦୧୨ ମସିହାରେ ଫିଲ୍ମ ‘ଜିସମ’ରୁ ଆରମ୍ଭ କରିଥିଲେ । ଏହାପରେ ସେ ‘ରାଗିନି ଏମଏମଏସ ୨ ‘ଏକ ପେହେଲି ଲିଲା’ ଏବଂ ‘ୱାନ ନାଇଟ ଷ୍ଟେଣ୍ଡ’ ଭଳି ଫିଲ୍ମରେ ଦେଖା ଦେଇଥିଲେ ।

ଏହି ଫିଲ୍ମଗୁଡିକ ବକ୍ସ ଅଫିସରେ ଅସଫଳ ହୋଇଥିଲା କିନ୍ତୁ ଏହି ଫିଲ୍ମ ପରେ ସେ ତାରକା ହୋଇ ଯାଇଥିଲେ । ବର୍ତ୍ତମାନ ଆଇଟମ ନମ୍ବର ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ସନି ଅଟନ୍ତି।
ତେବେ ସନି ନିଜର ପତି ଡାନିଏଲ ବେୱର ଏବଂ ନିଜର ଦୁଇ ପୁଅ ଏବଂ ପୋଷ୍ୟ କନ୍ୟା ସହ ଏକ ସୁଖମୟ ଜୀବନ ବିତାଉଛନ୍ତି । ସନି ବର୍ତ୍ତମାନ ୪୦୦କୋଟିର ମାଲିକାଣୀ ଅଟନ୍ତି । ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଯାହାର ମୂଲ୍ୟ ୩୦ କୋଟି ଏବଂ ୧୦୦ କୋଟିରୁ ଉର୍ଦ୍ଧ୍ଵ ଗାଡି ଗୁଡିକର କଲଲେକ୍ସନ ଅଛି ।

ଏହି କାରଣ ଯୋଗୁଁ ସେ ଆଜି ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ ଅଟନ୍ତି।ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *