ଶ୍ରଦ୍ଧାଞ୍ଜଳି କଲା ଚାଞ୍ଚଲ୍ୟକର ଖୁଲାସା, କହିଲା ‘ବୋକା ଥିଲା ଜଗବନ୍ଧୁ, ଅର୍ଚ୍ଚନା ସହ ଖେଳ କରୁଥିଲା ଖଗେଶ୍ଵର, ଦୁହେଁ ଏକାଠି…’

ବନ୍ଧୁଗଣ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଏବେ ଇଡି କରୁଛି ଆଉ ଏହି ମାମଲାଟି ଏବେ ଏକ ନୂଆ ମୋଡ ନେଇଛି । ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଏକ ବଡ ଖୁଲାସା କରିଛି ବୋଲା ଥିଲା ଜଗବନ୍ଧୁ ଅର୍ଚ୍ଚନା ଆଉ ଖଗେଶ୍ଵର କରୁଥିଲେ ଖେଳ । ଅର୍ଚ୍ଚନାର ବୁଢିଆଣୀ ଜାଲକୁ ଭଲ ଭାବରେ ବୁଝି ପାରୁ ଥିଲା ଖଗେଶ୍ଵର । କିନ୍ତୁ ଜାଣି ପାରୁ ନଥିଲା କିଛି ବି ତା ସ୍ଵାମୀ ଜଗବନ୍ଧୁ । ଆଉ ଯେଉଁଥି ପାଇଁ ଅର୍ଚ୍ଚନା ଆଉ ଖଗେଶ୍ଵର ମିଶିକି ଖେଳ କରୁଥିଲେ ।

ଆଜି ଅର୍ଚ୍ଚନାଙ୍କ ଶେଷ ରିମାଣ୍ଡ ଦିନରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ଶ୍ରଦ୍ଧାଞ୍ଜଳି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଶ୍ରଦ୍ଧାଞ୍ଜଳି କହିଛି, ଜଗବନ୍ଧୁ ତ ବୋକା ଥିଲା ଖେଳ କରୁଥିଲେ ଅର୍ଚ୍ଚନା ଆଉ ଖଗେଶ୍ଵର । ଖଗେଶ୍ଵର ହିଁ ବୁଝି ପାରୁଥିଲା କେମିତି କଣ କେଉଁ ଜାଗାରେ ସେଟିଂ କରିବାକୁ ପଡେ । କାହିଁକି ନା ଅର୍ଚ୍ଚନାର ଯେଉଁ ଷାତିର ଦିମାଗ ଥିଲା ଜଗବନ୍ଧୁ ତାହା କିଛି ବି ବୁଝି ପାରୁ ନଥିଲା ।

କିନ୍ତୁ ସବୁ କିଛି ଇସାରା ଜାଣି ପାରୁଥିଲା ଖଗେଶ୍ଵର । ତେବେ ଖଗେଶ୍ଵର ଆଉ ଅର୍ଚ୍ଚନା ନାଗ ହିଁ ମିସିକି ଲିଷ୍ଟ ତିଆରି କରୁଥିଲେ । ଏହା ପରେ ଖଗେଶ୍ଵର ଜାଗା ଫିଟ କରୁଥିଲା ଆଉ ଜାଗାରେ କ୍ୟାମେରା ଫିଟ କରୁଥିଲା । ଶ୍ରଦ୍ଧାଞ୍ଜଳି ତ କେବଳ ମୋହରା ଥିଲା । ଶ୍ରଦ୍ଧାଞ୍ଜଳି କହିଛି ଅର୍ଚ୍ଚନା ଆଗରେ ହିଁ ଏସବୁ କଥା । ଅର୍ଚ୍ଚନା ନିର୍ଦ୍ଦେଶରେ ଶ୍ରଦ୍ଧାଞ୍ଜଳି ଲୋକ ମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲା ।

ଆଉ ଏହା ସହ ତାଙ୍କୁ ଡାକୁ ଥିଲା କେଉଁ ଏକ ଦୁର୍ବଳ ମୂହୁର୍ତ୍ତରେ । ଆଉ ଏହା ପରେ ଆରମ୍ଭ ହେଉଥିଲା ସେକ୍ସ ଖେଳ । ଆଉ ଏସବୁର ରେକର୍ଡିଙ୍ଗ କରୁଥିଲା ଖଗେଶ୍ଵର । ଖଗେଶ୍ଵର କ୍ୟାମେରା ରେ ରେକର୍ଡ କରିବା ପରେ ଅର୍ଚ୍ଚନା ସେ ସମସ୍ତଙ୍କ ସହ ଟଙ୍କା ଡିଲ କରୁଥିଲା ଯେଉଁ ମାନେ ତାର ନାଗ ଫାଶରେ ଫଶି ଛନ୍ତି । ତେବେ ମୂଳ କଥାଟି ଥିଲା ଯେତେବେଳେ ଅର୍ଚ୍ଚନା ନିଜେ ସବୁ ଟଙ୍କା ନେଇ ଯାଉଥିଲା ଆଉ ମାତ୍ର କିଛି ଟଙ୍କା ହିଁ ଦେଉଥିଲା ଶ୍ରଦ୍ଧାଞ୍ଜଳିଙ୍କୁ ।

ଆଉ ଏଥିପାଇଁ ଆରମ୍ଭ ହୋଇଥିଲା ଫାଟ । ଅର୍ଚ୍ଚନା ଆଉ ଖଗେଶ୍ଵର ମଧ୍ୟରେ କେବେବି ଶକ୍ତିଶାଳୀ ନଥିଲା ଶ୍ରଦ୍ଧାଞ୍ଜଳି । ତେଣୁ ସେ ସମୟକୁ ଅପେକ୍ଷା କରି ଅର୍ଚ୍ଚନାଙ୍କୁ ରାସ୍ତାକୁ ଆଣିବା ପାଇଁ ପ୍ଳାନ କରିଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *