ବିଶ୍ଵର କେଉଁ ଦେଶରେ କେବଳ ପୁରୁଷ ଅଛନ୍ତି ? Funny quiz

ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।

1- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର;- ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ଡଃ ରାଜେନ୍ଦ୍ର ପ୍ରସାଦ ।

2- ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ଥିଲେ ?

ଉତ୍ତର;- ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ହେଉଛି ପଣ୍ଡିତ ଜବାହାର ଲାଲ ନେହେରୁ ।

3- ଭାରତର ପ୍ରଥମ ନୋବେଲ ପୁରଷ୍କାରର ବିଜେତା କିଏ ?

ଉତ୍ତର;- ରବୀନ୍ଦ୍ର ନାଥ ଟାଗୋର ହେଉଛନ୍ତି ଭାରତର ପ୍ରଥମ ନୋବେଲ ପୁରଷ୍କାରର ବିଜେତା ।

4- ରାତ୍ରୀ ସମୟରେ ଗଛ ମୂଳରେ ଶୋଇବା ନାହିଁ କହିକି ?

ଉତ୍ତର;- ରାତ୍ରୀ ସମୟରେ ଗଛ ଶ୍ଵାସକ୍ରିୟାରେ ଅଙ୍ଗାରକାମ୍ଳ ଗ୍ଯାସ ଛାଡିଥାଏ । ଯାହାକି ସ୍ଵାସ୍ଥ ପକ୍ଷେ କ୍ଷତିକାରକ ଅଟେ ।

5- ପ୍ରଥମେ ବିଜୁଳୀ ଦେଖାଦିଏ ପରେ ଘଡଘଡି ଶବ୍ଦ ଶୁଭେ କାହିଁକି ?

ଉତ୍ତର;- ଆଲୋକର ବେଗ ଶବ୍ଦର ବେଗ ଠାରୁ ବହୁତ ଅଧିକ ହୋଇଥିବାରୁ ପ୍ରଥମେ ବିଜୁଳୀ ଓ ପରେ ଘଡଘଡି ଶୁଭେ ।

6- କିରୋସିନ ଜଳରେ ଭାସେ କାହିଁକି ?

ଉତ୍ତର;- କିରୋସିନୀର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ ହୋଇଥିବାରୁ କିରୋସିନୀ ଜଳରେ ଭାସିଥାଏ ।

7- C.I.D ର ଫୁଲ ଫର୍ମ କଣ ହୋଇଥାଏ ?

ଉତ୍ତର;- Criminal Investigation Department ।

8- I.A.S ର ଫୁଲ ଫର୍ମ କଣ ହୋଇଥାଏ ?

ଉତ୍ତର;- Indian Administrative Service ।

9- ବିଶ୍ଵର କେଉଁ ଦେଶରେ କେବଳ ପୁରୁଷ ଅଛନ୍ତି ?

ଉତ୍ତର;- ୟୁରୋପ ମହାଦେଶର ଭାଟିକାନ ନଗରୀରେ କେବଳ ପୁରୁଷ ଅଛନ୍ତି ।

10- ଭାଟିକାନ ନଗରୀର ଲୋକ ସଂଖ୍ୟା କେତେ ?

ଉତ୍ତର;- ଭାଟିକାନ ନଗରୀର ଲୋକ ସଂଖ୍ୟା ହେଉଛନ୍ତି 1 ହଜାର ।

11- କେଉଁ ଫଳର ଚୋପା ନାହିଁ କିମ୍ବା ମଞ୍ଜି ନାହିଁ ?

ଉତ୍ତର;- ଚୋପା କି ମଞ୍ଜି ନଥିବା ଫଳଟି ହେଉଛି ତୁତ୍ କୋଳି (Mulberry) ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ପୋଷ୍ଟଟି ଆପଣ ମାନଙ୍କୁ ଭାଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *