ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଅକାଉଣ୍ଟକୁ ଆସିବ କେତେ ଲକ୍ଷ ଟଙ୍କା ?

ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଲେ ବଡ ଘୋଷଣା ! ସ୍ଵାଭିମାନର ସହ ବଞ୍ଚିବେ ନିଜ ଗୋଡରେ ନିଜେ ଛିଡା ହେବେ । ମହିଳା ମାନଙ୍କର ସମ୍ମାନ, ସ୍ଵାଭିମାନ ଓ ଆତ୍ମସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଯାହା ଫଳରେ ମହିଳା ମାନେ ଏବେ ନିଜ ଗୋଡରେ ନିଜେ ଛିଡା ହୋଇପାରିବେ । ଆଉ କାହାକୁ ମହିଳା ମାନଙ୍କୁ ହାତ ପତାଇବାକୁ ପଡିବ ନାହିଁ । କାରଣ ମହିଳା ମାନଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି ।

ସେ ହଜାର କି ଦୁଇ ହଜାର ନୁହେଁ । ଏକାସାଥୀରେ 10 ଲକ୍ଷ ଟଙ୍କା ମହିଳା ମାନଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି । ଯାହା ଫଳରେ ଘରର ମହିଳା ମାନେ ଆର୍ଥିକ ରୂପେ ସୁଦୃଢ ହୋଇପାରିବେ । ମହିଳା ମାନଙ୍କ ସୁରକ୍ଷା ପାଇଁ ଶର୍କର ଏଭଳି ଏକ ଘୋଷଣା କରିଛନ୍ତି । ଯାହାକି ଦୈନଦିନ ଜୀବନରେ ଏହା ସହାୟକ ଅନେକ ସହାୟତା କରିପାରିବ । ବର୍ତ୍ତମାନ ସରକାରଙ୍କ ଏଭଳି ଘୋଷଣା ପାଇଁ ମହିଳା ମାନଙ୍କୁ ଅଧିକ ଦରଦାମ ବୃଦ୍ଧି ନେଇ ଚିନ୍ତା ବଢିବ ନାହିଁ ।

ଦୂର ହେବ ଦାରିଦ୍ର ହସି ଉଠିବାକୁ ଯାଉଛି ଆମ ଓଡିଶା । ତେବେ ଏଭଳି କିଛି କଥାର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ରାଜ୍ୟର ବିକାଶ ସବୁବେଳେ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଶଶକ୍ତ କରିବାର ଏହା ହେଉଛି ଆଉ ଏକ ନୂଆ ପ୍ରୟାସ । ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିର ମାଆ ମାନଙ୍କୁ ବଡ ଉପହାର ଭେଟି ଦେଇଛନ୍ତି ।

ଏବେ ବିନା ସୁଧରେ ମହିଳାଙ୍କୁ ମିଳିବ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ । ଯେଉଁ ମାନେ ପୂର୍ବରୁ ରୁଣ ବାବଦକୁ ସୁଧ ଭରିଥିବେ । ସେମାନଙ୍କୁ ସୁଧ ଟଙ୍କା ମଧ୍ୟ ଫେରସ୍ତ କରାଯିବ । ଏ ବାବଦରେ 145 କୋଟି ତାଙ୍କର ସୁଧ ଫେରସ୍ତ କରାଯିବ । ସେହିପରି ୟୁନିଫର୍ମ ଓ ବ୍ଲେଜର ପାଇଁ ସତୁରୀ  ଲକ୍ଷ ମହିଳା ଦେଢ ଲକ୍ଷ ମିଶନ ଶକ୍ତିର ଲିଡରକୁ 730 କୋଟି ଟଙ୍କା ର ଆର୍ଥିକ ସହାୟତା ଦିଆଯିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଟିଏ କରନ୍ତୁ ।

Leave a Reply

Your email address will not be published. Required fields are marked *