0 ଟଙ୍କାରେ ମିଳୁଛି i Phone, କେବଳ ଆଧାର କାର୍ଡ ଓ ପ୍ୟାନ କାର୍ଡ ଦେଇ ଆପଣ ନେଇପାରିବେ i Phone, କେଉଁଠି ଓ କିପରି ମିଳୁଛି, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସମସ୍ତେ ମୋବାଇଲ ପାଇଁ ପାଗଳ । ଛୋଟ ହେଉ କିମ୍ବା ବଡ଼ ତାଙ୍କ ହାତରେ ମୋବାଇଲ ରହିବା ନିହାତି ଜରୁରୀ ହୋଇପଡିଛି । ଏହା ଛଡା ନିଜର ଛୋଟ ଛୋଟ ଜିନିଷ ସେ ଜିନିଷ କିଣା ହେଉ କିମ୍ବା କାହାକୁ କୌଣସି ସମ୍ବାଦ ଦେବାର ହେଉ କିଛି ମିନିଟରେ ହୋଇ ଯାଉଛି ଏହି ଫୋନ ମାଧ୍ୟମରେ ରେ ତେବେ ସେଥିପାଇଁ ଲୋକମାନେ ଖୁବ ଆକର୍ଷିତ ମଧ୍ୟ ହେଉଛନ୍ତି ଏହି ଫୋନ ଉପରେ ତେବେ ବର୍ତ୍ତମାନ ସମୟରେ ମୋବାଇଲ ବିନା କୌଣସି କାମ ମଧ୍ୟ ହୋଇ ପାରୁ ନାହିଁ ।

ସବୁ କାମ ଅଧୁରା ରହି ଯାଉଛି ତେଣୁ ମୋବାଇଲ ବର୍ତ୍ତମାନ ଯୁଗ ଏବଂ ସମୟରେ ଅତ୍ୟାବଶ୍ୟକ ଅଟେ । ତେବେ ଏହା ଛଡା ହାତରେ ଯେତେବେଳେ ଆଇଫୋନ ଆସିଯାଏ ସେତେବେଳେ ଲୋକଙ୍କ ଖୁସି କହିଲେ ନ ସରେ ତେବେ ମହଙ୍ଗା ଫୋନ ନେବାକୁ ସମସ୍ତଙ୍କୁ ପସନ୍ଦ ସେ ହୁଏତ ଶୋଅଫ ପାଇଁ ହେଉ କିମ୍ବା ନିଜର ବ୍ୟବହାର ପାଇଁ । କିନ୍ତୁ ମହଙ୍ଗା ଫୋନ କିଣିବା ପାଇଁ ସେହି ହିସାବରେ ଆର୍ଥିକ ଅବସ୍ଥା ମଧ୍ୟ ଠିକ ରହିବା ଆବଶ୍ୟକ ଅଟେ ।

ତେବେ ଆଇଫୋନ ର ଦାମ ବହୁତ ଅଧିକ ଥାଏ ତେଣୁ ଲୋକମାନେ ତାକୁ କିଣିବା ପାଇଁ ଟିକେ ପଛ ଘୁଞ୍ଚା ଦିଅନ୍ତି । କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ରେ ଜଣେ ମୋବାଇଲ ଦୋକାନୀ ୦ ଟଙ୍କା ରେ ମୋବାଇଲ ଦେଉଛନ୍ତି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ ଆପଲ୍ ନିକଟରେ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଛି ।

ଆଇଫୋନ୍ ୧୪ ସିରିଜ୍ ଅଧୀନରେ କମ୍ପାନି ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଲଞ୍ଚ କରିଛି । ଏହି ସବୁ ଫୋନର ମୂଲ୍ୟ ଅଧିକ ରହିଥିବା ବେଳେ କିଛି ଲୋକ ଚାହିଁବି ଏହାକୁ କିଣିପାରୁ ନାହାନ୍ତି । ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ବାହାର ଦେଶରୁ ବିଭିନ୍ନ ଡିଭାଇସ ଆଣି ଏହାକୁ ଭାରତରେ ଆସେମ୍ବଲ କରାଯିବ ।

ଆପଲ୍ ଏକ ବିବୃତିରେ କହିଛି ଯେ, ଆଇଫୋନ୍ ୧୪ ଲାଇନ୍ଅପ୍ ଗ୍ରାଉଣ୍ଡବ୍ରେକିଂ ଟେକ୍ନୋଲୋଜି ଏବଂ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଲଞ୍ଚ କରାଯାଇଛି । ଭାରତରେ ଆଇଫୋନ୍ ୧୪ଉତ୍ପାଦନ କରିବାକୁ ନେଇ ଆମେ ଅତ୍ୟଧିକ ଉତ୍ସାହିତ । ତେବେ ଏହା ଛଡା ବର୍ତ୍ତମାନ ଭୁବନେଶ୍ୱର ଜୟଦେବ ବିହାର ରେ ଜଣେ ମୋବାଇଲ ଦୋକାନ ରେ ବିଭିନ୍ନ ପ୍ରକାରର ଫୋନ ବିକ୍ରି ହେଉଛି ତେବେ ଆଇଫୋନ ୧୪ ମଧ୍ୟ ସେଠାରେ ବିକ୍ରି ହେଉଛି ଏବଂ ବିଭିନ୍ନ ରଙ୍ଗର ମଧ୍ୟ ନୀଳ,ନାଲି,ଧଳା ଆଦି ଛଅ ପ୍ରକାର ରଙ୍ଗରେ ଏହି ଫୋନ ମିଳୁଛି ।


ତେବେ ବର୍ତ୍ତମାନ ସେ ଏକ ଅଫର ଦେଇଛନ୍ତି ଯାହା ହେଉଛି କି ଆପଣ ଆଇଫୋନ କୁ ଇଏମଆଇ ଦେଇ କିଣି ପାରିବେ । ତେବେ ଆପଣ କେବଳ ନିଜର ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ନେଇକି ଆସନ୍ତୁ ଏବଂ ୦ ଟଙ୍କାରେ ମୋବାଇଲ ନେଇକି ଯାଇ ପାରିବେ । ତେବେ ଆପଣଂକୁ ୨୪ ମାସ ଭିତରେ ନିଜର ଇଏମଆଇ ଭରିବାର ଅଛି ଏହାଛଡା ଆପଣଙ୍କ ଉପରେ ନିର୍ଭର କରେ ଆପଣ କ୍ୟାସ ଦେଇ ନେଇ ପାରିବେ କିମ୍ବା କ୍ରେଡିଟ କାର୍ଡ ଯୋଗେ ।

ଏହା ଛଡା ଆପଣଙ୍କ ମୋବାଇଲ ଇନ୍ସୁରାନ୍ସ ମଧ୍ୟ ହୋଇପାରିବ । ତେବେ ଆପଣଙ୍କ ମୋବାଇଲ ର କିଛି ବି ଅସୁବିଧା ହେଲେ ଆମେ ତାକୁ ସଜାଡିକି ଦେଇ ପାରିବୁ । ତେବେ ବନ୍ଧୁଗଣ ଆପଣ ବି ଆସନ୍ତୁ ଏବଂ ନିଜର ସ୍ୱପ୍ନର ଫୋନ ଆଇଫୋନ ୧୪ କୁ କିଣି ନେଇ ଯାଆନ୍ତୁ ତେବେ ଆର୍ଥିକ ସ୍ଥିତିକୁ ନଜରରେ ରଖି ଏହି ଭଳି ଅଫର ରଖା ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *