ବିଧବା ସାଜିଛି ରାଣୀ ମହୁମାଛି ! ଛୁଟୁଥିଲା ଗ୍ରାହକଙ୍କ ସୁଅ, ହଠାତ ମାଡି ବସିଲା ପୋଲିସ, ଆଉ ତା’ପରେ…

ବିଧବା ସାଜିଛି ରାଣୀ ମହୁ ମାଛି, ବିଧବା କରିଛି ବେଶ୍-ୟଆ ଳୟ । ଆଉ ଯାହା ପାଖକୁ ଆସୁଛନ୍ତି ବିଭିନ୍ନ ପ୍ରାନ୍ତରୁ ସୁନ୍ଦରୀ ଯୁବତୀ । ଆଉ ସେହି ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକ ଯୋଗାଡ କରେ ଏହି ବିଧବା ମହିଳା । ଆଉ ସେହି ସୁନ୍ଦରୀଙ୍କ ଫଟୋ ଦେଖାଇ ରେଟ ମୂଲଚାଲ କରାଏ । ରେଟ ଛିଣ୍ଡିଲା ପରେ ସିଧା ଘର ଭିତରକୁ ଯାଆନ୍ତି ଗ୍ରାହକ କାମ ସାରି ରାଣୀ ମହୁ ମାଛି ହାତକୁ ବଢାଇ ଦିଅନ୍ତୁ ଟଙ୍କା ।

ହଁ ଦର୍ଶକ ବନ୍ଧୁ ଏମିତି କିଛି କାର୍ଣ୍ଣମା ଚାଲି ଥିଲା ମୟୂରଭଞ୍ଜ ଜିଲ୍ଲା କପ୍ତିପଦ ଉପଖଣ୍ଡର ଉଦଳା ବିଜ୍ଞାପିତ ଅଞ୍ଚଳ ନାଗପାଳ 11 ନମ୍ବର ୱାର୍ଡ ନାଗପାଳ ପେଟ୍ରୋଲ ପମ୍ପ ସାମ୍ନା ଗଳିରେ । ଯେଉଁଠି ଦୀର୍ଘ ଦିନ ହେବ ବିଧବା ଖୋଲି ଥିଲା ବେଶ୍-ୟଆ ଳୟ । ଯେଉଁଠି ଦୀର୍ଘ ଦିନ ହେବ ବିଧବା କରୁଥିଲା deha ବେପାର ।

ବାହାର ରାଜ୍ୟ କଲିକତା ଏବଂ ଅନ୍ୟାନ୍ୟ ଜାଗାରୁ ଝିଅ ଆଣି ଏଠାରେ କୁଆଡେ ବିକୁ ଥିଲା deha । ଏମିତି କିଛି ଅଭିଯୋଗ ଆସିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ଆଉ ବୋଧ ହୁଏ ରାଣୀ ମହୁ ମାଛିକୁ ଆଗୁଆ ମିଳି ଯାଇଥିଲା ଖବର । ଖବର ପାଇବା ପରେ ରାଣୀ ମହୁ ମାଛି ନିଜ ଘରେ ରଖିଥିବା ମହୁ ମାଛିଙ୍କୁ କୁଆଡେ ଉଡାଇ ନେଇଥିଲା ।

ସୁନ୍ଦରୀ ଯୁବତୀଙ୍କୁ କୁଆଡେ ଫେରାର କରି ଦେଇଥିଲା । ଆଉ ତା ପରେ ପୋଲିସକୁ ନିଜେ ସାମ୍ନା କରିଥିଲା ଆଉ କହିଥିଲା ଏସବୁ କାର୍ଣ୍ଣମା ମୁଁ ନିଜେ କରୁଛି । ମୋ ଘରେ ମୋ ପୁଅ ଆଉ ମୁଁ ରହୁଛୁ ବଞ୍ଚିବା ପାଇଁ ମୁଁ ଏମିତି କରୁଛି ଏବଂ ପୋଲିସ ଯେତେବେଳେ ଘରେ ତଲାସ କରିଥିଲା ସେତେବେଳେ ଅନେକ ଆପତ୍ତି ଜନକ ଜିନିଷ ଜବତ କରିଥିଲା ପୋଲିସ ।

ଆଉ ଏହାକୁ ନେଇ ଉକ୍ତ ମହିଳା ଜଣକ କଣ କହୁଛନ୍ତି ଟିକେ ଭଲ କରି ଶୁଣି ନିଅନ୍ତୁ । ମହିଳା ଜଣକ କହିଛନ୍ତି, ଆମର ବି ପିଲା ଛୁଆ ଅଛି ଆମେ ବି ପାଠ ପଢିଛୁ । ଆମେ କିଛି ଭୁଲ କରିନୁ ଆମେ ନ୍ଯୁଜ ଦେଖୁଚୁ । ମୁଁ ନିଜେ କରେ ଏସବୁ ମୁଁ କାହିଁକି କାହା ନାମ କହିବି । ଏବେ ପୋଲିସ ସେହି ରାଣୀ ମହୁ ମାଛିକୁ ଅଟକ ରଖି ପଚରା ଉଚରା କରୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *