ଦେଖନ୍ତୁ କିପରି ବିବାହ ପରେ ଯାତ୍ରା ପେଣ୍ଡାଲରେ ଧମାଲ କଲେ ହିରୋଇନ Riya Dey

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ରିୟା ଦେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ରିୟା ଦେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ରିୟାଙ୍କ ବିବାହକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ରିୟା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିଛନ୍ତି । ତାଙ୍କ ସୁନ୍ଦରତା ଆଉ ତାଙ୍କ ଅଭିନୟକୁ ଦେଖିବା ପାଇଁ ସାରା ଓଡିଶାବାସୀ ବେସ ଅଧିକ ପସନ୍ଦ କରନ୍ତି । ଏମିତିରେ ରିୟା ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଓଡିଶାରେ ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ଗତ କିଛି ଦିନ ତଳେ ରିୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ରିୟାଙ୍କ ବିବାହ ଦେଖି ସାରା ଓଡିଶାବାସୀ ବହୁତ ଖୁସି ହୋଇଛନ୍ତି । ଏଠି ଆମେ କହି ରଖିବାକୁ ଚାହୁଁ ଯେ, ରିୟା ସୁନୀଲ ନାମକ ଏକ ଯୁବକଙ୍କ ସହ ପ୍ରେମ ବିବାହ କରିଛନ୍ତି । ଆଉ ତାଙ୍କ ବିବାହକୁ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଆସି ଯୋଗ ଦେଇଥିଲା ଆଉ ଅତି ଧୁମଧାମର ସହ ରିୟାଙ୍କ ବିବାହ ହୋଇଥିଲା ।

ବନ୍ଧୁଗଣ ରିୟା ଏବେ ଶାଶୁ ଘରେ ଅଛନ୍ତି ଆଉ ଏହାରି ମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ବିବାହ ପରେ ରିୟା ପ୍ରଥମ ଥର ପାଇଁ ଯାତ୍ରା ସ୍ଟେଜରେ ନଜର ଆସିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ରିୟା କିଭଳି ଯାତ୍ରା ସ୍ଟେଜରେ ଛିଡା ହୋଇ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ସେ ଯାତ୍ରା ସ୍ଟେଜରେ ଅତି ସୁନ୍ଦର ଡ୍ୟାନ୍ସ ପଦର୍ଶନ କରୁଛନ୍ତି ଆଉ ଦର୍ଶକଙ୍କ ମନ କିଣି ଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *