‘ଭୁବନେଶ୍ୱରର ଏମିତି କୌଣସି ଜାଗା ନାହିଁ ମୋ ସହ ସେ ଯାଇନି…ବାହା ହବାକୁ କହି 8 ବର୍ଷ ସମ୍ପର୍କ ରଖିଲା, ଆଉ ଏବେ କହୁଛି…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମେ କହି ଥାଉ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହି ଥାଏ । ପ୍ରେମ ରେ କାହାରି ପ୍ରତି ଛନ୍ଦ କପଟ ରହି ନଥାଏ କେବଳ ସ୍ୱଚ୍ଛ ଭଲ ପାଇବା ହିଁ ଥାଏ । କିନ୍ତୁ ଆଜି ର ଏହି ଟେକନୋଲୋଜି ଦୁନିଆଁ ରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି । ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି । ବର୍ତ୍ତମାନ ଯାହାକୁ ଦେଖିବ ତ ନୁହଟି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି l

କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ । ପ୍ରେମ ର ଅର୍ଥ କଣ ଜାଣି ନାହାଁନ୍ତି କିନ୍ତୁ ଯାହାକୁ ନାହିଁ ତାକୁ ଦେଖି ଏକ ପ୍ରେମ ନାଁ ଦେଇ ଦେଉଛନ୍ତି ।

ତେବେ ପ୍ରେମ ମାନେ ହିଁ ଆଜି କଳି ଯୁବ ପିଢ଼ି କେବଳ ଶାରୀରିକ ସମ୍ପର୍କ ରଖିବା ଭାବି ନେଇଛନ୍ତି । ସେମାନେ ଜାଣି ପାରୁ ନାହାଁନ୍ତି ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ କେବଳ ନଷ୍ଟ ହିଁ ହେବ ଏବଂ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଏହା ବହୁତ କୁ ପ୍ରଭାବ ପକାଇବ । ଆଜି କାଲି ର ୧୮ ବର୍ଷ ରୁ କମ ଅର୍ଥାତ ସାବାଳକ ମାନେ ମଧ୍ୟ ଶାରୀରିକ ସମ୍ପର୍କ ରଖି ନିଜର ବଦନାମ ହିଁ କରୁଛନ୍ତି ଏବଂ ଲଜ୍ୟା ଜନକ କାମ କରି ବସୁଛନ୍ତି ।

ତେବେ ରାଜଧାନୀ ଭୁବନେଶ୍ବର ର ଖଣ୍ଡଗିରି ଥାନା ଅନ୍ତର୍ଗତ ଜଣେ ଝିଅ ନିଜ ପ୍ରେମିକ ନାମରେ ଅଭିଯୋଗ ଆଣିଛନ୍ତି । ତେବେ ସେ କହିଛନ୍ତି କି ସେ ଯେତେବେଳେ ତାଙ୍କ ମାଉସୀ ଘରକୁ ଯାଇଥିଲେ ସେତେବେଳେ ସେହି ଗାଁ ର ଜଣେ ପୁଅ ତାଙ୍କୁ ଭଲ ପାଉଛନ୍ତି ବୋଲି କହିଥିଲେ ଏହା ପରେ ଆମେ ରିଲେସନ ରେ ଆସିଲୁ ଆଠ ବର୍ଷ ହେବ । ତେବେ ସେ ଜଣେ ଆର୍ମି ଅଫିସର ।

ତେବେ ସେ ନିଜେ ଆସି ଆମ ଘରେ ମୋତେ ବାହା ହେବେ ବୋଲି କହିଥିଲେ । ଆମର କୋର୍ଟ ମ୍ୟାରେଜ ହେବ ବୋଲି ଆମେ କୋର୍ଟରେ ନିବେଦନ କରିଥିଲୁ କିନ୍ତୁ ସେ ସେହିଦିନ ଆସି ନଥିଲେ ଏବଂ ମୋ ଘରେ ରାଜି ହେଉ ନାହାନ୍ତି ସେଥିପାଇଁ ମୁ ତତେ ବାହା ହେଇ ପାରିବିନି ବୋଲି କହିଥିଲେ ତେବେ ସେଥିପାଇଁ ମୁଁ ବର୍ତ୍ତମାନ ଥାନା କୁ ଆସିଛି ନ୍ୟାୟ ପାଇଁ ।

ତେବେ ତାର ମୋର ବହୁତ ବୁଲିଛୁ ସବୁ ସ୍ଥାନ କୁ ଯାଇଛୁ । କିନ୍ତୁ ବର୍ତ୍ତମାନ ସେ ମୋତେ ଧୋକା ଦେଇ ପଳେଇଲା । ତେବେ ମୋତେ ନ୍ୟାୟ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *