Odia Gk- ଭାରତର କେଉଁ ରାଜ୍ୟରେ କେବଳ 2 ଟି ଜିଲ୍ଲା ରହିଛି ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ବୁଦ୍ଧି ପ୍ରଖର ଏବଂ ଜ୍ଞାନ କୁ ଆହୁରି ବଢେଇବା ପାଇଁ କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟ ରେ।

୧- ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ?
ଉତ୍ତର- ସରୋଜିନୀ ନାଇଡୁ।

୨- ଏସିଆନ ଗେମ୍ସ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ?
ଉତ୍ତର- କମଲଜିତ ସନ୍ଧୁ।

୩- ବିଶ୍ୱ ର ସର୍ଵ ବୃହତ ମହାକାବ୍ୟ ର ନାମ କଣ?
ଉତ୍ତର- ମହାଭାରତ।

୪- ବିଶ୍ଵ ର ସବୁଠାରୁ ଲମ୍ବା ନଦୀର ନାମ କଣ?
ଉତ୍ତର- ନୀଳ ନଦୀ।

୫- କାହାକୁ ଦ୍ଵିତୀୟ ବୁଦ୍ଧ କୁହାଯାଏ?
ଉତ୍ତର- ପଦ୍ମସମ୍ଭବ।

୬- ହିରୋସିମା ଏବଂ ନାଗାସାକୀ ଜାପାନ ର କେଉଁ ଦ୍ବୀପ ଦ୍ୱୟ ରେ ଅବସ୍ଥିତ।
ଉତ୍ତର- ହୋନ୍ସୁ ଏବଂ କ୍ୟୁସୁ।

୭- ଏସ ବିଜୟଲକ୍ଷ୍ମୀ କେଉଁ ଖେଳ ସହ ସମ୍ବନ୍ଧିତ।
ଉତ୍ତର- ଚେସ।

୮- ସଚିନ ତେନ୍ଦୁଲକର ନିଜର ୧୦୦ ତମ ଶତକ କେଉଁ ଦେଶ ବିପକ୍ଷରେ ଖେଳି ଥିଲେ।
ଉତ୍ତର- ବାଙ୍ଗଳାଦେଶ।

୯- ମେଘଦୂତ କାହାର ରଚନା ଅଟେ?
ଉତ୍ତର- କାଳିଦାସ ।

୧୦- ରଙ୍ଗଭୂମି କାହାର ରଚନା ଅଟେ?
ଉତ୍ତର- ମୁନ୍ସୀ ପ୍ରେମଚନ୍ଦ।

୧୧- ଲକ୍ଷ୍ମଣ ଙ୍କୁ ବଂଚାଇବା ପାଇଁ କେଉଁ ବୈଦ୍ୟ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କୁ ସଂଜୀବନି ବୁଟିର ରହସ୍ୟ ବତେଇଥିଲେ।
ଉତ୍ତର- ସୁଷେଣ।

୧୨- ଦାଦ୍ରା,ନଗର ହାବେଳି, ଡାମନ ଡିଉ କେଉଁ ୟୁରୋପୀଆନ ଶକ୍ତି ର ଅଧିନ ରେ ଥିଲେ।
ଉତ୍ତର- ପର୍ତ୍ତୃଗାଲ।

୧୩- କୁରୁକ୍ଷେତ୍ର ଯୁ-ଦ୍ଧ ରେ ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟ ଙ୍କୁ ବାଦଲ ପଛପଟେ ଲୁ-ଚା-ଇ କୌରବ ମାନଂକୁ ଧୋ-ଖା ଦେଇଥିଲେ। ଯାହା ଦ୍ୱାରା ଅର୍ଜୁନ କାହାକୁ ଵ-ଧ କରିବେ ବୋଲି।
ଉତ୍ତର- ଜୟଦ୍ରଥ।

୧୪- କେଉଁ ଭାରତୀୟ ହକି ଖେଳାଳୀ ଅଲମ୍ପିକର କୌଣସି ଏକ ଫାଇନାଲ ମ୍ୟାଚ ରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ରଖିଛନ୍ତି।
ଉତ୍ତର- ବଲବିର ସିଂହ (ସିନିୟର)।

୧୫- ଭାରତ ର କେଉଁ ରାଜ୍ୟ ରେ କେବଳ ଦୁଇଟି ଜିଲ୍ଲା ରହିଛି?
ଉତ୍ତର- ଗୋଆ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *