ବନ୍ଧୁଗଣ ନମସ୍କାର ଆମ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ବିବାହ ପରେ ଉଭୟ ପୁରୁଷ ଓ ସ୍ତ୍ରୀ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ରହିଥାଏ । ପତି ଓ ପତ୍ନୀ ମିଶି ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି । ତେବେ ପ୍ରତ୍ୟୋକ ଝିଅ ର କିଛି ନା କିଛି ଭଲ ଗୁଣ ରହି ଥାଏ ହେଲେ ସେମାନଙ୍କର ଏହି ତିନୋଟି ଅଭ୍ୟାସ ସେମାନଙ୍କ ସ୍ୱାମୀ ଙ୍କୁ କରି ଥାନ୍ତି କୋଟିପତି ।
ଯେତେ ବେଳେ ଗୋଟିଏ ଝିଅ ବିବାହ କରି ଅନ୍ୟ ଘର କୁ ଯାଏ ତେବେ ସେ ସେହି ଘରକୁ ସ୍ୱର୍ଗ କରି ଦେଇ ଥାଏ । ଆପଣ ମାନେ ଯଦି କେବେ ସୁଖ ପୂର୍ଣ୍ଣ ଗୃହସ୍ତ ଜିବନ ଚାହୁଁଥାନ୍ତି ତେବେ ଏହି କିଛି ବିଶେଷ ଗୁଣ ରହି ଥିବା ଝିଅ ମାନଙ୍କୁ ବିବାହ କରନ୍ତୁ , ଏମାନଙ୍କ ପାଖରେ ମାତା ଲକ୍ଷ୍ମୀ ରହିବା ସହିତ ଏମାନେ ଅନ୍ୟ ଘରକୁ ଯାଆନ୍ତି ସେମାନଙ୍କ ଘରେ ହସ ଖୁସି ଲାଗି ରୁହେ । ତେବେ ଆସନ୍ତୁ ଜାଣି ନେବା ସେହି ଅଭ୍ୟାସ ବିଷୟ ରେ ।
୧- ପ୍ରଥମ ଟି ହେଉଛି, ଯେଉଁ ନାରୀ ମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପୂର୍ବ ରୁ ସଜ୍ୟା ତ୍ୟାଗ କରନ୍ତି ଏବଂ ଏହା ବ୍ୟତିତ ସେମାନେ ନିଜର ନିତ୍ୟକର୍ମ ସାରି ସେମାନେ ସ୍ୱାମୀ ଙ୍କ ସେବା ରେ ଲାଗି ଥାନ୍ତି । ସେମାନେ ବହୁତ ଶୀଘ୍ର ଉନ୍ନତି ର ମାର୍ଗ ଧରିବା ସହିତ ସେମାନେ ଙ୍କ ପାଖରେ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ।
୨- ଦ୍ଵିତୀୟ ରେ ହେଉଛି, ଆଜିର ସମୟ ରେ ଆପଣ ମାନେ ଦେଖିଥିବେ ବହୁତ ଘର ର ସ୍ତ୍ରୀ ମାନେ ରାଗି ଯାଇ ଅନ୍ୟ ଉପରେ ପାଟି ତୁଣ୍ଡ କରିବା ସହିତ ସେମାନେ କିଛି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି ହେଲେ ସେହିପରି କ୍ଷେତ୍ର ରେ ଯଦି ଦେଖିବା ଯେଉଁ ପତ୍ନୀ ନିଜ ପତି ଙ୍କ ଉପରେ କେବେ ବି ରାଗେ ନାହିଁ ସେହି ପତ୍ନୀ ଲକ୍ଷ୍ମୀମନ୍ତ ହୋଇଥାନ୍ତି ଏବଂ ସେମାନଙ୍କ ସ୍ୱାମୀ ମାନେ ସବୁ ସମୟ ରେ ଉନ୍ନତି ର ମାର୍ଗ ରେ ଅଗ୍ରସର ହୋଇଥାନ୍ତି ।
୩- ତୃତୀୟ ରେ ହେଉଛି, ଆୟ ଦେଖି ବ୍ୟୟ କରିବା । ଯେଉଁ ସ୍ତ୍ରୀ ମାନେ ସବୁ ସମୟ ରେ ନିଜ ପତି ଙ୍କ ଆୟ କୁ ଦେଖି ବ୍ୟୟ କରନ୍ତି ସେହି ପରି ସ୍ତ୍ରୀ ମାନେ ଉନ୍ନତି ର ମାର୍ଗ ଦର୍ଶକ ହୋଇ ଥାନ୍ତି । ଏଭଳି ନାରୀ ସ୍ୱୟଂ ଲକ୍ଷ୍ମୀ ପ୍ରତିମା ହୋଇଥାନ୍ତି । ଏମାନେ ନିଜ ପରିବାର ଏବଂ ପତି ଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ସାବ୍ୟସ୍ତ ହୋଇଥାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।