ଦର୍ଶକ ବନ୍ଧୁ ଭାରତ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ହାରିବା ପରେ କାନ୍ଦି ପକାଇଲେ ଡେଭିଲର୍ସ ଆଉ କାନ୍ଦି କାନ୍ଦି ଭାରତ ବିଷୟରେ ଏପରି କିଛି କଥା କହିଛନ୍ତି ଯାହା ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ବିଶ୍ଵ କପ 2022 ଏକ ଏପରି ମୁକବାଲା ଅଟେ ଯାହା ଆମ ମାନଙ୍କ ମନରେ ସ୍ମରଣୀୟ ହୋଇ ରହିବ ।
ବନ୍ଧୁଗଣ ଯେତେବେଳେ ବିଶ୍ଵ କପ ଆରମ୍ଭ ହେଲା ସେତେବେଳେ ଭାରତର କମବ୍ୟାକ ଆଉ ଭାରତୀୟ ଖେଳାଳିଙ୍କ ଜବରଦସ୍ତ ଫର୍ମ ଦେଖିବାକୁ ମିଳିଲା । କିଙ୍ଗ କୋହିଲି ଆଉ ପାଣ୍ଡିଆ ଭଳି ଦିଗଜ ଖେଳାଳି ପୁଣି ନିଜ ଫର୍ମରେ ଫେରିଥିଲେ । ସବୁ ଟିମକୁ ପରାସ୍ତ କରି 8 ପଏଣ୍ଟରେ ସେମି ଫାଇନାଲ ପାଇଁ କ୍ଵାଲିଫାଏ କରିଥିଲା ଆମ ଟିମ ଭାରତ । ହେଲେ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେବା ମାତ୍ରେ ଭାରତର ଗୋଟେ ପରେ ଗୋଟେ ୱିକେଟ ଗଳି ପଡିଥିଲା ।
ସୂର୍ଯ୍ୟ କୁମାର ଯାଦବ ମାତ୍ର 16 ରନ୍ ରେ ଆଉଟ ହେଇଗଲେ । ବିରାଟ 50 ରନ୍ କରି ଆଉ ହେଲେ ଆଉ ପାଣ୍ଡିଆ ନିଜ ଜବରଦସ୍ତ ଖେଳ ପଦର୍ଶନ କରି ଭାରତର ସ୍କୋରକୁ 168 କରିଥିଲେ । ହେଲେ ଇଂଲଣ୍ଡର ମାତ୍ର ଦୁଇଟି ଖେଳାଳି ସଂପୂର୍ଣ୍ଣ ମ୍ୟାଚ ପରିବର୍ତ୍ତନ କରିଦେଲେ । ହେଲ୍ସ ଆଉ ବଟ୍ଳର ନକ ଆଉଟ ହୋଇ ସଂପୂର୍ଣ୍ଣ ମ୍ୟାଚକୁ ନିଜ ନାମରେ କରିଦେଲେ । ଭାରତ ହାରିବା ପରେ ଡେଭିଲର୍ସ ଏପରି କିଛି କଥା କହିଛନ୍ତି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ଡେଭିଲର୍ସ କହିଛନ୍ତି, ଆଜି ଭାରତୀୟ ଫ୍ୟାନ୍ସଙ୍କ ସାଙ୍ଗରେ ମୋ ମନ ବି କାନ୍ଦୁଛି । ଯେଉଁ ଭଳି ଭାବରେ ଭାରତୀୟ ଟିମ ହାରିଲା ତାହା କେହି ଆଶା କରି ନଥିଲେ । ମୁଁ କେବେ ଆଶା କରି ନଥିଲି ମୋ ମନ ପସନ୍ଦିଆ ଭାରତୀୟ ଟିମ ଏଭଳି ଭାବରେ ଇଂଲଣ୍ଡ ଠାରୁ ହାରିବ । ଭାରତୀୟ ଟିମ ପାଖରେ ପୁରା କ୍ଷମତା ଥିଲା ଇଂଲଣ୍ଡକୁ ହରେଇବା ପାଇଁ ହେଲା କେଉଁଠି ନା କେଉଁଠି ଟିମର ମନ ବଳ କମି ଯାଇଥିଲା । ନହଲେ ଯେଉଁ ଟିମ ଇଂଲଣ୍ଡକୁ ଏତେ ଥର ହରେଇଛି ସେ ଏମିତି ହାରିବା ଅବିଶ୍ଵସନୀୟ ଅଟେ ।
ଏହା ଭାରତୀୟ ଟିମ ପାଇଁ ସବୁଠାରୁ ଦୁଃଖତ ସମୟ ଥିଲା । ମୁଁ ହାତ ଯୋଡି ଭାରତୀୟ ସମର୍ଥକଙ୍କୁ ନିବେଦନ କରୁଛି ଭାରତୀୟ ଖେଳାଳିଙ୍କୁ ଟ୍ରୋଲ କରନ୍ତୁ ନାହିଁ । ଏବେ ତାଙ୍କୁ ଆପଣଙ୍କ ସ୍ନେହ ଆଉ ଭଲ ପାଇବାର ଆବଶ୍ୟକତା ଅଛି । ସେ ଆଗାମୀ 50 ଓଭର ବିଶ୍ଵ କପ ନିଶ୍ଚୟ ଜିତିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।