IND vs ENG: ସେମିଫାଇନାଲ ରେ ପରଜାୟ ପରେ BCCI ର କଡା ପଦକ୍ଷେପ, ଟୀମ ଇଣ୍ଡିଆର ହେବ ଫର୍ମାଟିଙ୍ଗ, ବିଦା ହେବେ ଏହି ସବୁ ସିନିୟର ଖେଳାଳୀ

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ବିସିସିଆଇ ନେବ କଡା ପଦକ୍ଷେପ, ଟିମ ଇଣ୍ଡିଆର ହେବ ଫର୍ମାଟିଂ, ବିଦା ହେବେ ସବୁ ସିନିୟର ଖେଳାଳି । ଦର୍ଶକ ବନ୍ଧୁ ଚଳିତ ବର୍ଷ ଇଂଲଣ୍ଡ ଠାରୁ ଭାରତର ଲଜ୍ଜା ଜନକ ପରାଜୟ ପରେ ଏଭଳି ଏକ କଡା ପଦକ୍ଷେପ ନେବାକୁ ଯାଉଛି ଭାରତର ବିସିସିଆଇ ବୋର୍ଡ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ସବୁ ଟିମକୁ ପରାସ୍ତ କରି 8 ପଏଣ୍ଟରେ ସେମି ଫାଇନାଲ ପାଇଁ କ୍ଵାଲିଫାଏ କରିଥିଲା ଆମ ଟିମ ଭାରତ । ହେଲେ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେବା ମାତ୍ରେ ଭାରତର ଗୋଟେ ପରେ ଗୋଟେ ୱିକେଟ ଗଳି ପଡିଥିଲା । ସୂର୍ଯ୍ୟ କୁମାର ଯାଦବ ମାତ୍ର 16 ରନ୍ ରେ ଆଉଟ ହେଇଗଲେ । ବିରାଟ 50 ରନ୍ କରି ଆଉ ହେଲେ ଆଉ ପାଣ୍ଡିଆ ନିଜ ଜବରଦସ୍ତ ଖେଳ ପଦର୍ଶନ କରି ଭାରତର ସ୍କୋରକୁ 168 କରିଥିଲେ ।

ହେଲେ ଇଂଲଣ୍ଡର ମାତ୍ର ଦୁଇଟି ଖେଳାଳି ସଂପୂର୍ଣ୍ଣ ମ୍ୟାଚ ପରିବର୍ତ୍ତନ କରିଦେଲେ । ହେଲ୍ସ ଆଉ ବଟ୍ଳର ନକ ଆଉଟ ହୋଇ ସଂପୂର୍ଣ୍ଣ ମ୍ୟାଚକୁ ନିଜ ନାମରେ କରିଦେଲେ । ତେବେ ଭାରତ ହାରିବା ପରେ ବିସିସିଆଇ ପକ୍ଷରୁ ଏକ ବଡ ପଦକ୍ଷେପ ସାମ୍ନାକୁ ଆସୁଛି । ଦର୍ଶକ ବନ୍ଧୁ ଖୁବ ଶୀଘ୍ର ଟିମ ଇଣ୍ଡିଆରେ ଏକ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ଆସନ୍ତା ବର୍ଷ ରୋହିତ ଶର୍ମାଙ୍କ ସମେତ କିଛି ସିନିୟର ଖେଳାଳି ଦଳରୁ ବାଦ ପଡିବେ ।

ଏହା ସହ ଦୁଇ ବର୍ଷରେ ହେବାକୁ ଯାଉଥିବା ଟି20 ବିଶ୍ଵ କପରେ କିଛି ନୂଆ ଖେଳାଳିଙ୍କୁ ସ୍ଥାନ ମିଳିପାରେ । ଇଂଲଣ୍ଡ ଠାରୁ 10 ୱିକେଟରେ ହାରିବା ପରେ ଟିମ ଇଣ୍ଡିଆ ଏବେ ବିସିସିଆଇ ରାଡରରେ ରହିଛି । ଆଉ ବିସିସିଆଇ ଏକ ନୂଆ ପ୍ଳାନ ପ୍ରସ୍ତୁତ କରୁଥିବା ନେଇ ଜଣା ପଡିଛି । ଆସନ୍ତା ଏକ ବର୍ଷ ମଧ୍ୟରେ ଏହାର ଝଲକ ଦେଖିବାକୁ ମିଳିପାରେ । ତେବେ କିଛି ଏପରି ଯଦି ହୁଏ ତା ହେଲେ ଦଳର ଅନେକ ଖେଳାଳି ଆଗାମୀ ବିଶ୍ଵ କପ ପୂର୍ବରୁ ବାଦ ପଡିବର ସମ୍ଭାବନା ଅଧିକ ରହିଛି ।

2023 ରେ ସିନିୟର ଖେଳାଳି ମାନେ ଏକ ଦିନିଆ ଟେଷ୍ଟ ଖେଳି ପାରିବେ ଆଉ ତାଙ୍କୁ ସନ୍ୟାସ ନେବା ପାଇଁ ବାଧ୍ୟ କରାଯିବ ନାହିଁ । ମାତ୍ର ଆସନ୍ତା ଟି20 ବିଶ୍ଵ କପରେ କୌଣସି ସିନିୟର ଖେଳାଳି ରହିବେ ନାହିଁ । ଏମିତି କି ରୋହିତ ଆଉ ବିରାଟ ମଧ୍ୟ ରହି ନପାରନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *